ଫୁଲବାଣୀ: ୭୦ତମ ରାଜ୍ୟ ସିନିୟର୍ ପୁରୁଷ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସମ୍ବଲପୁରକୁ ହରାଇ ଚାମ୍ପିୟନ ହେଲା କିଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀରେ ୭୦ତମ ରାଜ୍ୟ ସିନିୟର୍ ପୁରୁଷ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏହାର ଫାଇନାଲ ମ୍ୟାଚରେ ସମ୍ବଲପୁରକୁ ୩-୦ ସେଟ୍‌ରେ ହରାଇ କିଟ୍‌ ଦଳ ଚାମ୍ପିୟନ ହୋଇଥିଲା। ରବିବାର...

ଜି.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନ ଫଳାଫଳ: ବିଜେଡିର ଦେବସ୍ମିତା ଶତପଥୀ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର (ଏନଏସି) ଅଧ୍ୟକ୍ଷ ଉପନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବଡ଼ ବ୍ୟବଧାନରେ...

କନ୍ଧମାଳରୁ ଦକ୍ଷିଣ ଭାରତ ତୀର୍ଥ ଭ୍ରମଣରେ ଗଲେ ୮୭ ଜଣ ବରିଷ୍ଠ ନାଗରିକ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮୭ ଜଣ ବରିଷ୍ଠ ନାଗରିକ ଦକ୍ଷିଣ ଭାରତ ଭ୍ରମଣରେ ବାହାରିଛନ୍ତି। ଫୁଲବାଣୀ ସାର୍ତାଗୁଡ଼ା ବୃଦ୍ଧାଶ୍ରମଠାରେ...

ମୃତ୍ୟୁ ଏମିତି ବି ଆସେ: ବସ ଚଲଉ ଚଲଉ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ମୃତ୍ୟୁ କେବେ, କେମିତି ଆସିବ ତାହା କାହାକୁ ବି ଜଣାନଥାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଜଣେ ଡ୍ରାଇଭର ବସ ଚଲଉ ଥିବା...

ଫୁଲବାଣୀ: ଭାରସାମ୍ୟ ହରାଇ ନାଳକୁ ଖସିଲା ମହାପ୍ରୟାଣ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ମୃତଦେହ ନେଇ ମହାପ୍ରୟାଣ ଗାଡ଼ି ବାଟାଗୁଡ଼ରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ବନ୍ଧଗଡ଼ ପଞ୍ଚାୟତର ତେଲିମୁଣ୍ଡା ଗାଁ ନିକଟରେ ନାଳ ଭିତରକୁ ଖସି...

ଫୁଲବାଣୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କର ନିକଟତର ହେବା ଉଦ୍ଦେଶ୍ୟରେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ...

କନ୍ଧମାଳ: ଉର୍ମାଗଡ଼ ଜଳପ୍ରପାତରେ ପଡ଼ି ଛାତ୍ର ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ର ହେଉଛନ୍ତି କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା...
arrested

ଫୁଲବାଣୀ: ମା’କୁ ହତ୍ୟା କରି ପୋଡ଼ିଦେବା ଅଭିଯୋଗରେ ପୁଅ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ମା’କୁ ହତ୍ୟା କରିବା ପରେ ଘର ଭିତରେ ପୋଡ଼ି ଦେଇଥିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୋଲିସ। ଏଭଳି ଅଭାବନୀୟ ଘଟଣା ଆସିଛି କନ୍ଧମାଳ ଜିଲ୍ଲା ଟିକାବାଲି...

ଫୁଲବାଣୀ: ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟ୍ଟଖଣ୍ଡା ସାହିସ୍ଥିତ ମା’ ପାଟ୍ଟଖଣ୍ଡା ଏଜେନ୍ସି ଗୋଦାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଖାଦ୍ୟ ସାମଗ୍ରୀ ଜଳି ନଷ୍ଟ...

ଫୁଲବାଣୀରେ ଭୁଶୁଡ଼ି ଗଲା ସ୍କୁଲ ଘର, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷାରେ ଭୁଶୁଡ଼ି ଗଲା ସ୍କୁଲ ଘର, ସୌଭାଗ୍ୟ ବସତଃ ଅଳ୍ପକେ ବଞ୍ଚିଗଲା ୫୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ଜୀବନ। (ଫୁଲବାଣୀରୁ ସଦାଶିବ ପାତ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା...