ସିସୋର ଚିଟଫଣ୍ଡ ଠକେଇ ମାମଲା: ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କଲା ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସିସୋର ଚିଟଫଣ୍ଡ ଠକେଇ ମାମଲାରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ପତ୍ନୀ ଲକ୍ଷ୍ମୀ...

ସିସୋର ଠକେଇ ମାମଲା: ୯ ବର୍ଷ ପରେ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଦୀର୍ଘ ୯ ବର୍ଷ ପରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳାଙ୍କ ନାଁରେ...

ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ଓଡ଼ିଶା ବିଧାନସଭା

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୨୨ ତାରିଖ, ଶୁକ୍ରବାର ଦିନଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ...

ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖାର ଚଢ଼ାଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋନ ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଦୈନିକ ଖବରକାଗଜ ସମ୍ବାଦର ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ଚଢ଼ାଉ କରାଯାଇଛି। ଇଓଡବ୍ଲୁର ୩ଟି...

ପଳାସପଲ୍ଲୀ ମୁକବଧିର ବିଦ୍ୟାଳୟରେ ଜନ୍ମଦିନ ପାଳିଲେ ଆକାଶ ଦାସନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରୁଥିବା ଆକାଶ ଦାସନାୟକ ରବିବାର ଦିନ ପଳାସପଲ୍ଲୀସ୍ଥିତ ମୁକବଧିର ବିଦ୍ୟାଳୟରେ ଜନ୍ମଦିନ ପାଳନ କରିଛନ୍ତି। (ଭୁବନେଶ୍ୱର): ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା, ‘ମୋ...

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ, ବିଶ୍ୱସ୍ତରୀୟ ତାଲିମ ନେଇ ବାହାରିଲେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୨୨-୨୩ ବ୍ୟାଚର ୬ଟି ଟ୍ରେଡରେ ତାଲିମ ପାଠ୍ୟକ୍ରମ ଶେଷ...

ପରିବା ମଞ୍ଜିରେ ଗଢ଼ା ହେବ ଗଜାନନଙ୍କ ପ୍ରତିମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ଗଣେଶ ପୂଜା, ୩ ଲକ୍ଷ ପରିବା ମଞ୍ଜିରେ ଗଢ଼ାହେବ ବିଘ୍ନ ବିନାଶକଙ୍କ ପ୍ରତିମୂର୍ତ୍ତି ପାର୍ବଣ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଜମି ଆସିଲାଣି ଉତ୍ସବର ଆସର। ଆଉ ଦିନ କେଇଟା...

ବଦଳିବ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟର ରୂପରେଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟର ନବକଳେବର, ଖର୍ଚ୍ଚ ହେବ ୯କୋଟି ୫୦ ଲକ୍ଷ ଟଙ୍କା ସ୍ମାର୍ଟସିଟିରେ ସ୍ମାର୍ଟ ହେବ ଡିସିପି କାର୍ଯ୍ୟାଳୟ। ଗୋଟିଏ ଛାତତଳେ ରହିବ କ୍ୟାମ୍ପସରେ ଥିବା ସମସ୍ତ କାର୍ଯ୍ୟାଳୟ। ଏଥିପାଇଁ ନିର୍ମାଣ...

ଆରମ୍ଭ ହେଲା ଖୁଦୁରୁକୁଣୀ ଓଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଇମାନଙ୍କର ଦୀର୍ଘାୟୁ କାମନା କରି ମା'ମଙ୍ଗଳାଙ୍କ ପୂଜା କରିଛନ୍ତି ଭଉଣୀମାନେ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ ହୋଇଥାଏ। ସେଥିମଧ୍ୟରୁ ଅନ୍ୟତମ ଖୁଦୁରୁକୁଣୀ ଓଷା। ଭାଦ୍ରବ ମାସ ରବିବାରରେ ମା'ମଙ୍ଗଳାଙ୍କ ଉଦେଶ୍ୟରେ...

ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ପଦକ୍ଷେପ, ସିସିଟିଭି ନଜରରେ ରହିବ ରାଜଧାନୀ ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ସିସିଟିଭି ନଜରରେ ରହିବ ରାଜଧାନୀ ଭୁବନେଶ୍ଵର। କଏଦ ହେବ ଅପରାଧୀଙ୍କ ଗତିବିଧି। ଭୁବନେଶ୍ଵରରେ ଦିନକୁ ଦିନ ବଢ଼ିୁଥିବା ଅପରାଧ ଏବଂ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଲାଗି ଏହି ନୂଆ ରଣନୀତି...