ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ବାବୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଲାଞ୍ଚ ନେବା ଅଭିଯୋଗରେ ବୌଦ୍ଧ ବସଷ୍ଟାଣ୍ଡ ନିକଟରୁ ପୁଣି ଜଣେ ପୋଲିସ ଅଧିକାରୀଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍। ଅଭିଯୁକ୍ତ ହେଉଛନ୍ତି ଅନୁଗୁଳ ଜିଲ୍ଲା କିଆକଟା ଥାନା...

ବୌଦ୍ଧ: ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ସ୍ୱାମୀ। ଏହିଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗ୍ରାମରେ। ଗିରଫ...

ଭିଜିଲାନ୍ସ ଜାଲରେ ହରଭଙ୍ଗା ଥାନା ଆଇଆଇସି

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ହରଭଙ୍ଗା ଆଇଆଇସି ପୁଷ୍ପଲତା ରାଉତରାୟ। ଶୁକ୍ରବାର ଦିନ ବାଲିଘାଟ ଠିକାଦାରଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ପୁଷ୍ପଲତାଙ୍କୁ କାବୁ କରିଛି ବ୍ରହ୍ମପୁର ଏବଂ...

୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କଲା ବୌଦ୍ଧ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ପ୍ରାୟ ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟର ଡେଲିଭରି...

ବୌଦ୍ଧରେ କଙ୍ଗାରୁ କୋର୍ଟ: ଚୋରି ଅଭିଯୋଗରେ ୧୪ ମାସ ହେଲା ୩ ପରିବାର ଗାଁରୁ ବାସନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଗୁଣିଗାରେଡ଼ି ତଥା ଖଟ ବୁଲାଇ ଚୋର ଧରିବା ଭଳି ଅନ୍ଧବିଶ୍ଵାସ ଏବେବି ଲୋକଙ୍କ ମନରୁ ଯାଇନି। ଏହି ଅନ୍ଧବିଶ୍ଵାସର କରୁଣ ପରିଣତି ଭୋଗିବାକୁ ପଡ଼ିଛି ବୌଦ୍ଧ ଜିଲ୍ଲା...

ବୌଦ୍ଧରେ ୫-ଟି ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଶାଶ୍ଵସ ଦେବବ୍ରତ ଦାଶ): ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତକୁ ବିରୋଧ କରି ତାଙ୍କ କାର ଉପରକୁ ବୁଧବାର ଦିନ ଅଣ୍ଡାମାଡ଼ କରାଯାଇଛି। ଆଜି ଦିନିକିଆ ବୌଦ୍ଧ ଜିଲ୍ଲା...

ବୌଦ୍ଧ: ଫିଟନେସ୍ କ୍ଲବ ପରିଚାଳନା କରିବେ ମିଶନ ଶକ୍ତି ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ମହିଳାମାନଙ୍କୁ ସଶକ୍ତ କରାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମିଶନ ଶକ୍ତି ଯୋଜନାରେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି।...

ବଡ଼ ଠାକୁରଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀକୁ ଗଲା ରଥ କାଠ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ନିମନ୍ତେ ବୌଦ୍ଧରୁ ପୁରୀକୁ ଯାଇଛି ରଥ କାଠ। ଚଳିତ ବର୍ଷକୁ ମିଶାଇ ଷଷ୍ଠ ଥର ପାଇଁ ବୌଦ୍ଧ ଜିଲ୍ଲାରୁ ପୁରୀକୁ...

ରୋଜଗାର ଦେଉଛି ବୌଦ୍ଧର ବୁଣାକାର ବଜାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଓଡ଼ିଶାର ଦ୍ଵିତୀୟ ବୃହତ୍ ସାପ୍ତାହିକ ବୁଣାକାର ବଜାର। ଏହି ବଜାର ବୌଦ୍ଧ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ବୁଣାକାରଙ୍କୁ ରୋଜଗାର...

ବୌଦ୍ଧରେ ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ଓ ୨ କନଷ୍ଟେବଳ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଗଞ୍ଜେଇ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଫଣ୍ଡି ଅଧିକାରୀଙ୍କ ସହ ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି ଅଧିକାରୀ...