ବିଦ୍ୟୁତରେ ଜୀବନ ଗଲେ ମିଳିବ ୪ ଲକ୍ଷ ଟଙ୍କାର କ୍ଷତିପୂରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦ୍ୟୁତ ଆଘାତରେ ୬୦ ପ୍ରତିଶତ କ୍ଷତି ହେଲେ ୨ ଲକ୍ଷ ଟଙ୍କା ମିଳିବ ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯ ହଜାର ୫ଶହ ଟଙ୍କା ୭ରୁ ଅଧିକ ଦିନ ମେଡିକାଲରେ...

ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ – ‘‘ଅଗଷ୍ଟ ୧୫ରୁ ଲୋକଙ୍କୁ ଅନଲାଇନ୍ ଜରିଆରେ ମିଳିବ ସବୁ ସୁବିଧା’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଅଗଷ୍ଟ ୧୫ ତାରିଖରୁ ଲୋକମାନଙ୍କୁ ଆଉ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ହାତ ପାହାନ୍ତାରେ ସବୁ ସରକାରୀ ସୁବିଧା ମିଳିବ। ଅନ୍‌ଲାଇନ୍‌ ଜରିଆରେ ସବୁ ସରକାରୀ ସୁବିଧା ଉପଲବ୍ଧ...

ଭୁବନେଶ୍ୱର ଖାରବେଳନଗରରେ ଖୋଲିଲା ଆହାର କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଖାରବେଳନଗରରେ ଖୋଲିଲା ଆହାର କେନ୍ଦ୍ର। ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ କିପରି ସୁବିଧାରେ ଖାଦ୍ୟ ପାଇପାରିବେ ସେହି ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି କେନ୍ଦ୍ର...

ଛାତ ଉପରୁ ପଡ଼ି ଛାତ୍ରୀ ମୃତ୍ୟୁ ଘଟଣା – ଆତ୍ମହତ୍ୟା ସନ୍ଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ରାଜଧାନୀ ଭୁବନେଶ୍ଵର ବିଜେବି ନଗରର ଏକ ଆପାର୍ଟମେଣ୍ଟ ଛାତ ଉପରୁ ଖସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରକୁ ଆସିଛି। ଛାତ୍ରୀ ଜଣକ ହେଉଛନ୍ତି କୃତିକା...

ହଙ୍ଗାମା ଯୋଗୁଁ ଚାଲିପାରୁନି ବିଧାନସଭା – ୩ଟା ଯାଏଁ ଗୃହ ମୁଲତବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବରୋଧୀ ହଙ୍ଗାମା କରିବାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଚାଲିପାରିନି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି...

ଫେବ୍ରୁଆରି ୨୫ରୁ ବିଜେପିର ‘ଓବିସି ଜାଗରଣ’ ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଜେପି ଦାବି କରିଛି। ନଚେତ ଫେବ୍ରୁଆରି ୨୫ ତାରିଖରୁ ସାରା ରାଜ୍ୟରେ ‘ଓବିସି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ ଚାଲିବ ବୋଲି...

ଆରମ୍ଭ ହେଲା ବଜେଟ୍ ଅଧିବେଶନ – କ’ଣ କହିଲେ ରାଜ୍ୟପାଳ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବିଧାନସଭାରେ ଅଭିଭାଷଣ ରଖିଥିଲେ। ସେ ତାଙ୍କ ଅଭିଭାଷଣରେ ମୋ’ ସରକାର ଏବଂ ୫-ଟିକୁ ପ୍ରଶଂସା...

ଆରମ୍ଭରୁ ତାତିଲା ବଜେଟ୍ ଅଧିବେଶନ, ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭରୁ ତାତିଛି। ଉଭୟ କଂଗ୍ରେସ ଏବଂ ବିଜେପି ଗୃହରେ ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ। ଫଳରେ ଗୃହ ସରଗରମ ରହିଥିଲା। ଆଜିଠୁ...

ଭୁବନେଶ୍ଵରରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣା – ଆଉ ଜଣେ ଅଭିଯୁକ୍ତ ଗିରଫ, ହତ୍ୟା ଉଦ୍ୟମ ଅଭିଯୋଗ କଲେ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵର ଇନଫୋସିଟି ଅଞ୍ଚଳରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ପ୍ରଦୀପ ଅଗସ୍ତି(ଟୁକ)। ପ୍ରଦୀପ ବିବାହିତ। ଗୁଳିମାଡ଼ ବେଳେ ପ୍ରଦୀପ ମଧ୍ୟ ରୁମ୍‌ରେ...

ଭୁବନେଶ୍ଵରରେ ସମସ୍ତ ସରକାରୀ ସ୍କୁଲରେ ହେବ ଦୁଇଥର ପ୍ରାର୍ଥନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ରାଜଧାନୀ ଭୁବନେଶ୍ଵରରେ ଥିବା ସମସ୍ତ ସରକାରୀ ସ୍କୁଲରେ ଦୁଇଥର ପ୍ରାର୍ଥନା କରାଯିବ। ଭୁବନେଶ୍ଵରରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପିଲାଙ୍କୁ ଶୃଙ୍ଖଳିତ କରିବାକୁ ଏହି ନିଷ୍ପତ୍ତି...