ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ – “ସୃଜନଶୀଳତାର ବିକଳ୍ପ ଟେକ୍ନଲୋଜି ହୋଇପାରିବନି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଆଇଏମ୍‌ସି ଢେଙ୍କାନାଳରେ ‘ପ୍ରଯୁକ୍ତି ବିଦ୍ୟା ଯୁଗରେ ଲୋକସମ୍ପର୍କ’ ଉପରେ ରାଉଣ୍ଡ ଟେବୁଲ ବୈଠକ।   ଢେଙ୍କାନାଳ: “ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି। ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ...

ବର୍ତ୍ତନ ପ୍ରଥାରୁ ୧୪ ଜଣଙ୍କୁ ମୁକୁଳାଇବା ମାମଲାରେ ହାଇକୋର୍ଟର ନୋଟିସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଏକ ଖଣ୍ଡପୀଠ ୧୪ ଜଣ ବ୍ୟକ୍ତିଙ୍କୁ କାହିଁକି ମୁକ୍ତ କରାଯିବ ନାହିଁ ସେ ନେଇ ପ୍ରତିପକ୍ଷକୁ ନୋଟିସ ଜାରି କରିଛନ୍ତି। ଢେଙ୍କାନାଳ...

ବିଶ୍ୱ ପୁସ୍ତକ ମେଳାରେ ମୃଣାଳ ଚାଟାର୍ଜୀଙ୍କ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ: ନୂଆଦିଲ୍ଲୀର ପ୍ରଗତି ମୈଦାନଠାରେ ଚାଲିଥିବା ବିଶ୍ୱ ପୁସ୍ତକ ମେଳା ୨୦୨୦ରେ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ପୁସ୍ତକ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ ହୋଇଛି। ରବିବାର ଅନୁଷ୍ଠିତ ‘ପିଲାର ସାମଗ୍ରିକ ବିକାଶ ଲାଗି...

‘ତମାଖୁ ବର୍ଜନ ପାଇଁ ସମସ୍ତେ ସଚେତନ ହେବା ଜରୁରୀ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ ଆଇଆଇଏମ୍‌ସି ଅନୁଷ୍ଠିତ ହୋଇଛି ମହାବିଦ୍ୟାଳୟସ୍ତରୀୟ ଜାତୀୟ ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ। ଢେଙ୍କାନାଳ: ତମାଖୁଠାରୁ ମାରାତ୍ମକ ଦ୍ରବ୍ୟ ଦୁନିଆରେ କିଛି ନାହିଁ। ତେଣୁ ତୁରନ୍ତ ତାକୁ ଛାଡ଼ିବାକୁ ହେବ। ନିଜ ସ୍ୱାସ୍ଥ୍ୟ...

ଆଇଆଇଏମ୍‍ସି ଢେଙ୍କାନାଳରେ ୨୦ ୟୁନିଟ୍‍ ରକ୍ତ ସଂଗ୍ରହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ଶୁକ୍ରବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୨୦ ୟୁନିଟ୍‍ ରକ୍ତ ସଂଗୃହିତ ହୋଇଛି। ସଂସ୍ଥାନର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ କର୍ମଚାରୀମାନେ...

‘‘ଗଣମାଧ୍ୟମ ନିରପେକ୍ଷ ହେଲେ ଶାସନ ବ୍ୟବସ୍ଥା ଭଲ ରହିବ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍‌ସିରେ ‘ସାଧାରଣ ପ୍ରଶାସନରେ ଗଣମାଧ୍ୟମର ଭୂମିକା' ଉପରେ ଆଲୋଚନାଚକ୍ର। ଆଗରୁ ଲୋକେ ସରକାରଙ୍କ ପ୍ରତି ଉତ୍ତରଦାୟୀ ଥିଲେ। ହେଲେ ଏବେ ସରକାର ସାଧାରଣ ଜନତାଙ୍କ ପ୍ରତି ଉତ୍ତରଦାୟୀ’’, କହିଛନ୍ତି ପୂର୍ବତନ ପୋଲିସ ଡିଜି...

ଆଇଆଇଏମ୍‍ସିରେ ‘ଗଣମାଧ୍ୟମରେ ଲିଙ୍ଗଗତ ପ୍ରସଙ୍ଗ ଓ ସମାନତା’ ଉପରେ କର୍ମଶାଳା

ଓଡ଼ିଶାଲାଇଭ ବ୍ୟୁରୋ ଆଇଆଇଏମ୍‌ସି ଢେଙ୍କାନାଳରେ ଓକ୍ସଫାମ ତରଫରୁ ‘ଗଣମାଧ୍ୟମରେ ଲିଙ୍ଗଗତ ପ୍ରସଙ୍ଗ ଓ ସମାନତା’ ଉପରେ କର୍ମଶାଳା ଆୟୋଜିତ ହୋଇଛି। ଢେଙ୍କାନାଳ: ଝିଅଟିଏ କ’ଣ କରିବ? ଶେଷରେ ତ ସେ ରୋଷେଇ ଘରକୁ ଯିବ। ଝିଅଙ୍କ...

ରାଜ୍ୟରେ ଲଗାଣ ବର୍ଷା – ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହେବାରେ ଲାଗିଛି। ଅନେକ ସ୍ଥାନ ପାଣି ଜମି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଘରେ ପାଣି ପସିଥିବା ଖବର ଆସିଛି। ଏହାକୁ ଦୃଷ୍ଟିରେ...

ଲୋକକଳାକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି’

ଓଡ଼ିଶାଲାଇଭ୍ ବ୍ୟୁରୋ ଢେଙ୍କାନାଳ ଲୋକକଳା ମହୋତ୍ସବ ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ବଡ଼ ଘୋଷଣା। କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ‘ମୁଖ୍ୟମନ୍ତ୍ରୀ...

ଆଇଆଇଏମ୍‍ସିରେ ବାୟୁ ପ୍ରଦୂଷଣ ଉପରେ କର୍ମଶାଳା

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ସିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନ୍‍ଷ୍ଟିଚ୍ୟୁଟ୍‍(ଏପିକ୍‍)ର ମିଳିତ ସହଯୋଗରେ ‘ବାୟୁ ପ୍ରଦୂଷଣ ଆମ ଆୟୁଷକୁ କମାଉଛି କି?’ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ...