ଯୋରନ୍ଦା ମହିମା ପୀଠରେ ଜବରଦଖଲ ଉଚ୍ଛେଦ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି...
ଆଇଆଇଏମ୍ସିରେ ଇମ୍କାର ଦଶମ ‘କନେକସନ୍-୨୦୨୨’ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଆଇଏମ୍ସି ପୁରାତନ ଛାତ୍ର ସଂଘ ‘ଇମ୍କା’ ଓଡ଼ିଶା ଶାଖାର ଦଶମ ମିଳନ ଉତ୍ସବ ‘କନେକସନ-୨୦୨୨’ (ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ଣରେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର (ଆଇଆଇଏମ୍ସି)...
ଆଇଆଇଏମ୍ସି ଢେଙ୍କାନାଳରେ ମଧୁବନୀ ଚିତ୍ରର ଝଲକ – କାନ୍ଥରେ ଝଲସୁଛି ରାମାୟଣ ମହାକାବ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାମ-ସୀତାଙ୍କ ବିବାହରୁ ବନବାସ ଯାତ୍ରା। ମାୟା ମିରିଗ ଘଟଣାରୁ ଲଙ୍କା ପୋଡ଼ି। ଶେଷରେ ରାମ-ରାବଣ ଯୁଦ୍ଧ। ରାମାୟଣର କଥାବସ୍ତୁ ଜୀବନ୍ତ ହୋଇଉଠିଛି ଚିତ୍ରକରଙ୍କ ତୂଳୀର ସୂକ୍ଷ୍ମ ସ୍ପର୍ଶରେ। ମଧୁବନୀ ଚିତ୍ରକଳାରେ ରାମାୟଣ...
ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ ତଥା ଦେଶର ସର୍ବକନିଷ୍ଠ ସହିଦ ହେଉଛନ୍ତି ବାଜି ରାଉତ। ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଇଥିବା ଏହି ଅମର ବୀରଙ୍କର ଆଜି...
ଓଡ଼ିଶାର ଦୁଇ ସ୍କୁଲରୁ ୩୪ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୟସ୍କଙ୍କ ପରେ ଏବେ କରୋନା କବଳରେ ଛୋଟପିଲା ବା ୧୮ ବର୍ଷରୁ କମ୍ ବୟସ୍କ। ଏହି ବର୍ଗର ପିଲାମାନେ ଅଧିକ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ରାଜ୍ୟର ଢ଼େଙ୍କାନାଳ...
ଆଇଆଇଏମ୍ସି ପ୍ରତିଷ୍ଠା ଦିବସରେ ଶିକ୍ଷାନୁଷ୍ଠାନକୁ ଏକ ଜୀବନ୍ତ ଅସ୍ତିତ୍ୱ କହି ବର୍ଣ୍ଣନା କଲେ ଡକ୍ଟର ମୃଣାଳ ଚାଟାର୍ଜୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ପ୍ରତିଷ୍ଠା ଦିବସ ମଙ୍ଗଳବାର ଦିନ ପାଳିତ ହୋଇଛି। ଏହି ଅବସରରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ସଂସ୍ଥାନ ପରିସରରେ ପ୍ରତିଷ୍ଠା...
ଆଇଆଇଏମ୍ସିରେ ଆନ୍ତର୍ଜାତିକ ଯୋଗ ଦିବସ – “ମଣିଷକୁ ସକାରାତ୍ମକ ଦିଗ ଆଡ଼କୁ ଆଗେଇ ନିଏ ଯୋଗ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ସୋମବାର ସକାଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ, ସେକ୍ସନ ଅଫିସର କେଦାରନାଥ...
ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଦ୍ଵିତୀୟ ସ୍ୱତନ୍ତ୍ର ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଏବଂ କାମାକ୍ଷା ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ (୦୫୬୪୪/୦୫୬୪୩) ଜୁନ୍ ୨୪ରୁ କାମାକ୍ଷାରୁ ପ୍ରତ୍ୟେକ...
“ବିଶ୍ୱାସର ଭିତ୍ତି ଉପରେ ଅନୁଷ୍ଠାନର ଭବିଷ୍ୟତ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍ସି)ର ପୁରାତନ ଛାତ୍ର ସଂଘ ‘ଇମ୍କା’ ଓଡ଼ିଶା ଶାଖାର ‘କନେକସନ-୨୦୨୧’ (ସଂଯୋଗ ୨୦୨୧) ଅନୁଷ୍ଠିତ ହୋଇଛି। ରବିବାର ପୂର୍ବାହ୍ଣରେ ସଂସ୍ଥାନର ସମ୍ମିଳନୀ କକ୍ଷରେ ଆୟୋଜିତ...
ପୁସ୍ତକ ‘ଲୋକସମ୍ପର୍କ ଓ କର୍ପୋରେଟ୍ ଯୋଗାଯୋଗ’ର ପ୍ରଚ୍ଛଦ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଓ ଏକାଡେମିକ୍ ଆସିଷ୍ଟାଣ୍ଟ ସୌମ୍ୟ ରଞ୍ଜନ ବିହାରାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଲୋକ ସମ୍ପର୍କ...