ଯାଜପୁରରେ ପୁଣି ୨ ପଜିଟିଭ୍, ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୮କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଯାଜପୁରରେ ଚିହ୍ନଟ ହେଲେ ପୁଣି ୨ ଜଣ କରୋନା ପଜିଟିଭ୍। ଏହାସହ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୩୮କୁ ବୃଦ୍ଧି ପାଇଥିବାବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୪୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର...

ଗୋଟିଏ ଦିନରେ ୧୭ ପଜିଟିଭ୍‌, କେବଳ ଯାଜପୁରରୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ପରେ ସର୍ବାଧିକ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନକୁ ଚିନ୍ତାରେ ପକାଇଛି। ଦଶରଥପୁର ବ୍ଲକ କଟିକଟା ଗାଁରୁ...

ଗୋଟିଏ ଦିନରେ ୮ ପଜିଟିଭ୍ – ବାଲେଶ୍ୱରରୁ ୬, କୋରାପୁଟ ଓ ଯାଜପୁରରୁ ୨ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଛାଡୁନି କରୋନା ଡର। ପ୍ରତିଦିନ କିଛି ନା କିଛି ନୂଆ ପଜିଟିଭ୍‌ କେସ୍‌ ବାହାରୁଛି। ଆଜି ଗୋଟିଏ ଦିନରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି।...

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଯାଜପୁରରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଜଣେ ସୁସ୍ଥ...

ଓଡ଼ିଶାରେ କରୋନା – ୧୦୦ ଟପିଲା ପଜିଟିଭ୍‌ କେସ୍, କେବଳ ତିନି ଜିଲ୍ଲାରୁ ୪୯

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବଳ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ଆକ୍ରାନ୍ତଙ୍କ ସଂଖ୍ୟା ୪୯। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଛି। ସୋମବାର ଅପରାହ୍‌ଣ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି।...

ଯାଜପୁର ପୌରାଞ୍ଚଳ ସହ ଜିଲ୍ଲାର ୫ ବ୍ଲକ ସଟଡାଉନ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଯାଜପୁର ଜିଲ୍ଲାକୁ କରୋନା କବଳରୁ ରକ୍ଷା କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ପାଞ୍ଚୋଟି ବ୍ଲକ ସମେତ ଗୋଟିଏ ପୌରାଞ୍ଚଳକୁ ୫୬ ଘଣ୍ଟା ପାଇଁ...

ଉଠିଲା ସଟ୍‌ଡାଉନ୍‌ – ଯାଜପୁରରେ କେଉଁ ଦୋକାନ ଖୋଲା ରହିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର, ବାଲେଶ୍ୱର, ଭଦ୍ରକରେ ୬୦ ଘଟିଆ ସଟ୍‌ଡାଉନ୍‌ ଆଜି ସକାଳ ୧୦ଟାରେ ଉଠିଛି। ହେଲେ ଯାଜପୁର ଜିଲ୍ଲାରେ କାଲିଠୁ କେଉଁ କେଉଁ ଦୋକାନ ଖୋଲା ରହିବ ସେନେଇ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି...

ଯାଜପୁରରେ ଆଉ ୫ ନୂଆ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର ଜିଲ୍ଲାରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦଶରଥପୁର ବ୍ଲକରୁ ଏହି ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି...

୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ – କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩ ଜିଲ୍ଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୩ ତାରିଖ ରାତି ୧୦ଟାରୁ ୨୬ ତାରିଖ...

ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ୍ – ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ୬୦ ଘଣ୍ଟିଆ ସଟଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ଏହି ତିନି ଜିଲ୍ଲା ସମ୍ପୂର୍ଣ୍ଣ...