କରୋନା ମୁକାବିଲା ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ – ‘‘ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଓଡ଼ିଶା ସୀମାରେ ଅଟକାଅ’’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଯେଉଁ ଲୋକମାନେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କୁ ସୀମାନ୍ତରେ ଅଟକାଇବାକୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି...
ଲକ୍ଡାଉନ୍ ପରେ ସ୍ଥିତି ଅସମ୍ଭାଳ – ଗୁରୁବାରଠୁ କଟକ ଛତ୍ରବଜାରକୁ ବାଇକ୍ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୧ ଦିନିଆ ଲକ୍ଡାଉନ୍ ଘୋଷଣା ପରେ କଟକ ଛତ୍ର ବଜାରରେ ସ୍ଥିତି ଅସମ୍ଭାଳ।
କଟକ: ସବୁ କିଛି ସ୍ୱାଭାବିକ ଥିଲା। ଯାହାର ଯେତିକି ଦରକାର ସେହି ଅନୁଯାୟୀ ବା ତାଠାରୁ ସ୍ୱଳ୍ପ ମାତ୍ରାରେ...
କ୍ୱାରେଣ୍ଟାଇନ୍ ନିର୍ଦ୍ଦେଶକୁ ଅବମାନନା, ମାମଲା ରୁଜୁ କଲା ପୋଲିସ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କଟକ: ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ମାତ୍ର ଏହି ନିର୍ଦ୍ଦେଶକୁ କିଛି ବିଦେଶ ଫେରନ୍ତା ବ୍ୟକ୍ତି ଅମାନ୍ୟ କରୁଥିବା...
ଅଟକିଗଲା କଟକ – ଜନତା କର୍ଫ୍ୟୁକୁ ସହରବାସୀଙ୍କ ଅଭୁତପୂର୍ବ ସମର୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ଛକ, ବଜାରରେ ପୋଲିସ୍ ବ୍ୟାରିକେଡିଂ।
କଟକ: ‘କରୋନା ହାରିବ, ମଣିଷ ଜିତିବ’। ଏହି ଲକ୍ଷ୍ୟ ନେଇ ୧୪ ଘଣ୍ଟାର ଜନତା କର୍ଫ୍ୟୁ ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ଚ୍ୟାଲେଞ୍ଜ...
କଟକରେ ଜନତା କର୍ଫ୍ୟୁ – ରବିବାର ବନ୍ଦ ରହିବ ମାଲଗୋଦାମ, ଛତ୍ରବଜାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ମାର୍ଚ୍ଚ ୨୨ତାରିଖ ଜନତା କର୍ଫ୍ୟୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ଦୃଷ୍ଟିରେ ରଖି କଟକରେ ବିଭିନ୍ନ କଟକଣା ଲାଗୁ ହୋଇଛି। ଜନତା କର୍ଫ୍ୟୁ ଯୋଗୁଁ ଛତ୍ରବଜାର ଓ ମାଲଗୋଦାମ...
ହୋଟେଲ୍ ଶିଳ୍ପ ଉପରେ କରୋନା ମାଡ଼ – କଟକରେ ୫କୋଟି ଟଙ୍କାର ବୁକିଂ ବାତିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟବସାୟକୁ ନେଇ ଚିନ୍ତାରେ ଟୁର୍ ଅପରେଟର୍, ଟ୍ରାଭେଲ୍ ଏଜେନ୍ସି।
କଟକ: କରୋନା ପ୍ରଭାବ ଏବେ ଅର୍ଥନୀତିକୁ ଦୋହଲାଇ ଦେଲାଣି। ସବୁ ବିଭାଗ ପ୍ରଭାବିତ ହୋଇଥିବା ବେଳେ ଏଥିରୁ ବାଦ୍ ପଡିନି ହୋଟେଲ୍ ଶିଳ୍ପ।...
କାଲିଠୁ କଟକରେ ବି ଲାଗୁ ହେବ ଅଡ୍-ଇଭିନ୍ ଫର୍ମୁଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ଭୁବନେଶ୍ୱର ପରି କଟକରେ ମଧ୍ୟ ଆସନ୍ତାକାଲିଠୁ ଅଡ୍-ଇଭିନ୍ ଫର୍ମୁଲା ଲାଗୁ ହେବ। ଏନେଇ କଟକ ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅଡ୍ ଦିନରେ ଅଡ୍...
ହୋଲସେଲ୍ ବଜାରରେ ମାନ୍ଦାବସ୍ଥା – କଟକ ମାଲଗୋଦାମ ଉପରେ କରୋନା ମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପ୍ରଭାବରେ କଟକ ମାଲଗୋଦାମ ହଲ୍ଚଲ୍। ଆସୁ ନାହାନ୍ତି ବେପାରୀ। ଚିନ୍ତାରେ ଗୋଦାମ ମାଲିକ।
କଟକ: କରୋନା ଭାଇରସ୍ର ପ୍ରଭାବ କଟକ ମାଲଗୋଦାମ ଉପରେ ପଡ଼ିଛି। ଡାଲି, ତେଲ ଆମଦାନୀ ହେଉ ନଥିବାରୁ...
ଦୁର୍ଘଟଣାରୁ ବର୍ତ୍ତିଲା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ – ଅଲଗା ହୋଇଗଲା ଇଞ୍ଜିନ୍ରୁ ପାସେଞ୍ଜର୍ ବଗି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଲୋକମାନ୍ୟ ତିଳକ ଏକ୍ସପ୍ରେସ୍। ଇଞ୍ଜିନରୁ ପାସେଞ୍ଜର ବଗି ଅଲଗା ହୋଇ ୫୦୦ ମିଟର ଦୂର ପର୍ଯ୍ୟନ୍ତ ପଳାଇଥିଲା। ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ଶାଳଗାଁ-ଚୌଦ୍ଵାର...
ଅଦାଲତ ବନ୍ଦ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ଅନୁରୋଧ କଲା ବାର୍ କାଉନସିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କରୋନା ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟ କରି ବାର୍ କାଉନସିଲ୍ ସ୍ୱତନ୍ତ୍ର କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। କରୋନା ସଂକ୍ରମଣ ନେଇ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବାବେଳେ ହାଇକୋର୍ଟ ତାଙ୍କ...





















