ଅଦାଲତ ବନ୍ଦ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ଅନୁରୋଧ କଲା ବାର୍‌ କାଉନସିଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କରୋନା ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟ କରି ବାର୍ କାଉନସିଲ୍ ସ୍ୱତନ୍ତ୍ର କମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। କରୋନା ସଂକ୍ରମଣ ନେଇ ଉଦ୍‌‌ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବାବେଳେ ହାଇକୋର୍ଟ ତାଙ୍କ...

ଶିକ୍ଷକଙ୍କଠୁ ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍କୁଲ୍ କିରାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି। ଭକ୍ତମଧୁ ବିଦ୍ୟାପୀଠର ସହକାରୀ ଶିକ୍ଷକଙ୍କର ବକେୟା ପ୍ରାପ୍ତ ବିଲ୍ ପ୍ରସ୍ତୁତ କରିବା ବାବଦରେ ୫ ହଜାର ଟଙ୍କା ଲାଞ୍ଚ...

ବାହା ହେବାକୁ ଯାଉଥିଲା ବର, ରାସ୍ତାରୁ ଉଠାଇନେଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହା ହେବା ପାଇଁ ବରଯାତ୍ରୀ ନେଇ ଯାଉଥିଲେ ବର। ଆଉ କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ଫିଲ୍ମ ଷ୍ଟାଇଲରେ ଗାଡ଼ିକୁ ଅଟକାଇ ବରକୁ ଉଠାଇନେଲା ପୋଲିସ। ଏଭଳି ଘଟଣା...

ହୋଲିରେ ଅଘଟଣ – କାଠଯୋଡ଼ି ନଦୀରେ ବୁଡ଼ି ୨ ଯୁବକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହୋଲିରେ ଘଟିଲା ଅଘଟଣ। ଗାଧୋଇଲା ବେଳେ କାଠଯୋଡ଼ି ନଦୀରେ ବୁଡ଼ି ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। କଟକ ବୈୟାଳିଶି ମୌଜା ନିକଟରେ ଗାଧୋଉଥିଲା ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ...

ଖାନ୍‌ନଗରକୁ ଉଠିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖାନ୍‌ନଗରକୁ ଉଠିଯିବ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ। ଖାନ୍‌ନଗର ନିକଟରେ ଥିବା ବିଶ୍ଵନାଥ ପାଠାଗାର ନିକଟକୁ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ୩୦ ଏକର ଜମିରେ ଏହି ବସ୍‌ଷ୍ଟାଣ୍ଡ କରାଯିବ। 5Tଙ୍କ ସମୀକ୍ଷା ପରେ...

ପଶୁପତି ଆଗ୍ରୋଭେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଜଗତପୁରସ୍ଥିର ପଶୁପତି ଆଗ୍ରୋଭେଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ। ମାର୍କେଟିଂ ଏକ୍ସିକ୍ୟୁଟିଭ୍‌ ଏବଂ ଟେକ୍ନିକାଲ୍‌ ଷ୍ଟାଫ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୭...

ଇଡି ସ୍କାନରରେ ଏସସିବିର ଦୁଇ ଡାକ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡି ସ୍କାନରରେ ଏସସିବି ମେଡିକାଲର ପୂର୍ବତନ ଦୁଇ ଡାକ୍ତର। ଏହି ଡାକ୍ତର ହେଲେ ହେମାଟୋଲୋଜି ବିଭାଗ ମୁଖ୍ୟ ଡାକ୍ତର ରବୀନ୍ଦ୍ର ଜେନା ଓ ସୁଧା...

ଏସ୍‌ସିବିରେ ଆଉ ଦୁଇ କୋରୋନା ସନ୍ଦିଗ୍ଧ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ଏସ୍‌ସିବିରେ ଆଉ ଦୁଇ ଜଣ କୋରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି। ଦୁଇଜଣଙ୍କ ମଧ୍ୟରୁ ଜଣେ ଇଟାଲି ଓ ଅନ୍ୟ ଜଣେ...

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଗତ କିଛି ମାସ...

ମିଳିଲେ ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସସିବିରୁ ଚମ୍ପଟ୍ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ଠିକଣା ମିଳିଛି। ମେଡିକାଲରୁ ଛୁ ହୋଇଥିବା ସନ୍ଦିଗ୍ଧ ଆୟାର୍ଲାଣ୍ଡର ନାଗରିକ ଭୁବନେଶ୍ୱରରେ ଏକ ହୋଟେଲରେ ଥିବା ଜଣାପଡ଼ିଛି। ଗୁରୁବାର ସେ ବିମାନବନ୍ଦରରେ ପହଞ୍ଚିବା ପରେ କ୍ୟାପିଟାଲ...