ଓଡ଼ିଶାରୁ ନାଗପୁର ଗଞ୍ଜେଇ ଚୋରା ଚାଲାଣ – ଅଭିଯୁକ୍ତ ଖଗପତିକୁ ଜୟପୁରରୁ ଉଠାଇ ନେଲା ମୁମ୍ବାଇ ଏଟିଏସ୍ 

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜୟପୁରର ଖଗପତି ପାଙ୍ଗିକୁ ଉଠାଇନେଲା ମୁମ୍ଵାଇର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ (ଏଟିଏସ୍)। ଜୟପୁର ସଦର ଥାନା ପୋଲିସର ସହାୟତା ନେଇ ଏଟିଏସ୍ ମୁଖ୍ୟ ଆଶିଷ କୁମାରଙ୍କ ନେତୃତ୍ଵରେ...

ଜୟପୁରରେ ଭୁଶୁଡ଼ିଲା କେନାଲ ବନ୍ଧ, ସୃଷ୍ଟି ହେଲା ୫୦ ଫୁଟର ଘାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସହର ନିକଟରେ ଅପରକୋଲାବ ପ୍ରକଳ୍ପର କେନାଲ ବନ୍ଧ ଭୁଶୁଡ଼ି ପଡ଼ିଛି। ଅଧରାତିରେ ଭୁଶୁଡ଼ିପଡ଼ିଲା କେନାଲ ବନ୍ଧ। କିଛି ବୁଝିବା ଆଗରୁ ପ୍ରବଳ ବେଗରେ ମାଡ଼ିଆସିଲା ପାଣି। ଘର ଭିତରେ ପାଣି ପଶିବା...

ଜମି ବିବାଦରୁ ହତ୍ୟାକାଣ୍ଡ – ଗାଁ ଦାଣ୍ଡରେ ଗଡ଼ିଲା ମୁଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମି ବିବାଦକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲା କୋଟପାଟ ଥାନା ଅନ୍ତର୍ଗତ ସସାହାଣ୍ଡିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଝଗଡ଼ା ସମୟରେ ପଡ଼ୋଶୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ସସାହାଣ୍ଡି ଗାଁର ଚୈତନ୍ୟ...

ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୂବନେଶ୍ୱରରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା,...

କୋରାପୁଟର ସଂସ୍କୃତି ଓ ପରମ୍ପରା ଉପରେ ଗୀତ ଗାଇ ଚର୍ଚ୍ଚାରେ ଅକ୍ଷୟ ସମର୍ଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାର ସଂସ୍କୃତି ଏବଂ ପରମ୍ପରା ଉପରେ ଗୀତ ଗାଇ ଜିଲ୍ଲାରେ ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯୁବକ ଅକ୍ଷୟ ସମର୍ଲିଆ। କୋରାପୁଟର ସମସ୍ତ ପର୍ଯ୍ୟଟନ ସ୍ଥଳୀ, ଦେବଦେବୀ ଆଦିଙ୍କୁ...

ଜୟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁରଠାରେ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଜୟପୁର ଜିଲ୍ଲା କଂଗ୍ରେସ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହୀନିପତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ...

ରାଜନୈତିକ ଉଦ୍ଦେଶ୍ୟ ନେଇ ଚାଷୀଙ୍କୁ ଭ୍ରମିତ କରାଯାଉଛି – ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ବିକାଶ ତଥା କୃଷକମାନଙ୍କ ହିତ ପାଇଁ ନୂଆ କୃଷି ଆଇନ ପ୍ରଣୟନ କରାଯାଇଛି। ଏହି ଆଇନ ଦ୍ଵାରା ଚାଷୀମାନଙ୍କର ପ୍ରଗତି ହୋଇପାରିବ। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ନେଇ ଚାଷୀମାନଙ୍କୁ ଭ୍ରମିତ କରାଯାଉଛି।...

୨୯ରୁ କୋରାପୁଟ ସାହିତ୍ୟ ଉତ୍ସବ – ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକ ପାଇବେ ‘କୋରାପୁଟ ସାହିତ୍ୟ ସମ୍ମାନ...

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ କୋରାପୁଟ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର...
chakiri 4

କୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଅଧୀନରେ ନିଯୁକ୍ତି ସୁଯୋଗ, ଡିସେମ୍ଵର ୨୮ ପୂର୍ବରୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଅଧୀନରେ ବିଭିନ୍ନ ବିଭାଗରେ ଡାକ୍ତର, ଫାର୍ମାସିଷ୍ଟ ଏବଂ ଏଏନ୍‌ଏମ୍‌ ସ୍ଵାସ୍ଥ୍ୟକର୍ମୀ ଆଦି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଡିସେମ୍ଵର ୨୮...

ବୁଲି ଯାଆନ୍ତୁ ପ୍ରାକୃତିକ ଶୋଭାରାଜିର ପେଣ୍ଠସ୍ଥଳୀ ଗୁପ୍ତେଶ୍ଵର ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ  ଏଥର ଶୀତରେ ବୁଲି ଯାଆନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟର ଗୁପ୍ତେଶ୍ଵର ମନ୍ଦିର। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାଠାରେ ରହିଛି ଗୁପ୍ତେଶ୍ଵର ମହାଦେବ ମନ୍ଦିର। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ। ଏହା ଜୟପୁର...