ଅଶାନ୍ତ ବାଣୀବିହାର କ୍ୟାମ୍ପସ, କୁଳପତିଙ୍କ ଅଫିସରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟରେ ଦେଖା ଦେଇଛି ଛାତ୍ର ଅଶାନ୍ତି। ୧୦ ଦଫା ଦାବି ନେଇ କୁଳପତିଙ୍କ ଅଫିସ ଘେରାଉ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ତେବେ କୁଳପତିଙ୍କ ଅଫିସରେ ଧସେଇ ପଶିବା...

ଓଡ଼ିଶାର ଦୁଇ ଯୁବକ ତିଆରି କଲେ ଇକୋଫ୍ରେଣ୍ଡଲି ପେନ୍

ଓଡ଼ିଶାଲାଇଭ ବ୍ୟୁରୋ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଓଡ଼ିଶାର ଦୁଇ ଯୁବକ ମିଶି ତିଆରି କରିଛନ୍ତି ଇକୋଫ୍ରେଣ୍ଡଲି ପେନ୍। ଭୁବନେଶ୍ଵରର ଏହି ଦୁଇ ଛାତ୍ର ହେଲେ ପ୍ରେମ୍ ପାଣ୍ଡେ ଓ ମହମ୍ମଦ ଅହମ୍ମଦ...

କେଏସ୍ଓଏମ୍ ପକ୍ଷରୁ ମାର୍କେଟିଙ୍ଗ୍ କନ୍‌କ୍ଲେଭ

ଓଡ଼ିଶାଲାଇଭ ବ୍ୟୁରୋ କିଟ୍ ବିଶ୍ୱବିଦ୍ୟାଳୟର କିଟ୍ ସ୍କୁଲ ଅଫ୍ ରୁରାଲ ମ୍ୟାନେଜମେଣ୍ଟ(କେଏସ୍ଓଏମ୍) ପକ୍ଷରୁ ଶନିବାର ଦଶମ ମାର୍କଟେଙ୍ଗ୍ କନକ୍ଲେଭ୍ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେଏସ୍ଓଏମର ନିର୍ଦ୍ଦେଶକ ପ୍ରଫେସର ଅନିଲ୍ ଭାଜପେୟୀ ଅତିଥିମାନଙ୍କୁ ସ୍ଵାଗତ...

ନନ୍ଦନକାନନରେ ହାତୀ ‘ଚନ୍ଦନ’ର ମୃତ୍ୟୁ

ଓଡ଼ିଶାଲାଇଭ ବ୍ୟୁରୋ ନନ୍ଦନକାନନରେ ୧୦ ବର୍ଷିୟ ହାତୀ ଚନ୍ଦନର ମୃତ୍ୟୁ ହୋଇଛି। ଗତ ୧୩ ତାରିଖରେ ସେ ଅସୁସ୍ଥ ହୋଇ ପଡ଼ିଥିଲା। ତେବେ ଆଜି ତା’ର ମୃତ୍ୟୁ ହୋଇଛି। ଆଜି ଭୋର ୩ଟା ୪୦ରେ ଚନ୍ଦନର...

ଡିଏଲ୍ ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଖୋଲିବ ଆଉ ୫ କାଉଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ସବୁ ଆର୍‌ଟିଓ ଅଫିସ୍‌ରେ ଲୋକଙ୍କ ଭିଡ଼ ଲାଗୁଛି। ଏଣୁ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ...

୫ଜଣଙ୍କୁ ମିଳିଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୯

ଓଡ଼ିଶାଲାଇଭ ବ୍ୟୁରୋ ସୃଜନ ଦ୍ୱାରା ଆୟୋଜିତ ୨୫ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ବୁଧବାର ଅନ୍ତିମ ସନ୍ଧ୍ୟା ଥିଲା। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ...

ନୂଆ ଟ୍ରାଫିକ ନିୟମ ପାଇଁ କଟକରୁ ଗଡ଼ିଲା ସଚେତନତା ରଥ

ଓଡ଼ିଶାଲାଇଭ ବ୍ୟୁରୋ ନୂଆ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଆରମ୍ଭ ହେଲା ପ୍ରୟାସ। କଟକ-ଭୁବନେଶ୍ଵରରେ କମିଶନରେଟ ପୋଲିସ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏନେଇ ଗୁରୁବାର କଟକରୁ ସଚେତନତା ରଥ ମାଧ୍ୟମରେ...

ଓଡ଼ିଶୀ ନୃତ୍ୟ ସଙ୍ଗୀତରେ ବିଭୋର ହେଲେ ଦର୍ଶକ

ଓଡ଼ିଶାଲାଇଭ ବ୍ୟୁରୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଷଷ୍ଠ ସନ୍ଧ୍ୟା ଆୟୋଜିତ ହୋଇଛି। ଏହି ସନ୍ଧ୍ୟାରେ କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶନ ହୋଇଥିଲା। ସୃଜନ ଅନୁଷ୍ଠାନ ଦ୍ୱାରା ଓ.ଏମ୍.ସି. ଗୁରୁ କେଳୁଚରଣ...

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ। କମିଶନରେଟ ପୋଲିସ ଓ ସ୍ପେଶାଲ ସ୍ୱାଡର ମିଳିତ ଚଢ଼ାଉରେ...

ସ୍ମାର୍ଟସିଟି ଭୁବନେଶ୍ୱରରେ କମେଣ୍ଟ ମାରି ଛେଚା ଖାଇଲେ ରୋଡ୍ ରୋମିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟସିଟି ଭୁବନେଶ୍ୱରରେ ଅଭାବନୀୟ ଚିତ୍ର। ଝିଅକୁ କମେଣ୍ଟ ମାରି ଛେଚା ଖାଇଲା ରୋଡ୍‌ ରୋମିଓ। ପରିସ୍ଥିତି ଅଣାୟତ୍ତ ହେବା ପରେ ଲୋକେ ଘେରିଗଲେ ଏବଂ ରୋଡ୍‌ ରୋମିଓକୁ ପୋଲିସ ଜିମା ଦେଲେ।...