ମଙ୍ଗଳାଯୋଡ଼ିର ଅଶୋକ – ପକ୍ଷୀ ପ୍ରେମୀରୁ ପାଲଟିଗଲେ ଇକୋଟୁରିଜିମ୍ ଗାଇଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ମଙ୍ଗଳାଯୋଡ଼ିର ଅଶୋକ କୁମାର ସାହୁ। ପକ୍ଷୀଙ୍କ ପ୍ରତି ଥିବା ପ୍ରେମ ଆଜି ତାଙ୍କୁ ଜଣେ ସଫଳ ଇକୋ ଟୁରିଜିମ୍ ଗାଇଡ୍‌ର ପରିଚୟ ଦେଇଛି। (ବିଶ୍ଵଜିତ ସାହୁ): "ସ୍କୁଲରେ ପାଠ ପଢ଼ିଲା ବେଳେ...

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ, ଲୋକଙ୍କ ମନରେ ଛନକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧାରେ କୁକୁଡ଼ା ମଡ଼କ ଘଟଣା ଲୋକଙ୍କ ମନରେ ଛନକା ପଶାଇଛି। ବେଗୁନିଆ ବଡ଼ବେରଣ ଗାଁର ଏକ ଫାର୍ମରେ ଗତ ୩ଦିନରେ ଶହ ଶହ କୁକଡ଼ାଙ୍କ ମୃତ୍ୟୁ ହୋଇଛି। ଫଳରେ ଲୋକେ ଏବେ...

ଓଡ଼ିଶାରେ ବି ବାର୍ଡ ଫ୍ଲୁ ଚିନ୍ତା – ପରୀକ୍ଷା ପାଇଁ ଚିଲିକାରୁ ଗଲା ପକ୍ଷୀଙ୍କ ନମୁନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଓଡ଼ିଶାରେ ଏନେଇ ଆଶଙ୍କା ଦେଖାଯାଇଛି। ବାର୍ଡ ଫ୍ଲୁ ଭୟରେ ପ୍ରଥମେ ଚିଲିକାରୁ ପକ୍ଷୀମାନଙ୍କ ନମୁନା ସଂଗ୍ରହ କରାଯାଇ ଫୁଲନଖରା ପଶୁରୋଗ...

କରୋନା – ଦେଶର ଖରାପ ଜିଲ୍ଲା ଭିତରେ ଖୋର୍ଦ୍ଧା ୧୨ ନମ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ ଦଶ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶର ଖରାପ କରୋନା ଜିଲ୍ଲା ଭିତରେ ଖୋର୍ଦ୍ଧା ରହିଛି। ଏହି ଜିଲ୍ଲାମାନଙ୍କ ମଧ୍ୟରେ ଖୋର୍ଦ୍ଧାର ସ୍ଥାନ ୧୨ରେ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାରେ ୧୦...

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ତାପଙ୍ଗର ହାତିଆ ପାହାଡ଼, ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ନିଜିଗଡ଼ ତାପଙ୍ଗର ହାତିଆ ପାହାଡ଼। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରାଯାଇଛି। ଏହି ଅଞ୍ଚଳରେ ଏବେବି କିଛି ଅଫୁଟା...

ଖୋର୍ଦ୍ଧାରେ ଜିଲ୍ଲା ପ୍ରଶାସନର କରୋନା ସ୍ଥିତି ସମୀକ୍ଷା, ଏଥର ନିୟମ କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡ଼ୁ): ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ଓ ନିୟନ୍ତ୍ରଣ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି...

ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଯୋଗ ଦେଲେ ପଠାଣି ରାଉତ

    ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ପଠାଣି ରାଉତ, ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ସେ...
corona icmr ne guidelines

ଖୋର୍ଦ୍ଧାରେ କରୋନା ନିୟନ୍ତ୍ରଣ ପାଇଁ ଜୋରଦାର ହେବ କଣ୍ଟାକ୍ଟ ଟ୍ରେସିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣ ମାମଲାରେ ରାଜ୍ୟରେ ଖୋର୍ଦ୍ଧା ଏବେ ଟପ୍‌ରେ ରହିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ଏବେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି। ଜିଲ୍ଲାରେ କରୋନା ମୁକାବିଲା ନେଇ ସ୍ୱତନ୍ତ୍ର...

ଖୋର୍ଦ୍ଧା: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ମଦନପୁର ପଞ୍ଚାୟତର ଦେଉଳିଆପଣା ଗ୍ରାମରେ ଗତକାଲି ଏକ ଅଘଟଣ ଘଟିଛି। ଗ୍ରାମର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।...

ଜଟଣୀ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟରୋ (ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଜଟଣୀ କିଷ୍ଟ କଲେଜ ପାଖରେ ଥିବା ଏକ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଜଟଣୀ ରାଜା ବଜାରର...