ଏଥର ବି ପଞ୍ଚୁକରେ ଧବଳେଶ୍ଵର ପୀଠ ଖାଁ ଖାଁ: ଦର୍ଶନ ପାଇଁ ହେବ ଅନ୍‌ଲାଇନ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଥର ବି ପଞ୍ଚୁକରେ ଭକ୍ତମାନେ ସିଧାସଳଖ ବାବା ଧବଳେଶ୍ଵରଙ୍କର ଦର୍ଶନ କରିପାରିବେ ନାହିଁ। ଧବଳେଶ୍ଵରଙ୍କୁ ଭର୍ଚୁଆଲରେ ଦର୍ଶନ କରିବେ ଭକ୍ତ। ଝୁଲାପୋଲ ନିକଟରେ ବଡ଼ ଏଲଇଡି ସ୍କ୍ରିନରେ ଧବଳେଶ୍ଵରଙ୍କ ଦର୍ଶନ ନିମନ୍ତେ...

କଟକ ଦୁର୍ଗା ପୂଜାରେ ଜରି ମେଢ଼ର ଆଦର

ଓଡ଼ିଶାଲାଇଭ୍ ବ୍ୟୁରୋ ସମୟ ବଦଳିବା ସହ କଟକର ଦୁର୍ଗା ପୂଜା ପାଳନର ଢଙ୍ଗ ବି ବଦଳୁଛି। ଏବେ ଅଧିକାଂଶ ପୂଜା ମଣ୍ଡପରେ ଚାନ୍ଦି ମେଢ଼ ଶୋଭା ପାଉଥିବାବେଳେ ଆଉ କିଛି ପୂଜା ମଣ୍ଡପରେ ମା’ଙ୍କୁ...

କଟକ ସିଏମସି କାର୍ଯ୍ୟାଳୟରେ ତିନିଦିନିଆ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଘରୋଇ ସ୍ୱେରେଜ୍ ତଥା ଜଳ ସଂଯୋଗର ସୁବିଧା ନିମନ୍ତେ କଟକ ସିଏମସି କାର୍ଯ୍ୟାଳୟରେ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସିଏମସି ଏବଂ...

ଚୌଧୁରୀ ବଜାର ଦୁର୍ଗାପୂଜାରେ ନିଆରା ପରମ୍ପରା: ମା’ଙ୍କ ପାଖରେ ଭୋଗ ହୁଏ ପରିବା ଚୋପା-ଜହ୍ନିପୋଡ଼ା’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗାପୂଜାର ସବୁଠୁ ବଡ଼ ଆକର୍ଷଣ ହେଉଛି ଚାନ୍ଦିମେଢ଼। ଆଉ ଏଠାରେ ଚାନ୍ଦିମେଢ଼ର ପରମ୍ପରା ଆରମ୍ଭ କରିଥିବା ପୂଜା କମିଟି ହେଉଛି ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟି। କେବଳ ଚାନ୍ଦି...

୨୦୨୩ ହକି ବିଶ୍ୱକପ୍ ପାଇଁ ଜୋରଦାର ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୮ ହକି ପୁରୁଷ ବିଶ୍ୱକପ୍‌ରେ ବ୍ୟାପକ ସଫଳତା ପାଇବା ପରେ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍...

ସ୍ମୃତିର ସ୍ମାରକୀ ‘ସତୀଚଉରା’ର କାହାଣୀ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=hiuzhDcRfCg] ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି ‘ସତୀଚଉରା’। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ...

ଅଭିନୟ ମତେ ବଞ୍ଚିବା ଶିଖେଇଛି: ବ୍ରଜ ସିଂ

ବିଶ୍ଵଜିତ ସାହୁ [youtube https://www.youtube.com/watch?v=vr7KmxVoa_k] ବ୍ରଜ ସିଂ। ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଚେହେରା। ନିଜ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରାଇଛନ୍ତି ତ, ଆଉ କେତେବେଳେ କନ୍ଦାଇଛନ୍ତି। ମଞ୍ଚ,...

ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ସାମାଜିକ ସମ୍ପର୍କ ସୁଦୃଢ଼ କରିବାକୁ ପଡ଼ିବ: ଆକାଶ ଦାସନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ   ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ‘ମାନସିକ ସ୍ୱାସ୍ଥ୍ୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବୁଧବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ଏବଂ ବିଶ୍ୱବିଦ୍ୟାଳୟସ୍ତରରୁ...

ଅନୁଭବଙ୍କୁ ଝଟ୍‌କା: ଶଶୁରଘରେ ରହିପାରିବେ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ। କିଛି ଦିନ ପୂର୍ବରୁ କୋର୍ଟ ଅନୁଭବ ମହାନ୍ତିଙ୍କ ସପକ୍ଷରେ ରାୟ ଦେଇଥିଲାବେଳେ ଆଜି କିନ୍ତୁ...

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏବେ ସୂଚନା ଅଧିକାର ଆଇନ(ଆରଟିଆଇ) ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ। ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ହୋଇକୋର୍ଟ...