ବୌଦ୍ଧରେ ୫-ଟି ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଶାଶ୍ଵସ ଦେବବ୍ରତ ଦାଶ): ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତକୁ ବିରୋଧ କରି ତାଙ୍କ କାର ଉପରକୁ ବୁଧବାର ଦିନ ଅଣ୍ଡାମାଡ଼ କରାଯାଇଛି। ଆଜି ଦିନିକିଆ ବୌଦ୍ଧ ଜିଲ୍ଲା...

ବୌଦ୍ଧ: ଫିଟନେସ୍ କ୍ଲବ ପରିଚାଳନା କରିବେ ମିଶନ ଶକ୍ତି ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ମହିଳାମାନଙ୍କୁ ସଶକ୍ତ କରାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମିଶନ ଶକ୍ତି ଯୋଜନାରେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ରୋଜଗାରକ୍ଷମ କରାଯାଉଛି।...

ବଡ଼ ଠାକୁରଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀକୁ ଗଲା ରଥ କାଠ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ନିମନ୍ତେ ବୌଦ୍ଧରୁ ପୁରୀକୁ ଯାଇଛି ରଥ କାଠ। ଚଳିତ ବର୍ଷକୁ ମିଶାଇ ଷଷ୍ଠ ଥର ପାଇଁ ବୌଦ୍ଧ ଜିଲ୍ଲାରୁ ପୁରୀକୁ...

ରୋଜଗାର ଦେଉଛି ବୌଦ୍ଧର ବୁଣାକାର ବଜାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଓଡ଼ିଶାର ଦ୍ଵିତୀୟ ବୃହତ୍ ସାପ୍ତାହିକ ବୁଣାକାର ବଜାର। ଏହି ବଜାର ବୌଦ୍ଧ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ବୁଣାକାରଙ୍କୁ ରୋଜଗାର...

ବୌଦ୍ଧରେ ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ଓ ୨ କନଷ୍ଟେବଳ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଗଞ୍ଜେଇ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଫଣ୍ଡି ଅଧିକାରୀଙ୍କ ସହ ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି ଅଧିକାରୀ...

ପ୍ରକାଶ ପାଇଲା ବୌଦ୍ଧ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାର ଚଳିତ ବର୍ଷର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ଏସଟିଏଫ ହାବୁଡ଼ରେ ବାଘ ଶିକାରୀ, ସାଲୁଙ୍କି ନଦୀ କୂଳରୁ ଦୁଇଟି ବାଘ ଛାଲ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ। କେତେବେଳେ ହାତୀଦାନ୍ତ ତ କେତେବେଳେ ବାଘ ଛାଲ ଏବଂ ବଜ୍ରକାପ୍ତା ପକ୍ଷୀ ଆଦି ଜବତ କରିଛି କ୍ରାଇମ ବ୍ରାଞ୍ଚର ସ୍ପେସାଲ...

ବୌଦ୍ଧରେ ଖୋଲିଲା ମିଶନ ଶକ୍ତି କାଫେ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାର ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ବୌଦ୍ଧ ବ୍ଲକ ଏବଂ ଏନଏସିର ରାମେଶ୍ଵର ବିହାର ଠାରେ...

ବୌଦ୍ଧରେ ହକି ଟ୍ରଫିକୁ ସ୍ଵାଗତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ପୁରୁଷ ହକି ବିଶ୍ଵକପ୍ ୨୦୨୩ର ଆୟୋଜନ କରୁଛି ଓଡ଼ିଶା। ହକି ମହାକୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋର ପ୍ରସ୍ତୁତି କରାଯାଇଛି। ହକି ବିଶ୍ଵକପ ପୂର୍ବରୁ ଗତ...

୨୯ ବର୍ଷରେ ପାଦ ଥାପିଲା ବୌଦ୍ଧ ଜିଲ୍ଲା

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ସୋମବାର ଦିନ ୨୯ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା। ୧୯୯୪ ମସିହା ଜାନୁୟାରି ୨ ତାରିଖରେ ଅବିଭକ୍ତ କନ୍ଧମାଳ ଜିଲ୍ଲାରୁ ସ୍ୱତନ୍ତ୍ର ହୋଇ ଜିଲ୍ଲାର ମାନ୍ୟତା...