କେନ୍ଦ୍ରାପଡ଼ା: ଔଷଧ ବ୍ୟବସୟୀ ହତ୍ୟା ଘଟଣା, ୫ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ରାପଡ଼ା ଔଷଧ ବ୍ୟବସାୟୀ ଗଗନ ସାହୁଙ୍କ ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବ ଶତ୍ରୁତା ଓ ଗଣେଶ ଭସାଣି ଗଣ୍ଡଗୋଳକୁ ନେଇ ହତ୍ୟା କରାଯାଇଛି ବୋଲି ଏସପି ନୀତି...

ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁ ଘଟଣା – ଏନଆରଏଚସିଙ୍କୁ ପ୍ରାଥମିକ ରିପୋର୍ଟ ଦେଲେ ଜିଲ୍ଲାପାଳ ଓ ଏସପି

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନାରେ ପୋଲିସ ଆସାମୀକୁ ପିଟିପିଟି ହତ୍ୟା ଅଭିଯୋଗକୁ ଜାତୀୟ ମିନବାଧିକାର କମିସନ ଗୁରୁତର ଭାବେ ନେଇଛନ୍ତି। ଏହି ଘଟଣାରେ ଜିଲ୍ଲାପାଳ ଓ ଏସପିଙ୍କର ଯୁଗ୍ମ ତଦନ୍ତ ରିପୋର୍ଟ ମାଗିଛନ୍ତି...

ଉଠୁଛି ପଡୁଛି ପଟ୍ଟାମୁଣ୍ଡାଇ – ‘‘ମୋ’ ସ୍ୱାମୀଙ୍କୁ ପୋଲିସ ପିଟି ପିଟି ମାରି ଦେଇଛି’’

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ମଙ୍ଗୁଳିଙ୍କ ମୃତ୍ୟୁ ପରେ ପଟ୍ଟାମୁଣ୍ଡାଇରେ ଝଡ଼। ଥାନା ଆଗରେ ପରିବାର ଲୋକଙ୍କ ଧାରଣା। କେନ୍ଦ୍ରାପଡ଼ା: ‘‘ମୋ’ ସ୍ୱାମୀଙ୍କୁ ଦିନ ଦିପହରୁ ପୋଲିସ ଝରୁ ଉଠାଇ ଆଣିଛି। ଏଯାଏଁ ତାଙ୍କର ପତ୍ତା ମିଳୁନି।...

ପୋଲିସ ହେପାଜତରୁ ଯୁବକ ନିଖୋଜ, ପଟ୍ଟମୁଣ୍ଡାଇ ଥାନାରେ ଉତ୍ତେଜନା

ଓଡ଼ିଶାଲାଇଭ ବ୍ୟୁରୋ ପୋଲିସ ହେପାଜତରୁ ଯୁବକ ହେଲେ ନିଖୋଜ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ଥାନାରେ। ଯୁବକ ନିଖୋଜ ହେବାପରେ ପରିବାର ଲୋକ ଥାନା ଘେରାଉ କରିଛନ୍ତି। ଏଥିପାଇଁ...

କେନ୍ଦ୍ରାପଡ଼ା: ସ୍ପଷ୍ଟ ଦିବାଲୋକରେ ଗାଁ ମୁଣ୍ଡରେ ଫୁଟିଲା ଗୁଳି, ବ୍ୟବସାୟୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳେ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ମାର୍ଶାଘାଇ ହାତୀଆ ଗାଁରେ ଏହି ଘଟଣା ଘଟିଛି। ଔଷଧ ବ୍ୟବସାୟୀ...

ଗାଁ ଦାଣ୍ଡରେ ଅଭିଯୋଗ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆଜି ଥିଲା ମାସର ଦ୍ୱିତୀୟ ଶନିବାର। ସରକାରୀ କାର୍ଯ୍ୟାଳୟ ଛୁଟି। ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଛୁଟି ଦିନରେ ଲୋକଙ୍କ ପାଖକୁ ଚାଲି ଆସିଥିଲେ। ଗୁଲନଗର...

ଜଙ୍ଗଲ ଜମିରେ ବେଆଇନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ – କାର୍ଯ୍ୟବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ଏନ୍‌ଜିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଜଙ୍ଗଲ ଜମିରେ ବେଆଇନ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କଲା ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ। କେନ୍ଦ୍ରାପଡ଼ା ଜିଲ୍ଲାରେ ଜଙ୍ଗଲ କିସମ ଜମିରେ...

ଦିଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରାପଡ଼ା କର୍ମଜୀବୀ ସାମ୍ବାଦିକ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା: ବରିଷ୍ଠ ସାମ୍ବାଦିକ ତଥା ଷ୍ଟାଣ୍ଡର୍ଡର ଓଡ଼ିଶା ବ୍ୟୁରୋ ଚିଫ୍‌ ଦିଲୀପ ଶତପଥୀଙ୍କ ଦେହାନ୍ତରେ କେନ୍ଦାପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରାପଡ଼ାର କାର୍ଯ୍ୟରତ ସାମ୍ବାଦିକମାନେ ଦିଲୀପଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦିଲୀପଙ୍କ...

ବରିଷ୍ଠ ନାଗରିକଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ କେନ୍ଦ୍ରାପଡ଼ା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା : ବରିଷ୍ଠ ନାଗରିକମାନଙ୍କ ପ୍ରତି ଏବେ ବିପଦ ବଢ଼ିଛି। କେତେବେଳେ ବ୍ୟାଙ୍କରୁ ପେନସନ ଆଣିବା ବେଳେ ବରିଷ୍ଠ ନାଗରିକ ଲୁଟର ଶିକାର ହେଉଛନ୍ତି ତ କେତେବେଳେ ନିଜ ଘରେ ବିଶ୍ୱାସ...

ରାସ୍ତା ମରାମତି ପାଇଁ ଗାଁ ଦାଣ୍ଡରେ ଧାନ ତଳି ପୋତି ପ୍ରତିବାଦ କଲେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ରାସ୍ତା ସମସ୍ୟାକୁ ନେଇ ପ୍ରତିବାଦ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଓଳିହା ଗାଁର ଲୋକ। କାଦୁଅ ରାସ୍ତାରେ ଜମା ହୋଇଥିବା କାଦୁଅରେ ଧାନତଳି ପୋତି ଉକ୍ତ ଗାଁ ଲୋକ ପ୍ରତିବାଦ...