ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନୀତିନିର୍ଘଣ୍ଟ ହୋଇଥିଲେ ମଧ୍ୟ ୧୫ ମିନିଟ୍‌ ପୂର୍ବରୁ ମହାଦୀପ ଉଠିଥିଲା। ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ମହାଦୀପ ନିର୍ଦ୍ଧାରିତ ସମୟ...

ପରଲୋକରେ ବିଶିଷ୍ଟ ସାହିତ୍ୟିକ ଯୁଗଳ କିଶୋର ଦତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରଲୋକରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା ଅନବାଦକ ଯୁଗଳ କିଶୋର ଦତ୍ତ। ଭୁବନେଶ୍ଵରସ୍ଥିତ ଆଚାର୍ଯ୍ୟବିହାର ବାସଭବନରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଶଯ୍ୟାଶାୟୀ...

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତ କିଟ୍‌ ବିଶ୍ଵବିଦ୍ୟାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=PvIlPtHe3NI] କିଟ୍‌ ବିଶ୍ଵବିଦ୍ୟାଳୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। ପ୍ରଥମ ଥର କରି ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ଭୁବନେଶ୍ଵରର କିଟ୍‌ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ...

ଆମ ଲୋକକଳା ଆମ ସଂସ୍କୃତି – ଢୋଲ, ନିସାନ୍, ତାସାରେ କମ୍ପିଲା ରବୀନ୍ଦ୍ର ମଣ୍ଡପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଗୁରୁବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିରରୁ ଆସିଥିବା ପରମ୍ପରା ଅନୁଷ୍ଠାନ...

ଗୋଲ୍ଡେନ ବାବାଙ୍କ ସମ୍ପତ୍ତି ଯାଞ୍ଚ କରିବ ଇଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଲ୍ଡେନ ବାବା(ଜ୍ୟୋତିରଞ୍ଜନ ବେଉରା) ମାମଲାର ତଦନ୍ତ କରିବ ଇଡି। ଏହାସହ ଗୋଲ୍ଡେନ ବାବାଙ୍କ ଅମାପ ଧନସମ୍ପତ୍ତିର ମଧ୍ୟ ଯାଞ୍ଚ କରାଯିବ। ଅମାପ ସମ୍ପତ୍ତି ପଛରେ କ’ଣ ରହିଛି ଅପରାଧିକ ଦିଗ ତାକୁ...

ରାତି ପାହିଲେ ଜାଗର – ପ୍ରମୁଖ ଶୈବ ପୀଠରେ କେମିତି ଚାଲିଛି ପ୍ରସ୍ତୁତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ଜାଗର। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବ ପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତମାନେ ଯେମିତି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ମନ୍ଦିର...

ଛାତରୁ ପଡ଼ି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା – ମୃତ୍ୟୁ ପୂର୍ବରୁ ଛାତ୍ରୀ ପିଇଥିଲେ ବିଷ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ବିଜେବି ନଗରରେ ଛାତ ଉପରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁର ଘଟଣାରେ ନୂଆ ମୋଡ। ଛାତରୁ ଖସିବା ପୂର୍ବରୁ ଛାତ୍ରୀଜଣକ କୀଟନାଶକ ଖାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା...

ହିଟାଚି ହୋମ୍‌ ସୋରୁମ୍‌ ଭୁବନେଶ୍ୱରରେ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବାପୁଜୀନଗରରେ ହିଟାଚି ହୋମ୍‌ ସୋରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ କମ୍ପାନିର ସିଏମଡି ଗୁରୁମିତ୍ ସିଂ ଏହି ସୋରୁମ୍‌କୁ ଉଦଘାଟନ କରିଥିଲେ। ନାସନାଲ୍ ହେଡ୍ (ସେଲ୍ସ) ରାଜେସ୍ୱର ଦୟାଲ, ଆଞ୍ଚଳିକ ମୁଖ୍ୟ...

ରାଜ୍ୟରେ ରହିଛନ୍ତି ୧୦ ହଜାର ଦେହଜୀବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଦେହଜୀବୀଙ୍କ ସଂଖ୍ୟା ନେଇ ବିଧାନସଭାରେ ତଥ୍ୟ ପ୍ରଦାନ କଲେ ମନ୍ତ୍ରୀ ନବ ଦାସ। ରାଜ୍ୟରେ ମୋଟ୍‌ ୧୦ ହଜାର ୨୧୦ ଜଣ ଦେହଜୀବୀ ରହିଛନ୍ତି। ସର୍ବାଧିକ ଦେହଜୀବୀ ବାଲେଶ୍ଵରରେ ଥିବା...

ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ସାଲିଆ ସାହି ବସ୍ତି ଉଚ୍ଛେଦକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଉଚ୍ଛେଦ ବେଳେ ପୋଲିସ ବସ୍ତିବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଥଇଥାନ ନକରାଯାଇ ଉଚ୍ଛେଦ କରାଯାଉଥିବାରୁ...