ବିଶ୍ଵର ଏକ ନମ୍ବର ସହର ହେବ ଭୁବନେଶ୍ଵର – ସୁଲୋଚନା ଦାସ
ସଂଗୀତା ମାନସିଂହ
[youtube https://www.youtube.com/watch?v=tRMO0uwQJBI]
ସାମ୍ବାଦିକରୁ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରକୁ ବିଶ୍ଵର ଏକ ନମ୍ବର ସହରରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ବୋଲି ଓଡ଼ିଶାଲାଇଭ୍କୁ ସ୍ଵତନ୍ତ୍ର...
ଭୁବନେଶ୍ୱର ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ନୂତନ ଭିତ୍ତିଭୂମି ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ କରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ୍ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି। ଶନିବାର ଭୁବନେଶ୍ୱର-ଉତ୍ତର...
ଦୁଇ ବର୍ଷ ପରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟାଣିଲେ ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶୋକାଷ୍ଟମୀ ଅବସରରେ ପରମ୍ପରା ଓ ନୀତିକାନ୍ତିର ସହ ଗଡ଼ିଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଭିଡ ଯୋଗୁଁ...
ଭୁବନେଶ୍ଵର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ମଞ୍ଜୁଲତା କହଁର। ବିଏମ୍ସିର ଡେପୁଟି ମେୟର ପାଇଁ ଅନେକ ଆଶାୟୀ ରହିଥିଲେ। କିନ୍ତୁ ଦଳ...
ଶପଥ ନେଲେ ଭୁବନେଶ୍ଵର ମେୟର ସୁଲୋଚନା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଶନିବାର ଶପଥ ଗ୍ରହଣ କରିଛନ୍ତି। ବିଏମ୍ସି କନଫରେନ୍ସ ହଲଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର...
ଭୁବନେଶ୍ଵର ପଳାଶୁଣୀ ଭୟାନକ ସିରିଜ୍ ଦୁର୍ଘଟଣା – ଏକ ଦୁର୍ଘଟଣା ନା ସ୍ପଷ୍ଟ ଦିବାଲୋକରେ ହତ୍ୟା?
ନୀଳାମ୍ବର ରଥ
ବେପରୁଆ ଭାରିଯାନ ଚାଳନା ଆମ ରାଜ୍ୟରେ ସଡ଼କକୁ କିପରି ମୃତ୍ୟୁ ପଥରେ ପରିଣତ କରିଛି ଭୁବନେଶ୍ଵର ପଳାଶୁଣୀ, କଟକର ୪୨ ମୌଜା ଏବଂ ରାଜଗାଙ୍ଗପୁରର ତିନୋଟି ଦୁର୍ଘଟଣା ତା’ର ତାଜା ଉଦାହରଣ।...
ସୁଲୋଚନା ଦାସ ଭୁବନେଶ୍ଵରର ପ୍ରଥମ ମହିଳା ମେୟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନ ଧରି ନିର୍ବାଚନକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। କିଏ ହେବ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର, ତାକୁ ନେଇ ସମସ୍ତଙ୍କ...
ନବୀନ ନିବାସରେ କମେଡି କିଙ୍ଗ କପିଲ ଶର୍ମା
ଓଡ଼ିଶାଲାଇଭ୍ ବ୍ୟୁରୋ
କମେଡି କିଙ୍ଗ କପିଲ ଶର୍ମା ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଅଲୋଚନା କରିଥିଲେ କପିଲ ଶର୍ମା। ବିଶେଷ କରି...
ବିଜେପିର ୩ ମହାନଗର ନିଗମ ମେୟର ପ୍ରାର୍ଥୀ ସୁନୀତି, ଶ୍ରୀତମ ଓ ସବିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନତା ପାର୍ଟି(ବିଜେପି) ତିନି ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପାଇଁ ନିଜର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଡକ୍ଟର...
ୟୁକ୍ରେନରୁ ସହାୟତା ପାଇଁ ନିବେଦନ କଲେ ଓଡ଼ିଶା ଝିଅ ତଲତ ଜାହାନ
ଓଡ଼ିଶାଲାଇଭ ବ୍ୟୁରୋ
https://www.youtube.com/watch?v=LtPVI5dED4o
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ଓଡ଼ିଶା ଝିଅ ତଲତ ଜାହାନ। ଭୋକ ଉପାସରେ ଜୀବନ ବିତୁଥିବାବେଳେ ଖୁବ୍ ଶୀଘ୍ର ତାଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସେ।...




















