କମିସନରେଟ ପୋଲିସରେ ହେବ ସ୍ପେଶାଲ କ୍ରାଇମ ୟୁନିଟ
ଓଡ଼ିଶାଲାଇଭ ବ୍ୟୁରୋ
ଏଣିକି କମିସନରେଟ ପୋଲିସରେ ହେବ ସ୍ପେଶାଲ କ୍ରାଇମ ୟୁନିଟ। ଏହି ୟୁନିଟ ଦାୟିତ୍ଵରେ ରହିବେ ଡିଆଇଜି ପାହ୍ୟା ପୋଲିସ ଅଧିକାରୀ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି କମିସନରେଟ ପୋଲିସ ବୋଲି...
ସମାଜସେବା ପାଇଁ ବାଲେଶ୍ଵର ଝିଅ ପାଇଲେ ‘ଓଡ଼ିଶା ୟୁଥ୍ ଆଓ୍ଵାର୍ଡ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): 'ଓଡ଼ିଶା ୟୁଥ୍ ଆଓ୍ଵାର୍ଡ' ପାଇଛନ୍ତି ବାଲେଶ୍ୱରର କଳ୍ପାଶା ଅଙ୍କିତା ଶ। 'ଓଡିଆ ମିଡିଆ' ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ସମାରୋହରେ ଏହି ଆଓ୍ଵାର୍ଡ ଗ୍ରହଣ କରିଛନ୍ତି...
ଜେଲରେ ଆଶୀର୍ବାଦ ବେହେରା ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଓଡ଼ିଶାଲାଇଭ ବ୍ୟୁରୋ
ଝାରପଡ଼ା ଜେଲରେ ଅସୁସ୍ଥ ହୋଇଛନ୍ତି ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ତାଙ୍କୁ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୧୮ ତାରିଖରେ ଚିଟ୍ଫଣ୍ଡ ମାମଲା ସିବିଆଇ ତାଙ୍କୁ ଗିରଫ...
ନନ୍ଦନକାନନକୁ ବିପଦ – ଆଖି ବୁଜିଲା ଏକମାତ୍ର ନୀଳଗିରି ମାଙ୍କଡ଼
ଓଡ଼ିଶାଲାଇଭ ବ୍ୟୁରୋ
ନନ୍ଦନକାନନକୁ ବିପଦ ପିଛା ଛାଡୁନାହିଁ। ହାତୀ ପରେ ଏବେ ନନ୍ଦନକାନନରେ ଏକମାତ୍ର ନୀଳଗିରି ମାଙ୍କଡ଼ର ମୃତ୍ୟୁ ହୋଇଛି। ତେବେ ମାଙ୍କଡ଼ର ମୃତ୍ୟୁ ପରେ ନନ୍ଦନକାନନରେ ନୀଳଗିରି ମାଙ୍କଡ଼ ସଂଖ୍ୟା ଶୂନ ହୋଇ...
ପୁଣି ଖୋଲିବ ଡ୍ୟାନ୍ସ ବାର୍, ନାଚିବେ ବାର ଗାର୍ଲ
ଓଡ଼ିଶାଲାଇଭ ବ୍ୟୁରୋ
ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସ ବାର୍। ନାଚିବେ ବାର୍ ଗାର୍ଲ। ଏନେଇ ୭ ଡ୍ୟାନ୍ସ ବାର୍କୁ ଅନୁମତି ଦେଇଛନ୍ତି ଅବକାରୀ କମିସନର। ଅବକାରୀ ଆଇନ ୪୪(୫)ର ଗାଇଡ୍ ଲାଇନ୍ ମାନି...
ଏଣିକି ନୂଆ ଡ୍ରେସ କୋଡ୍ରେ ନଜର ଆସିବେ ଅଗ୍ନିଶମ କର୍ମଚାରୀ
ଓଡ଼ିଶାଲାଇଭ ବ୍ୟୁରୋ
ଏଣିକି ନୂଆ ଡ୍ରେସ କୋଡ୍ରେ ନଜର ଆସିବେ ଅଗ୍ନିଶମ କର୍ମଚାରୀ। ରାଜ୍ୟ ଅଗ୍ନିଶମ କର୍ମଚାରୀଙ୍କ ଲାଗି ନୂଆ ଡ୍ରେସ କୋଡ୍ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ...
ଭୁବନେଶ୍ଵର: କୁଆଖାଇ ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରୁ ମିଳିଲା ଯୁବକଙ୍କ ମୃତଦେହ। ବାଲିଅନ୍ତା ଥାନା କୁଆଖାଇ ନଦୀକୂଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କଲା ଅଗ୍ନୀଶମ ବାହିନୀ। ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ...
ଓଡ଼ିଶା ଗସ୍ତରେ ଆନ୍ଧ୍ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ
ଓଡ଼ିଶାଲାଇଭ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ। ରାଜ୍ୟପାଳ ଭାବେ ଦାୟିତ୍ଵ ନେବା ପରେ ଏହା ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ। ସେ ପ୍ରଥମେ ଭୁବନେଶ୍ଵରରେ ପହଞ୍ଚି ମହାପ୍ରଭୁ ଲିଙ୍ଗରାଜକଙ୍କୁ...
ଟ୍ରାଫିକ ନିୟମ ୩ ମାସ କୋହଳକୁ ନେଇ ପ୍ରଶ୍ନ ଉଠାଇଲେ ମାନବଧିକାର କମିସନ
ଓଡ଼ିଶାଲାଇଭ ବ୍ୟୁରୋ
ଟ୍ରାଫିକ ନିୟମ ୩ମାସ କୋହଳ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବଧିକାର କମିସନ। ଯଦି ଏହି ସମୟ ମଧ୍ୟରେ ଦୁର୍ଘଟଣା ଘଟେ ତେବେ ଦାୟୀ କିଏ? ଲାଇସେନ୍ସ...
ନନ୍ଦନକାନନରେ ହାରପିସ୍ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନରେ ଗତ ୨୬ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ହାରପିସ୍ ଭୂତାଣୁ ଯୋଗୁଁ ହାତୀମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାରପିସ ଭୂତାଣୁ ମୁକାବିଲା ନେଇ ଶନିବାର ନନ୍ଦନକାନନରେ ଉଚ୍ଚସ୍ତରୀୟ ବୈଠକ...





















