ମାଟ୍ରିକ୍ ରେଜଲ୍ଟ: ପାସ୍ ହାରରେ କଟକ ଓ ଜଗତସିଂହପୁର ଆଗରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୪୦ ପ୍ରତିଶତ। ରାଜ୍ୟର ୩୨୨୨ ସ୍କୁଲରେ ଚଳିତ ବର୍ଷ...

କଟକ ଏସସିବି ମେଡିକାଲରେ ଖୋଲିବ ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଏସସିବି ମେଡିକାଲରେ ଖୋଲିବ ଓଡ଼ିଶାର ପ୍ରଥମ ବୋନ (ଅସ୍ତି) ବ୍ୟାଙ୍କ। ଏଥିଲାଗି ଏସସିବି ମେଡିକାଲର ଅସ୍ତି ଶଲ୍ୟ (ଅର୍ଥପେଡିକ) ବିଭାଗରେ ସମସ୍ତ ଭିତ୍ତିଭୂମିର ନିର୍ମାଣ ସରିଛି। ଏବେ କେବଳ ଅସ୍ତି...

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ନେତା, ପୂର୍ବତନ ସାଂସଦ, କଟକ ମ୍ୟୁନିସିପାଲିଟିର ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନଗୋଙ୍କର ଶୁକ୍ରବାର ଦିନ ଦେହାନ୍ତ ହୋଇଛି। କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ...

ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଶନିବାର ମଧ୍ୟାହ୍ଣରେ ପରଲୋକ ହୋଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।...

ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ପତ୍ନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧ ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ ଶ୍ରୀୟା ମିଶ୍ର। ଘରୋଇ ହିଂସା ସହ ଶାରୀରିକ ଏବଂ ମାନସିକ ନିର୍ଯାତନ ଦେଇଥିବା ନେଇ କଟକ ମହିଳା...

ପୁଅକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣା: ଗିରଫ ହେଲେ ମୃତକଙ୍କ ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ବର୍ଷର ପୁଅକୁ ହତ୍ୟା କରିବା ପରେ ସାବତ ମା’ର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ଦିନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଥିବାବେଳେ ମଙ୍ଗଳବାର ଦିନ ମୃତ ମହିଳାଙ୍କ ସ୍ଵାମୀକୁ ଗିରଫ...

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ତିନି ଦିନ ଧରି ନିଖୋଜ ରହିଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଶନିବାର ଦିନ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ତାଙ୍କୁ ଖୋଜାଖୋଜି...

ଉଦଘାଟିତ ହେଲା ହକି ବିଶ୍ଵକପ, ବିଶ୍ଵ ଦେଖିଲା ଓଡ଼ିଶାରେ ଆକର୍ଷଣୀୟ ଉତ୍ସବର ଝଲକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପ ହକିର ଚିତ୍ତାକର୍ଷକ ଉଦଘାଟନୀ ଉତ୍ସବ ଆୟୋଜନ କରି ଓଡ଼ିଶା ସମଗ୍ର ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି।  ଓଡ଼ିଶା ଇତିହାସରେ ଯୋଡି ହୋଇଛି ଆଉ ଏକ...

ବାଲୁକା କଳାରେ ହକି ବିଶ୍ଵକପକୁ ସ୍ଵାଗତ: ବିଶ୍ଵର ସବୁଠୁ ବଡ଼ ହକିଷ୍ଟିକ ତିଆରିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ଵକପକୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ବିଶ୍ଵର ସବୁଠାରୁ ବଡ଼ ହକିଷ୍ଟିକ୍ ତିଆରି କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବୁଧବାର ଦିନ ବାରବାଟୀ ଷ୍ଟାଡିୟମରେ...

ଆଜିଠୁ ପୀଠରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭକ୍ତଙ୍କ ଲାଗି ବୁଧବାରଠାରୁ ଖୋଲିଲା ଧବଳେଶ୍ୱର ପୀଠ। ଆଜିଠାରୁ ସର୍ବସାଧାଣ ମନ୍ଦିରକୁ ଯାଇ ଦର୍ଶନ କରିବା ଲାଗି ଅନୁମତି ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ। ଧବଳେଶ୍ୱରଙ୍କ ପୀଠକୁ ଯିବା ଲାଗି ରହିଥିବା ଝୁଲାପୋଲ...