ରାୟଗଡ଼ାର କୋଟିପତି ଡିଏଫଓ ବିଜୟ ପରିଡ଼ାଙ୍କୁ ଭୁବନେଶ୍ଵରରେ ଜେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କୁ ଭୁବନେଶ୍ଵର ଆଣି ଶୁକ୍ରବାର ଦିନ ଜେରା କରୁଛି ଭିଜିଲାନ୍ସ ଟିମ୍। ଗୁରୁବାର ଦିନ ଡିଏଫଓଙ୍କ ସରକାରୀ...

ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ ବିଜୟ ପରିଡ଼ା, ଚଢ଼ଉ ବେଳେ ଅମାପ ସମ୍ପତ୍ତି ଠାବ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିକାରୀ (ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ...

ଉଠାଦୋକାନୀଙ୍କ ଆର୍ଥିକ ସୁରକ୍ଷା ପାଇଁ ପିଏମ୍ ସ୍ୱନିଧି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=zG9abpdWL6E] ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ୍ (ଭୁବନେଶ୍ୱର) ପକ୍ଷରୁ ଏକ ମାସିକ ‘ଆର୍ଥିକ ଅନ୍ତର୍ଭୁକ୍ତି ସେମିନାର ସିରିଜ୍’ ଆରମ୍ଭ ହୋଇଛି। ଏହାର ପରିଚାଳନା କରୁଛନ୍ତି ଏକ୍ସଆଇଏମର...

ଭୁବନେଶ୍ଵରରେ ଡେଙ୍ଗୁ ଭୟ, ଦିନକୁ ୮୦ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣାୟତ୍ତ ହେଲାଣି ଡେଙ୍ଗୁ ପରିସ୍ଥିତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଛୁଇଁବାକୁ ଯାଉଥିବାବେଳେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ୭୦ରୁ ୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ...

ମାନବ ଚାଲାଣ ମାମଲାରେ ଆଗରେ ଓଡ଼ିଶା: ଏନସିଆରବି ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମାନବ ଚାଲାଣ କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଏହା ଏନସିଆରବି ରିପୋର୍ଟରୁ ଜଣାପଡ଼ିଛି। ନାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଅନୁସାରେ ୨୦୨୧ ମସିହାରେ ମାନବ ଚାଲାଣ କ୍ଷେତ୍ରରେ ଆଗରେ...

ସ୍କୁଲରେ ଆରମ୍ଭ ହେବ ଡେଙ୍ଗୁ ସଚେତନତା

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ଡେଙ୍ଗୁକୁ ନେଇ ଚିନ୍ତା ବଢ଼ିଛି। ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ ରାଜଧାନୀରେ ଲୋକଙ୍କୁ ସଚେତନ କରାଯାଉଛି। ସ୍କୁଲଗୁଡ଼ିକରେ ଡେଙ୍ଗୁ ସଚେତନତା...

ଆଜିଠୁ ୩ ଦିନ ଅହୋରାତ୍ର ଧାରଣାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦାବିରେ ଭୁବନେଶ୍ଵର ଲୋୟର ପିଏମଜିରେ ବୁଧବାରଠାରୁ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)। ଚାକିରିର ସର୍ତ୍ତାବଳୀ ଏବଂ ପେନସନ ବ୍ୟବସ୍ଥା ଦାବିରେ ୫୦ ହଜାରରୁ ଅଧିକ...

ବାହାନଗା ଟ୍ରେନ ଟ୍ରାଜେଡି: ଏବେ ବି ଚିହ୍ନଟ ହୋଇପାରୁନି ୨୯ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଏବେ ପର୍ଯ୍ୟନ୍ତ ୨୯ ଜଣଙ୍କର ପରିଚୟ ମିଳିପାରୁ ନାହିଁ। ଭୁବନେଶ୍ଵର ସ୍ଥିତ ଏମ୍ସରେ ସଂରକ୍ଷିତ ହୋଇ ରହିଛି ଏହି ମୃତଦେହ। ଏ...

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ – “ମଜଭୁତ ହେଉଛି ଓଡ଼ିଶାର ଅର୍ଥନୀତି”

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା, ଆସନ୍ତାକାଲି ସରିବ ଆବେଦନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମରେ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଆବେଦନ ଜାରି ରହିଛି।...