ଆସନ୍ତାକାଲିଠାରୁ ବିଧାନସଭା ଶୀତ ଅଧିବେଶନ, କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିବା ନେଇ ସ୍ଥିର ହୋଇଛି। ତ୍ରିସ୍ତରୀୟ ସୁରକ୍ଷା...

ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା, ଖୋଲିବେ ଅର୍ଚ୍ଚନାଙ୍କ ଗୁମର!

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଟଙ୍କା ମାଗିବା ଘଟଣାର ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା ବୁଧବାର ଦିନ ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ଦ୍ୱିତୀୟ ଦିନ ହାଜର ହେଲେ ଅକ୍ଷୟ ପରିଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଚ୍ଚର୍ନା ନାଗ ବ୍ଲାକମେଲିଂ ମାମଲାରେ ବୁଧବାର ଦିନ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା। ଆଜି ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଅକ୍ଷୟ ପରିଜାଙ୍କୁ...

ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଉଡାଣ, ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର

ଓଡ଼ିଶା ଲାଇଭ୍ ବ୍ୟୁରୋ ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ ସିଙ୍ଗାପୁର, ବ୍ୟାଙ୍କକ୍‌, ଦୁବାଇକୁ ବିମାନ ସେବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।...

ପାର୍କିଂ ସ୍ଥଳକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ନେବ ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ପାର୍କିଂ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଏମସି ବଡ଼ ନିଷ୍ପତ୍ତି ନେଇଛି। ପାର୍କିଂ ସ୍ଥଳକୁ କେହି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ। କୋଠା ହେଉ କି ଆପାର୍ଟମେଣ୍ଟ,...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ଅକ୍ଷୟ ପରିଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଇଡି କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ହାଜର ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା। ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି ଟଙ୍କା ମାଗିବା ଘଟଣାରେ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।...

ଓଡ଼ିଶା ପାଇଁ ନୂଆ ସମ୍ଭାବନା ନେଇ ଆସୁଛି ଷ୍ଟାର୍ଟଅପ୍ – ଦେବାଶିଷ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=d3SuysOasb0] ଟାଇ ଭୁବନେଶ୍ଵର ଚାପ୍ଟର ପକ୍ଷରୁ ଆୟୋଜିତ ‘ହଲ୍ ଅଫ୍ ଫେମ୍ ୨.o’ ଅବସରରେ ଓଡ଼ିଶାରେ ଷ୍ଟାର୍ଟଅପର ନୂଆ ସମ୍ଭାବନା, ସଫଳତା ଏବଂ ନିବେଶ ଆଦି ବିଷୟରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେନି ଅକ୍ଷୟ ପରିଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଇଡି କାର୍ଯ୍ୟାଳୟରେ ହାଜର ହେଲେନି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା। ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି ଟଙ୍କା ମାଗିବା ଘଟଣାରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ...

ପଦ୍ମପୁର ଉପନିର୍ବାଚନ: ବିଜେଡି ଜାରିକଲା ୪୦ ଜଣିଆ ଷ୍ଟାର ପ୍ରଚରକଙ୍କ ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ଏବେ ଜୋରଦାର ପ୍ରଚାର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଜୁ ଜନତା ଦଳ ୪୦ ଜଣିଆ ଷ୍ଟାର ପ୍ରଚରକମାନଙ୍କ...

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ...