ସାମାଜିକ ନିୟମ ଉଲ୍ଲଘଂନ ଅଭିଯୋଗ – ବାପୁଜୀନଗର ମାର୍କେଟକୁ ସିଲ୍‌ କଲା ବିଏମ୍‌ସି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ସିଲ୍‌ ହେଲା ଭୁବନେଶ୍ଵରସ୍ଥିତ ବାପୁଜୀନଗର ମାର୍କେଟ। ସାମାଜିକ ଦୂରତା ନିୟମ ଉଲ୍ଲଘଂନ ଅଭିଯୋଗରେ ବାପୁଜୀନଗର ମାର୍କେଟକୁ ସିଲ୍ କଲା ବିଏମ୍‌ସି। ଏନେଇ ବିଏମ୍‌ସି ଜୋନାଲ ଡେପୁଟୀ କମିସନର ଅଂଶୁମାନ ରଥ...

କରୋନା ମୁକାବିଲା – ଭୁବନେଶ୍ୱର, ତାଳଚେର ଓ ଅନୁଗୁଳରେ ସୋଆର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ। ଭୁବନେଶ୍ୱର ସମ୍‌ କୋଭିଡ୍‌ ହସ୍ପିଟାଲ ସମେତ ତାଳଚେର ଓ କେନ୍ଦ୍ରାପଡ଼ାଠାରେ ମଧ୍ୟ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ...

ଭୁବନେଶ୍ଵର ଏମ୍ସର ୪ ଡାକ୍ତରଙ୍କୁ ପଠାଗଲା କ୍ଵାରେଣ୍ଟିନ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ଵର ଏମ୍ସର ୪ ଡାକ୍ତରଙ୍କୁ ବାଧ୍ୟତାମୂଳକ ଭାବେ କ୍ଵାରେଣ୍ଟିନ ପଠାଯାଇଛି। ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ଵାରେଣ୍ଟିନ୍‌ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ ଏହି...

ଭୁବନେଶ୍ଵରରେ ପ୍ରବାସୀଙ୍କୁ ସ୍ଵାଗତ ଓ ସ୍କ୍ରିନିଂ କରିବ ବିଏମ୍‌ସି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ଵରର ପ୍ରବାସୀ ଫେରନ୍ତାଙ୍କ ପାଇଁ ବିଏମ୍‌ସିର ପଦକ୍ଷେପ। ପ୍ରବାସୀଙ୍କୁ ଭୁବନେଶ୍ଵରର ୩ଟି ସ୍ଥାନରେ ସ୍ଵାଗତ ସହ ସ୍କ୍ରିନିଂ କରିବ ବିଏମ୍‌ସି। ଭୁବନେଶ୍ଵରର ୩ଟି ପ୍ରବେଶ ପଥ ଖୋର୍ଦ୍ଧା, କଟକ ଓ...

ଭୁବନେଶ୍ଵରରେ ବିରଳ ଇଜିପ୍ଟଆନ୍‌ ଶାଗୁଣା ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ନିକଟରୁ ଉଦ୍ଧାର ହେଲା ଇଜିପ୍ଟିଆନ୍‌ ଶାଗୁଣା। ୩୦ ଏପ୍ରିଲରେ ସ୍ଥାନୀୟ ଲୋକଙ୍କ ସହୟତାରେ ଏହାକୁ ଉଦ୍ଧାର କରାଯାଇଥିଲା। ପରେ ଶାଗୁଣାର ସ୍ଵାସ୍ଥ୍ୟ ପରୀକ୍ଷା ପରେ ଆଜି...

ଲକ୍‌ଡାଉନ୍‌ ବେଳେ ଭୁବନେଶ୍ଵରରେ ମାତିଛନ୍ତି ଲୁଟେରା – ଘର ସାମ୍ନାରୁ ଲୁଟିନେଲେ ବାଇକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ସମସ୍ତେ ଘରେ ଥିଲା ବେଳେ ଏବେ ମାତିଛନ୍ତି ଲୁଟେରା। ପୋଲିସର କଡ଼ା ପହରା ସତ୍ତ୍ଵେ ଘର ସାମ୍ନାରୁ ବାଇକ ନେଇ ଚମ୍ପଟ ମାରିଛି ଲୁଟେରା। ଏଭଳି ଘଟଣା ଘଟିଛି...

ଭୁବନେଶ୍ୱରରେ ସନ୍ଧ୍ୟା ୭ଟା ପରେ କାହାକୁ ଛାଡ଼ିବ ପୋଲିସ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ। ତେବେ ଏହି ସମୟ ଭିତରେ...

ରାଜ୍ୟରେ କରୋନା ନେଲା ଦ୍ୱିତୀୟ ଜୀବନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଦ୍ୱିତୀୟ ଜୀବନ ନେଲା କରୋନା ଭାଇରସ୍। ମଙ୍ଗଳବାର ଭୁବନେଶ୍ୱର କିମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ କରୋନା ରୋଗୀ ନିଜର ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ...

ଲକ୍‌ଡାଉନ୍‌ – ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରୁ ବାହାରିବା ମନା। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏହି ନିୟମ ପାଳନ କରିବାକୁ...

କାହିଁକି ରେଡ୍‌ ଜୋନ୍‌ରେ ରହିଲା ଭୁବନେଶ୍ୱର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ରେଡ୍‌ ଜୋନ୍‌ରେ ରଖିଲେ ରାଜ୍ୟ ସରକାର। ମେ ପହିଲାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଏଥିରେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ...