ଖୁବଶୀଘ୍ର ଜୟପୁର ଏୟାରପୋର୍ଟରୁ ଉଡ଼ିବ ଯାତ୍ରୀବାହୀ ବିମାନ: ଡିଜିସିଏ ଦେଲେ ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ପୂଣ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲାର ଦୀର୍ଘ ବର୍ଷର ଦାବି। ଖୁବଶୀଘ୍ର ଜୟପୁର ଏୟାରପୋର୍ଟରୁ ଉଡ଼ାଣ ଭରିବ ଯାତ୍ରୀବାହୀ ବିମାନ। ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ) ଦେଇଛି...
କୋରାପୁଟ: ନାବାଳକ ହତ୍ୟା ଅଭିଯୋଗରେ ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜଣେ ନାବାଳକକୁ ହତ୍ୟା କରି ପୋଖରୀରେ ଫୋପାଡ଼ିବା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ପୋଲିସ। ଏ ନେଇ ମଙ୍ଗଳବାର ଦିନ ଏକ...
କୋରାପୁଟରେ ରୋଜଗାର ଦେଉଛି ମହୁ ଚାଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ କୋରାପୁଟର ଚାଷୀଙ୍କୁ ରୋଜଗାର ଦେଉଛି ମହୁଚାଷ। ମହୁଚାଷ ପ୍ରତି ଆଗ୍ରହ କମାଉଥିବା କୋରାପୁଟର ଚାଷୀ ଏବେ ତାଲିମ ନେଇ ମହୁଚାଷ କରୁଛନ୍ତି ଏବଂ ସଂଗ୍ରହ କରୁଥିବା ମହୁକୁ ବିକ୍ରି କରି...
ଜୟପୁର ଏୟାରପୋର୍ଟରୁ ଖୁବ ଶୀଘ୍ର ଉଡ଼ିବ ବ୍ୟବସାୟିକ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜୟପୁର ଏୟାରପୋର୍ଟରୁ ଖୁବ୍ ଶୀଘ୍ର ଉଡ଼ାଣ ଭରିବାକୁ ଯାଉଛି ବ୍ୟବସାୟିକ ବିମାନ। ଏ ନେଇ ଦୁଇଦିନ ହେବ ଡିଜିସିଏ ଓ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି ଟିମ ପହଞ୍ଚି...
ଜୟପୁର: ପୋଢ଼ ଆକ୍ରମଣରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ପୋଢ଼ ଆକ୍ରମଣରେ ଜଣେ ଅଙ୍ଗଳବାଡ଼ି କର୍ମୀଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ। ମୃତକ ହେଲେ ବୃନ୍ଦାବତୀ ପରଜା।
ବୃନ୍ଦାବତୀ ବୁଧବାର...
ଜଳ ଓ ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ନାବାଳକ କେ ରାମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜଙ୍ଗଲ ଏବଂ ଜଳ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜଣେ ୧୭ ବର୍ଷ ନାବାଳକ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି। ଦେଶର ସମସ୍ତ ରାଜ୍ୟକୁ ସାଇକେଲରେ ଯାତ୍ରା...
କୋରାପୁଟ କୁଲାରସିଂ ନଦୀ ଘାଟରୁ ଦୁଇ କୁଇଣ୍ଟାଲ ଚନ୍ଦନକାଠ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଆଇନ ଭାବେ ଚାଲାଣ କରାଯାଉଥିବା ପ୍ରାୟ ଦୁଇ କୁଇଣ୍ଟାଲ ଚନ୍ଦନ କାଠ ଜବତ କରିଛି କୋରାପୁଟ ଜିଲ୍ଲା ପାଡୁଆ ପୋଲିସ। ଜବତ ଚନ୍ଦନ କାଠର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ...
ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବୈପାରୀଗୁଡ଼ା ତହସିଲର ବରିଷ୍ଠ କିରାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳାଇ। ଜଣେ ମହିଳା ହିତାଧିକାରୀଙ୍କ ଡଙ୍ଗର ଜମି ପଟ୍ଟାକୁ...
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରଫେସର ଚକ୍ରଧର ତ୍ରିପାଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଚକ୍ରଧର ତ୍ରିପାଠୀ ସୋମବାର ଦିନ କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ...
ଚାଲାଣ ବେଳେ ଜାନିଗୁଡ଼ା ନିକଟରୁ ୧୫୦ କେଜିର ଚନ୍ଦନ କାଠ ଜବତ କଲା ସେମିଳିଗୁଡ଼ା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଆରକୁ ବନାଞ୍ଚଳରୁ କେରଳକୁ ଚୋରାରେ ଚାଲାଣ କରାଯାଉଥିବା ଚନ୍ଦନ କାଠକୁ ଜବତ କରିଛି ସେମିଳିଗୁଡ଼ା ପୋଲିସ। ପ୍ରାୟ ୧୩୦ କେଜି ଚନ୍ଦନ...





















