‘ଶିଶିର ସରସ’ ୨୦୨୦ – ଯେତେ କାରିଗରି, ସେତେ କାହାଣୀ

ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି ଫଟୋ – ନିରଞ୍ଜନ ଦାସ ‘ଶିଶିର ସରସ’ ମେଳାରେ ସାମଗ୍ରୀ ନୂଆ ନୁହେଁ, କିନ୍ତୁ କାରିଗରିରେ ଥିବା ନିଆରା ପଣ ହିଁ‌ ସାଜିଛି ଆକର୍ଷଣ। ଶିଶିରମୟ ଶୀତୁଆ ସଂଜରେ ରାଜଧାନୀ ଭୁବନେଶ୍ୱରରେ ୨୫ଟି...

ବୁଧବାର ଭାରତ ବନ୍ଦ, ଭୁବନେଶ୍ଵରକୁ ଜଗିବ ୧୫ ପ୍ଲାଟୁନ ପୋଲିସ ଫୋର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ଭାରତ ବନ୍ଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିସନରେଟ ପୋଲିସ। ଏନେଇ ଆସନ୍ତାକାଲି ରାଜଧାନୀ ଭୁବନେଶ୍ଵରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏନେଇ ସୂଚନା ଦେଇଛନ୍ତି...

ଭାରତ ବନ୍ଦ ପାଇଁ ଘୁଞ୍ଚିଲା ଉତ୍କଳ ବିଶ୍ଵବିଦ୍ୟାଳୟରେ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘୁଞ୍ଚିଲା ଉତ୍କଳ ବିଶ୍ଵବିଦ୍ୟାଳୟ ବିଭିନ୍ନ ପରୀକ୍ଷା। ବୁଧବାର ଭାରତ ବନ୍ଦ ପାଇଁ ବିଶ୍ଵବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପରୀକ୍ଷା ଘୁଞ୍ଚାଯାଇଛି। ବନ୍ଦ...

ବାହାରିଲା ୨୦୧୮ ଓଏଏସ୍‌ ରେଜଲ୍ଟ – ଦେବାଶିଷ ପଣ୍ଡା ଟପ୍ପର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକାଶ ପାଇଛି ୨୦୧୮ ଓଏଏସ୍‌ ରେଜଲ୍ଟ। ମୋଟ୍‌ ୨୧୮ ଜଣ ପ୍ରାର୍ଥୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦେବାଶିଷ ପଣ୍ଡା ଟପ୍ପର ହୋଇଛନ୍ତି। ରେଜଲ୍ଟ ଜାଣିବା ପାଇଁ...

ଲିଙ୍ଗରାଜ ମନ୍ଦିର ପରିସରରେ ପାନ, ଗୁଟ୍‌ଖା ଖାଇଲେ ଗଣିବେ ତଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିରକୁ ପାନ, ଗୁଟ୍‌ଖା ଖାଇକି ଯାଉଥିଲେ ହୋଇଯାନ୍ତୁ ସାବଧାନ, ନହେଲେ ଗଣିବେ ତଣ୍ଡ। ମନ୍ଦିର ପରିସର ଭିତରକୁ ପାନ, ଗୁଟ୍‌ଖା ଓ ମାଦକ ଦ୍ରବ୍ୟ ସେବନ କରି ପ୍ରବେଶ କରିବା...

ଅପରାଜିତାଙ୍କ ‘ଅଜିତା’ – ମହିଳା ସଶକ୍ତିକରଣ ପାଇଁ ନୂଆ ସଂଗଠନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାମାନଙ୍କ ସଶକ୍ତିକରଣ ଓ ସାମାଜିକ ଅର୍ଥନୈତିକ ସ୍ୱାଧୀନତାର ପରିପ୍ରକାଶ ପାଇଁ ରାଜ୍ୟରେ ଏକ ନୂଆ ଅଣ ରାଜନୈତିକ ସଂଗଠନ ଗଠନ କରାଯାଇଛି। ଏହାର ନାଁ ରଖାଯାଇଛି ଅଜିତା। ବିଶିଷ୍ଟ ଲେଖିକା ପ୍ରତିଭା...

ଜାନୁଆରି ୧୯ରେ ‘ମାୟୋପିଆ’ ସଚେତନତା ପାଇଁ ମାଇଁସାଇକ୍ଲୋଥନ୍ – ଆଜିଠୁ କାଉଣ୍ଟଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=lGJbR9UNJZ4] ଜାନୁଆରି ୧୯ରେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ମାଇଁସାଇକ୍ଲୋଥନ୍ କାର୍ଯ୍ୟକ୍ରମ ଆୟୋଜନ ହେବ। ଜାନୁଆରି ୧୯ ତାରିଖରେ ହେଉଛି ମାଇଁସାଇକ୍ଲୋଥନ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ...

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଆଜିଠୁ ଜାନୁଆରି ୧୯ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ରାଜଭବନ ଉଦ୍ୟାନ। କ୍ୟୁଆର୍‌ କୋର୍ଡ ଜରିଆରେ ମିଳିବ ଏଣ୍ଟ୍ରୀ। ଆଜିଠୁ ଜାନୁଆରି ୧୯ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲିଲା...

‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ବିଜେଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମର ଶୁଭାରମ୍ଭ। ନବୀନ ନିବାସରେ ମୋ ପରିବାର ବୈଠକ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ପରିବେଶ ସୁରକ୍ଷା, ରକ୍ତଦାନ ଓ ପ୍ରବାସୀ ଓଡ଼ିଆଙ୍କୁ ସହାୟତା...

 ଜେଲ୍‌ ଗଲେ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରପଡ଼ା ଜେଲ ଗଲେ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ। ରିମାଣ୍ଡ ଶେଷ ହେବା ପରେ ବିଜୟ କେତନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଆସନ୍ତା ୮ ତାରିଖରେ ବିଜୟ କେତନଙ୍କ ଜାମିନ ଆବେଦନର...