ଓଏଚ୍‌ଆର୍‌ସିରେ ପହଞ୍ଚିଲା ସ୍ମିତାରାଣୀ ମାମଲା – ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କଲେ ସ୍ୱାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ମାନବାଧିକାର କମିସନରେ ପହଞ୍ଚିଲା ଯାଜପୁର ଧର୍ମଶାଳା ବ୍ଲକ୍‌ ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟ ମାମଲା। ରାଜ୍ୟ ମାନବାଧିକାର କମିସନଙ୍କ ଦ୍ୱାରସ୍ତ ଏକ ହୋଇ ସ୍ମାରକ ପତ୍ର ଦେଇଛନ୍ତି ସ୍ମିତାଙ୍କ ସ୍ୱାମୀ...

ଡାକ୍ତରଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଯାଜପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଓଡ଼ିଶାଲାଇଭ ବ୍ୟୁରୋ ଡାକ୍ତରଙ୍କ ଅବହେଳାରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ। ଶିଶୁ ମୃତ୍ୟୁ ପରେ ବର୍ତ୍ତମାନ ଜିଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା...

୧୨ ଘଣ୍ଟିଆ ଯାଜପୁର ଜିଲ୍ଲା ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ୧୨ ଘଣ୍ଟିଆ ଯାଜପୁର ଜିଲ୍ଲା ବନ୍ଦ। ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପଞ୍ଚାୟତର ପିଇଓ ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟ ମାମଲାରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି...

ଯାଜପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ମୃତ୍ୟୁରେ ନୂଆ ମୋଡ଼ – ଏସ୍‌ପି କହୁଛନ୍ତି ଆତ୍ମହତ୍ୟା, ବିଜେପି କହୁଛି ଗଣଦୁଷ୍କର୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ସନ୍ଦେହରେ ସ୍ମିତାରାଣୀଙ୍କ ମୃତ୍ୟୁ ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ ଏସ୍‌ପି କହିଲେ ଆତ୍ମହତ୍ୟା ବିଜେପି କହିଲା ଗଣଦୁଷ୍କର୍ମ ଓ ହତ୍ୟା ସିବିଆଇ ତଦନ୍ତ ଦାବି କଲେ ସ୍ମିତାଙ୍କ ପରିବାର ଲୋକ ପଞ୍ଚାୟତ...

୨୧ରେ ଯାଜପୁର ବନ୍ଦ ଡାକରା ଦେଲା ବିଜେପି

ଓଡ଼ିଶାଲାଇଭ ବ୍ୟୁରୋ ୨୧ ତାରିଖ ସୋମବାର ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି। ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏହି ବନ୍ଦ ଡାକରା ଦିଆଯାଇଛି। ମୃତ୍ୟୁ ମାମଲାର ସିବିଆଇ ତଦନ୍ତ...

ସ୍ମିତାରାଣୀ ମୃତ୍ୟୁର ଖୋଲିଲା ଗୁମର, ଗିରଫ ହେଲେ ସରପଞ୍ଚଙ୍କ ସ୍ଵାମୀ

ଓଡ଼ିଶାଲାଇଭ ବ୍ୟୁରୋ ଯାଜପୁର ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ସରପଞ୍ଚଙ୍କ ସ୍ଵାମୀଙ୍କୁ ଗିରଫ କରାଯାଇଛି। ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କ ସହ ସ୍ମିତାରାଣୀଙ୍କ ଦୀର୍ଘଦିନରୁ ସଂପର୍କ...

ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରାଜନୈତିକ ମୋଡ଼, ସିବିଆଇ ତଦନ୍ତ ଦାବି କଲା ବିଜେପି

ଓଡ଼ିଶାଲାଇଭ ବ୍ୟୁରୋ ମହିଳା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରୁ ଉଠି ପାରୁନି ପରଦା। ସିବିଆଇ ତଦନ୍ତ ପାଇଁ ଦାବି କଲା ବିଜେପି। ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇ...

ଯାଜପୁର: ମହିଳା ପିଇଓ ମୃତ୍ୟୁ ଘଟଣା, ସରପଞ୍ଚଙ୍କ ସ୍ଵାମୀ ସମେତ ୫ ଜଣଙ୍କୁ ଅଟକ

ଓଡ଼ିଶାଲାଇଭ ବ୍ୟୁରୋ ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ମହିଳା ପିଇଓଙ୍କ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ସରପଞ୍ଚଙ୍କ ସ୍ଵାମୀ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମୃତଦେହ...

ଯାଜପୁର: ଏଟିଏମ୍‌ ଭାଙ୍ଗି ୨୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ଏଟିଏମ୍‌ ଭାଙ୍ଗି ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ସହରସ୍ଥିତ ଅମ୍ଵିକାଇ ଛକ ନିକଟରେ। ଏହି ଘଟଣା ସୋମବାର ବିଳମ୍ଵିତ ରାତିରେ...

ଖବରକାଗଜ ଶିରୋନାମାରେ ‘ଅଟଳ’ – ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପେପରମ୍ୟାନ ଶଶାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶାଦ୍ଧ ବାର୍ଷିକୀ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ବାଜପେୟୀଙ୍କୁ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି। ହେଲେ ଓଡ଼ିଶାର ନିଆରା ଖବରକାଗଜ ସଂଗ୍ରାହକ...