ପ୍ରବାସୀଙ୍କୁ ନେଇ ଭଦ୍ରକ ଆସୁଛି ଟ୍ରେନ, ଚରମ୍ପା ଷ୍ଟେସନ ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭଦ୍ରକ ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। ଏହି କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ଚରମ୍ପା ଷ୍ଟେସନର ୫୦୦ ମିଟର ଅଞ୍ଚଳ ଭିତରେ କର୍ଫ୍ୟୁ ଜାରି...

ବୌଦ୍ଧ ଓ ଅନୁଗୁଳ ଛୁଇଁଲା କରୋନା, ପୁରୀରେ ପୁଣି ୨ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଆଜି ଓଡ଼ିଶାର ଆଉ ଦୁଇଟି ନୂଆ ଜିଲ୍ଲାକୁ ଛୁଇଁଛି। ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧରୁ ୩ ଏବଂ ଅନୁଗୁଳରରୁ ୨ କରୋନା ଆକ୍ରାନ୍ତ...

ଭଦ୍ରକରୁ ପୁଣି ଜଣେ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୨୪୬

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର। ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଛି। ଏନେଇ...

ରାଜ୍ୟରେ ଏକାଥରକେ ୨୬ ପଜିଟିଭ୍ – ଗଞ୍ଜାମରୁ ୧୯, କେନ୍ଦ୍ରାପଡ଼ାରୁ ୫, ଭଦ୍ରକରୁ ୨

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଏକାଥରକେ ଚିହ୍ନଟ ହେଲେ ୨୬ ଜଣ କରୋନା ପଜିଟିଭ୍। ଯାହାଫଳରେ ବର୍ତ୍ତମାନ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

ଭଦ୍ରକରେ କଟକଣା – ରାତି ୭ରୁ ସକାଳ ୭ ଯାଏଁ ଯିବା ଆସିବା ମନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭଦ୍ରକ ଜିଲ୍ଲାରେ ରାତି ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଜାରି ହୋଇଛି। ଏନେଇ ଟୁଇଟ ଯୋଗେ ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ। ଲକ୍‌ଡାଉନ୍‌ ୩ର ଗାଇଡ୍‌ଲାଇନ୍‌ ଅନୁସାରେ...

ପୁଣି ଓଲଟିଲା ବସ୍‌ – ଶ୍ରମିକଙ୍କୁ ଆଣିବାକୁ ବାଲେଶ୍ଵରରୁ ଯାଉଥିଲା ଭୁବନେଶ୍ଵର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରବାସୀଙ୍କୁ ଆଣିବାକୁ ଯାଉଥିବା ବେଳେ ଓଲଟିଲା ବସ୍‌। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଛତାବର ନିକଟରେ। ଏଥିରେ ବସ୍‌ ଡ୍ରାଇଭର ଓ ହେଲ୍‌ପର ସାମାନ୍ୟ ଆହତ ହୋଇଥିବା...

ସାମାଜିକ ଦୂରତା ଚୁଲିକି – ଭଦ୍ରକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଟିକଟକ୍ ମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୱାରେଣ୍ଟାଇନ୍ ସେଣ୍ଟରେ ଟିକଟକ୍ କରୁଛନ୍ତି କୋଲକାତା ଫେରନ୍ତା। କରୋନାକୁ ବେଖାତିର କରି ଟିକଟକ ଗୀତରେ ପାଲା କରୁଛନ୍ତି କ୍ୱାରେଣ୍ଟାଇନରେ ଥିବା କିଛି ଯୁବକ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡ଼ା ପଞ୍ଚାୟତ...

ଭଦ୍ରକ, ବାଲେଶ୍ୱରରୁ ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଭଲ ଖବର। ଏହି ଦୁଇଟି ଜିଲ୍ଲାରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଭଦ୍ରକୁ ୩ ଏବଂ...

ଭଦ୍ରକ ଦ୍ୱିତୀୟ ହଟ୍‌ସ୍ପଟ୍‌ – ଚିନ୍ତା ବଢ଼ାଇଲେ କୋଲକାତା ଫେରନ୍ତା, ୧୯ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ଜିଲ୍ଲାରେ କାହିଁକି ବଢ଼ିଲେ କରୋନା ଆକ୍ରାନ୍ତ? ଭଦ୍ରକ ସହିତ କୋଲକାତାର ସମ୍ପର୍କ କ’ଣ? ସେନେଇ ଓଡ଼ିଶାଲାଇଭ୍‌ରେ ପଢ଼ନ୍ତୁ ବିସ୍ତୃତ ରିପୋର୍ଟ – ଭଦ୍ରକ ରାଉଣ୍ଡଅପ୍‌। କରୋନା ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା...

ସର୍ଭେଲାନ୍ସ ଜୋନ୍‌ରେ ଭଦ୍ରକର ୩୨ ପଞ୍ଚାୟତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭଦ୍ରକର ୩୨ ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କଲା ଜିଲ୍ଲା ପ୍ରଶାସନ। ସର୍ଭେଲାନ୍ସ ଜୋନ୍‌ ଘୋଷଣା ନେଇ ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ। ଭଦ୍ରକରେ ଆଜି କରୋନା ଆକ୍ରାନ୍ତଙ୍କ...