ଖୋର୍ଦ୍ଧା ପୋଲିସର ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଆହତ
ଓଡ଼ିଶାଲାଇଭ ବ୍ୟୁରୋ
ରାଜଧାନୀ ପରେ ଖୋର୍ଦ୍ଧା ପୋଲିସ ମଧ୍ୟ ଆକ୍ସନ ମୋଡରେ। ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ନିକଟରେ ବୁଧବାର ରାତିରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତା...
ରାଜଧାନୀରେ ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଆହତ
ଓଡ଼ିଶାଲାଇଭ ବ୍ୟୁରୋ
ଗୋଟିଏ ପରେ ଗୋଟିଏ ଅପରାଧୀକୁ ସାବାଡ଼ କରିବାକୁ ଲାଗିଛି ରାଜଧାନୀ ପୋଲିସ। କିଛିଦିନର ବିରତୀ ପରେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ। ଡକାୟତି ଉଦ୍ଦେଶ୍ୟରେ...
ନୂଆ ଟ୍ରାଫିକ ନିୟମ ପରେ ଆକ୍ସନ ମୋଡ୍ରେ ଆର୍ଟିଓ – ଅଟୋ ଡ୍ରାଇଭରଙ୍କୁ ୫୨ ହଜାର ଟଙ୍କା ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଜୋରଦାର ଚେକିଂ
ଫସିଲେ ଅଟୋ ଡ୍ରାଇଭର
୫୨ ହଜାର ୫୦୦ ଟଙ୍କାର ଜରିମାନା
ଚିନ୍ତାରେ ଅଟୋ ଚାଳକ
‘‘ଘରବାଡ଼ି ବିକିଲେ ଏତେ ଟଙ୍କା ଦେଇ ପାରିବନି’’
ନୂଆ ଟ୍ରାଫିକ ନିୟମ...
ଭୁବନେଶ୍ୱରରେ ଲାଲଚାନ୍ଦର ନୂଆ ମେଗା ସୋ ରୁମ୍ – ଗ୍ରାହକଙ୍କୁ ଦେଉଛି ଆକର୍ଷଣୀୟ ଅଫର୍
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=u1-MbIFpIiU&feature=youtu.be
ଭୁବନେଶ୍ୱରରେ ନିଜର ଦ୍ୱିତୀୟ ସୋ’ ରୁମ ଖୋଲିଛି ଲାଲଚାନ୍ଦ ଜୁଏଲର୍ସ। ନନ୍ଦନକାନନ ରୋଡର ରଘୁନାଥପୁରଠାରେ ସୋମବାର ଏହି ନୂଆ ସୋ’ ରୁମ୍ ଖୋଲା ହୋଇଛି। ସୋମବାର ଗଣେଶ ପୂଜା ଅବସରରେ ବଲିଉଡ୍...
ଚର୍ଚ୍ଚାରେ ସ୍ୱାଧିନ ମଲ୍ଲିକ, ତିଆରି କଲେ ବିଶ୍ୱର ସବୁଠାରୁ ଛୋଟ ଗଣେଶ ମୂର୍ତ୍ତି
ଓଡ଼ିଶାଲାଇଭ ବ୍ୟୁରୋ
ବିଘ୍ନ ବିନାଶକ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏଁ ଚଳଚଞ୍ଚଳ ହୋଇଉଠିଛି। ତେବେ ଏହା ମଧ୍ୟରେ ୧ ଇଞ୍ଚ୍ରୁ କମ୍ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ ସବୁଠାରୁ ଛୋଟ ମୂର୍ତ୍ତି ତିଆରି...
ଏଣକି ଦୁଇ ଚକିଆ ଯାନରେ ଦୁଇ ଜଣ ପିନ୍ଧିବେ ହେଲମେଟ୍ – କାର୍ରେ ବି ଦୁଇ ଜଣ ବାନ୍ଧିବେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରାଫିକ୍ ନିୟମ ଭାଙ୍ଗିଲେ ଏବେ ଆପଣଙ୍କୁ ଦେବାକୁ ହେବ ମୋଟା ଅଙ୍କର ଫାଇନ୍। ଜାଣନ୍ତୁ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ନୂଆ ଟ୍ରାଫିକ୍ ନିୟମରେ କ’ଣ ରହିଛି?
ନୂଆ ଟ୍ରାଫିକ ନିୟମ ଅନୁସାରେ ଏଣିକି ଦୁଇ ଚକିଆ ଯାନରେ ଯାତ୍ରା କରୁଥିଲେ ଗାଡ଼ି ଚାଳକ ଏବଂ ତାଙ୍କ ସହ ଥିବା ଯାତ୍ରୀ ଉଭୟ ହେଲମେଟ ପିନ୍ଧିବେ। ନହେଲେ...
ବସ୍ ଉପରେ ଟ୍ରାଫିକ୍ କଟକଣା – କେବଳ ନିର୍ଦ୍ଧାରିତ ବସ୍ଷ୍ଟପ୍ରୁ ହିଁ ଉଠାଇ ପାରିବେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ବସ୍ଗୁଡିକ ଉପରେ ଲାଗିଲା ଟ୍ରାଫିକ୍ କଟକଣା। ଏଣିକି ଯେକୌଣସି ସ୍ଥାନରେ ବସ୍ ରଖି ଯାତ୍ରୀଙ୍କୁ ବସ୍ରେ ଉଠାଇପାରବେନି। ଏନେଇ ନୂଆ ନିୟମ ଜାରି କରିଛି କମିଶନରେଟ ପୋଲିସ।
ଭୂବନେଶ୍ୱରରେ ଟ୍ରାଫିକ୍ ସମସ୍ୟା...
ନୂଆ ଟ୍ରାଫିକ ନିୟମ ପରେ ହେଲମେଟ ଦୋକାନରେ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଗାଡ଼ି ଚାଳକମାନେ ସତର୍କ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ନୂତନ ଯାନ ବାହାନ ନିୟମରେ ଜରିମାନା ପରିମାଣ ଦଶଗୁଣା ବଢିଯିବା...
ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର: ନରେନ୍ଦ୍ରସିଂ ତୋମାର
ଓଡ଼ିଶାଲାଇଭ ବ୍ୟୁରୋ
ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାରେ ଓଡ଼ିଶାରୁ ୫୨ ହଜାର ଚାଷୀ ପଞ୍ଜିକୃତ
ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୩୦ ଲକ୍ଷ ଚାଷୀଙ୍କୁ ମିଳୁଛି ବାର୍ଷିକ ୬ ହଜାର...
ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ଓଡ଼ିଶାର ଶରଣ୍ୟା ଓ ଚିନ୍ମୟ
ଓଡ଼ିଶାଲାଇଭ ବ୍ୟୁରୋ
ସେପ୍ଟେମ୍ଵର ୭ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨। ଏହି ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୬୦ଜଣ ଛାତ୍ରଛାତୀଙ୍କ ସହିତ ଦେଖିବେ। ତେବେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଶାରୁ...





















