“ଗଣମାଧ୍ୟମ ସାଧାରଣ ଲୋକଙ୍କ କଥା କହିବା ଦରକାର”

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=iotYt3FZ4nY] “ସାମ୍ଵାଦିକମାନଙ୍କର ସ୍ଵାଧୀନତାକୁ ଆମକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏଥିପାଇଁ ଆମକୁ ସମାଜର ନିମ୍ନ ବର୍ଗର ଲୋକମାନଙ୍କ ସହ ଯୋଡ଼ି ହେବାକୁ ପଡ଼ିବ। ହେଲେ ବର୍ତ୍ତମାନ ଟେଲିଭିଜନ ମିଡିଆ ହେଉ କି...

ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତ ପାଇଁ ଏକ ନୂଆ ଅନୁଭବ

ଓଡ଼ିଶାଲାଇଭ ବ୍ୟୁରୋ https://youtu.be/EnaMA2kukac ଜାଣନ୍ତୁ ଲ୍ୟାଣ୍ଡର ବିକ୍ରମ ଫେଲ ମାରିବା ସତ୍ତ୍ଵେ ଭାରତର ଚନ୍ଦ୍ର ଅଭିଯାନକୁ କିପରି ମିଳିଛି ସଫଳତା? (ଭୁବନେଶ୍ଵରରୁ ନୀଳାମ୍ଵର ରଥ): ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ...

ଓଡ଼ିଶାରେ ମ୍ୟାଲେରିଆ ଆକ୍ସନ କୋଆଲିସନ୍‌ର ଶୁଭାରମ୍ଭ କଲା ଏମ୍ଏନ୍ଏମ୍ ଇଣ୍ଡିଆ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ସରକାରଙ୍କ ନେତୃତ୍ୱରେ ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ଲକ୍ଷ୍ୟରେ ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆ (ଏମ୍ଏନ୍ଏମ୍ ଇଣ୍ଡିଆ) ପକ୍ଷରୁ ମ୍ୟାଲେରିଆ ଆକ୍ସନ କୋଆଲିସନ୍ ବା ମ୍ୟାଲେରିଆ କାର୍ଯ୍ୟାନ୍ୱୟନ ମେଂଟ (ମ୍ୟାକ୍)ର...

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ‘ଭରସା’, ଶୁଭାରମ୍ଭ କଲେ ଅପରାଜିତା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ ଆରମ୍ଭ ହେଲା ‘ଭରସା’ ଟ୍ରଷ୍ଟ। ଶନିବାର ଦିନ ଇଡକୋଲ ଅଡିଟୋରିୟମରେ ଏହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗରିବ...

ପବ୍ଲିକ ସ୍କାନରରେ ପୋଲିସ ଓ ସରକାରୀ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲିସ ଓ ସରକାରୀ ଗାଡ଼ି ଯାଞ୍ଚ କରିବାକୁ ଦାବି କଲେ ସାଧାରଣ ଲୋକେ। ପୋଲିସ ସବୁବେଳେ ପବ୍ଲିକ ଗାଡ଼ିକୁ ଚେକିଂ କରି ଜରିମାନା ଆଦାୟ କରିଥାଏ। କିନ୍ତୁ ଆଜି ଓଲଟା ଚିତ୍ର ଦେଖିବାକୁ...

ରାଜଧାନୀର ରାଜମହଲ ରାସ୍ତା ପାଲଟିଗଲା ଶ୍ରୀନଗର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=rDEo7j9qLF8 ଗାଡ଼ି ଚେକିଂ ବେଳେ ଲଙ୍କାକାଣ୍ଡ ତାତିଲେ ଲୋକେ ପୋଲିସ-ଜନତା ଖଣ୍ଡଯୁଦ୍ଧ ଲୋକଙ୍କୁ ଗୋଡ଼େଇ ପିଟିଲା ପୋଲିସ ପୋଲିସ ଉପରକୁ ଇଟା, ପଥର ମାଡ଼ ପୋଲିସର ଫ୍ଲାଗମାର୍ଚ୍ଚ ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଚିତ୍ର।...

ପୋଲିସ ଗାଡ଼ି ଅଟକାଇ ପବ୍ଲିକ କଲେ ପାଲଟା ଚେକିଂ, ଭୁବନେଶ୍ଵର ରାଜମହଲ ଛକରେ ଲଙ୍କାକାଣ୍ଡ

ଓଡ଼ିଶାଲାଇଭ ବ୍ୟୁରୋ ଘଟଣାସ୍ଥଳରେ ପୋଲିସର ମୃଦୁ ଲାଠିଚାଳନା ରାଜମହଲ ଛକରେ ପୋଲିସ ଛାଉଣୀ ରାଜମହଲ ଛକ ସିଲ୍‌ ଟ୍ରାଫିକ ଫାଇନକୁ ନେଇ ପୋଲିସ ଜନତା ମୁହାଁମୁହିଁ। ଭୁବନେଶ୍ଵରସ୍ଥିତ ରାଜମହଲ ଛକଠାରେ ୩ଟି ସରକାରୀ ଗାଡ଼ିକୁ...

ଅରୁଣ ଜେଟଲୀଙ୍କ ସ୍ମୃତିରେ ସର୍ବଦଳୀୟ ସଭା – ଯୋଗ ଦେଲେ ସବୁ ଦଳର ନେତା

ଓଡ଼ିଶାଲାଇଭ ବ୍ୟୁରୋ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଭୁବନେଶ୍ଵରସ୍ଥିତ ହୋଟେଲ ସ୍ଵସ୍ତି ପ୍ରିମିୟମ୍‌ଠାରେ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ୍‌ ଓ...

ରାଜଧାନୀରେ ଟ୍ରାଫିକ ପୋଲିସର ସର୍ଜିକାଲ ଷ୍ଟ୍ରାଇକ – ଆପଣ ସଜାଗ ତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେପ୍ଟେମ୍ବର ୧ରୁ ସାରାଦେଶରେ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ। ଏହି ନିୟମ ଉଲ୍ଲଙ୍ଘନ କଲେ ଖିଲାପକାରୀ ଗଣିବେ ଅଧିକ ତଣ୍ଡ। ନୂଆ ମୋଟର ଭେହିକିଲ ଆକ୍ଟ ସାରାଦେଶରେ ଲାଗୁ ହେବା...

ଟ୍ରାଫିକ ନିୟମ ଭାଙ୍ଗିଲା ବିଏମସି ଗାଡ଼ି, ଗଣିଲା ୧୫ ହଜାର ଫାଇନ

ଓଡ଼ିଶାଲାଇଭ ବ୍ୟୁରୋ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏବେ ଆକ୍ସନ ମୋଡ଼ରେ ଆରଟିଓ ଓ ଟ୍ରାଫିକ ପୋଲିସ। ତେବେ ଏହି ନିୟମରୁ ବାଦ ପଡ଼ିନାହିଁ ସରକାରୀ ଗାଡ଼ି। ଦୁଇଟି ନିୟମ ଉଲ୍ଲଘଂନ...