ବନ୍ଦ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଆଉ ପଡ଼ିବନି ଆବର୍ଜନା। ଏଠାରେ ଥିବା ଡମ୍ପିଂୟାର୍ଡକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମହାନଗର ନିଗମ କମିସନର ପ୍ରେମନାରାୟାଣ ଚୌଧୁରୀ। ଏହାସହ ଭୁବନେଶ୍ଵରରେ...

ପୋଲିସ କମିସନରଙ୍କ ମନ୍ତବ୍ୟକୁ ନେଇ ଝଡ଼: ବିଜେପି-କଂଗ୍ରେସର ସମର୍ଥନ, ଉଖାରି ଦେଇ ବିଜେଡି ଚୁପ୍

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ରୋଷେଇ ଜାଣି ନଥିବା ପୁଅଙ୍କୁ ଝିଅମାନେ ବାହା ହୁଅନ୍ତୁ ନାହିଁ’’ – କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସରେ ଏଭଳି ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ...

ରବିବାରଠାରୁ ଶୁଖିଲା ରହିବ ପାଗ, ସୋମବାରଠାରୁ ଶୀତ ବଢ଼ିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=l3ZgIDfXg5c ସୋମବାରଠାରୁ ଓଡ଼ିଶାରେ ଶୀତ ବଢ଼ିବ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଆସୁଛି ଥଣ୍ଡା ପବନ ରବିବାର ଅପରାହ୍‌ଣରୁ ପାଗ ଶୁଖିଲା ରହିବ ...

ତୀର୍ଥଯାତ୍ରା ହେଲା ଶେଷଯାତ୍ରା – ମନ୍ଦିରରୁ ଫେରିଲା ବେଳେ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ନୂଆବର୍ଷରେ ଠାକୁର ଦର୍ଶନ କରି ପରିବାରର ମଙ୍ଗଳ କାମନା କରି ଘରକୁ ଫେରିଲା ବେଳେ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ଚାଲିଗଲା ଜୀବନ। ଏଭଳି...

ସାଙ୍ଗଠନିକ ନିର୍ବାଚନ ପାଇଁ ସବୁ ଦଳ ବ୍ୟସ୍ତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟରେ ଏବେ ସାଙ୍ଗଠନିକ ନିର୍ବାଚନର ଋତୁ ଚାଲିଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ନିର୍ବାଚନ ହେବାର ଥିଲା। କିନ୍ତୁ ହାଇକୋର୍ଟରେ ରହିଥିବା ଦୁଇଟି ମାମଲା ପାଇଁ...

ପ୍ରେମ ପାଇଁ ଆତ୍ମହତ୍ୟା କଲେ ଛାତ୍ରୀ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏକ ବନ୍ଦ ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ଵର ଇନଫୋସିଟି ଅଞ୍ଚଳରେ। ଯୁବତୀ ଜଣକ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରୀ ବୋଲି...

ରୋଡ୍ ରୋମିଓଙ୍କୁ ସାବାଡ୍ କରିବେ ସ୍ପେଶାଲ୍ ପୋଲିସ୍ ଅଫିସର – ନୂଆକରି ନିଯୁକ୍ତି ଦେଲା କମିସନରେଟ୍ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି କମିସନରେଟ୍ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ। ସ୍ପେଶାଲ୍ ମହିଳା ପୋଲିସ୍ ଅଫିସରଙ୍କୁ ନିଯୁକ୍ତ କଲା କମିସନରେଟ୍ ପୋଲିସ୍ ଘରୋଇ କମ୍ପାନି, କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଗଠନ ହୋଇଛି ଏସପିଓ ମହିଳାମାନଙ୍କ...

ବରିଷ୍ଠ ନାଗରିକ, ମହିଳାଙ୍କ ସୁରକ୍ଷା କମିସନରେଟ୍ ପୋଲିସର ମୂଳ ଲକ୍ଷ୍ୟ – ସୁଧାଂଶୁ ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକଙ୍କ ସୁବିଧା ଏବଂ ଆଇନର ସୁପରିଚାଳନା ପାଇଁ କମିସନରେଟ୍ ପୋଲିସ ସଂକଳ୍ପବଦ୍ଧ। କମସିନରେଟ ପୋଲିସର ପ୍ରତିଷ୍ଠା ଦିବସରେ ଏକଥା କହିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଆଗାମୀ ଦିନରେ ଲୋକଙ୍କୁ ସୁବିଧା...

କମିସନରେଟ୍ ପୋଲିସ ପାଳିଲା ଦ୍ୱାଦଶତମ ପ୍ରତିଷ୍ଠା ଦିବସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର-କଟକ କମିସନରେଟ୍ ପୋଲିସ ଜାନୁଆରି ୨ ତାରିଖରେ ନିଜର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିପାଇଁ ଭୁବନେଶ୍ୱର ସପ୍ତମ ବାଟାଲିୟନ ପୋଲିସ ପଡ଼ିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରତିଷ୍ଠା ଦିବସର...

କମିସନରେଟ ପୋଲିସ ମୁଖ୍ୟାଳୟ ହେବ ‘ପୋଲିସ ସେବା ଭବନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ କମିସନରେଟ ପୋଲିସ ମୁଖ୍ୟାଳୟ ନାଁ ଏବେ ‘ପୋଲିସ ସେବା ଭବନ’ ହେବ। ଭୁବନେଶ୍ୱର-କଟକ କମିସନରେଟ ପୋଲିସ ପ୍ରତିଷ୍ଠା ଦିବସରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏହା ଘୋଷଣା କରିଛନ୍ତି। କମିସନରେଟ ପୋଲିସକୁ...