ବିଶ୍ଵ ଷ୍ଟ୍ରୋକ ଦିବସ ଅବସରରେ ବହୁମୁଖୀ ସଚେତନତା କାର୍ଯ୍ୟକ୍ରମ – ‘ଷ୍ଟ୍ରୋକ ମୁକ୍ତ ଜୀବନ’

ଅଭିଷେକ ରାୟ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ। ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’...

ନିଶା ଦେଇ ଯାତ୍ରୀଙ୍କୁ ଲୁଟିବା ଅଭିଯୋଗରେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଶା ଦେଇ ଯାତ୍ରୀମାନଙ୍କୁ ଲୁଟିବା ଅଭିଯୋଗରେ ମାଷ୍ଟରମାଇଣ୍ଡ ସରିଫା ଖାତୁନଙ୍କ ସମେତ ୪ ଜଣଙ୍କୁ ଶନିବାର ଦିନ ଗିରଫ କରିଛି କମିଶନରେଟ ପୋଲିସ। ସରିଫା ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା, ନୟାଗଡ଼ର...

ବାହାନଗା ଟ୍ରେନ ଟ୍ରାଜେଡି: ୨୮ ଅଚିହ୍ନା ମୃତଦେହର ସତ୍କାର କାର୍ଯ୍ୟ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ସିରିଜ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୨୮ଟି ଅଚିହ୍ନା ମୃତଦେହର ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଏମ୍ସ ହସ୍ପିଟାଲ ପକ୍ଷରୁ ମୃତଦେହ ବିଏମସିକୁ ହସ୍ତାନ୍ତର...

ଆସୁଛନ୍ତି ମା’: ଗଙ୍ଗନଗରରେ ରାଜସ୍ଥାନ ପ୍ରାସାଦରେ ପୂଜା ପାଇବେ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ମଣ୍ଡପଗୁଡ଼ିକରେ ଲାଗିଗଲାଣି ଅଘୋଷିତ ପ୍ରତିଯୋଗିତା। କେଉଁଠି ମୂର୍ତ୍ତି ନିର୍ମାଣ ତ ଆଉ କେଉଁଠି ତୋରଣ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି।   ଚଳିତବର୍ଷ ରାଜଧାନୀର...

ବାହାନଗା ଟ୍ରେନ ଟ୍ରାଜେଡି: ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ସତ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଏମ୍ସରେ ଥିବା ବାହାନଗା ଟ୍ରେନ ଦୁର୍ଘଟଣାର ୨୮ଟି ଅଚିହ୍ନା ମୃତଦେହକୁ ବିଏମସି ପକ୍ଷରୁ ସଂସ୍କାର କରାଯିବ। ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ୨୮ ମୃତଦେହ ଆଗାମୀ ଦିନେ...

ଓଡ଼ିଶାରେ ପହଞ୍ଚିଲା ସହିଦ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର: ଭୁବନେଶ୍ଵରରେ ଦିଆଗଲା ଗାର୍ଡ ଅଫ୍ ଅନର

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ଦିନ ଅପରାହ୍ଣ ୧.୪୫ ମିନିଟରେ ଭୁବନେଶ୍ଵର ବିମାନବନ୍ଦରଠାରେ ପହଞ୍ଚିଥିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର। ବିମାନବନ୍ଦର ପରିସରରେ ସହିଦଙ୍କୁ ଗାର୍ଡ...

ବିଏମସିର ପ୍ରତିଶ୍ରୁତି ପରେ ଖୋଲିଲା ୧ ନମ୍ୱର ହାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ବୁଧବାରଠୁ ଖୋଲିଲା ୧ ନମ୍ୱର ହାଟ। ବିଏମସି କମିଶନର ଓ ଟ୍ରାଫିକ ପୋଲିସର ପ୍ରତିଶ୍ରୁତି...

ଉଦ୍ଧାର ହେଲା ବାଙ୍କୀ ଜାତମୁଣ୍ଡିଆ ପୋଲ ଉପରେ ଝୁଲି ରହିଥିବା ବସ, ୬୦ ଯାତ୍ରୀ ସୁରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଙ୍ଗୀ ଜାତମୁଣ୍ଡିଆ ପୋଲ ଉପରେ ଝୁଲି ରହିଥିବା ବସକୁ ଉଦ୍ଧାର କରାଯାଇଛି। ଏକ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଛି ପ୍ରାୟ ୬୦ ଯାତ୍ରୀଙ୍କ ଜୀବନ। ମଙ୍ଗଳବାର ସକାଳେ ଅନୁଗୁଳରୁ ପ୍ରାୟ ୬୦ ଜଣ...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ମାମଲା, ଡିଏନଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ବଦଳ ମାମଲାରେ ଶିଶୁ ଓ ମା’ଙ୍କର ଡିଏନଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ବଦଳ ମାମଲାରେ ଶିଶୁ ଓ ମା’ଙ୍କର...

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣା: ଖବର ଦେଇଥିବା ଆଟେଣ୍ଡାଣ୍ଟ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆଟେଣ୍ଡାଣ୍ଟଙ୍କୁ ବୁଧବାର ଦିନ ନିଲମ୍ବିତ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଦାୟିତ୍ଵରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବିତ...