କୋରାପୁଟର ଡୁଡୁମା, ଦେଓମାଳି, ଶାବର ଶ୍ରୀକ୍ଷେତ୍ର – ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଥିଲେ ଆପଣଙ୍କ  କୋରାପୁଟର ବିଭିନ୍ନ ସ୍ଥାନକୁ ବୁଲି ଯାଇପାରିବେ। ସତେଜ ସବୁଜ ବନାନୀରେ ଭିତରେ ରହିଛି କୋରାପୁଟ ଜିଲ୍ଲା। ଜଙ୍ଗଲ, ଜଳପ୍ରପାତ ଏବଂ ଝରଣାରେ ପରିଶୋଭିତ ଏହି...

ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ରାମେ ମାଡ଼କାମୀଙ୍କ ଆତ୍ମସମର୍ପଣ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା। ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ରାମେ ମାଡ଼କାମୀ ବୁଧବାର କୋରାପୁଟ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ମାଓନେତା ଆର୍‌ କେର ସୁରକ୍ଷା ବିଭାଗର ଦାୟିତ୍ଵରେ...

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ, ଡିଜିଟାଲ ମାଧ୍ୟମରେ ଦର୍ଶନ କରୁଛନ୍ତି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ପ୍ରଥମ ଥର ପାଇଁ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ତେବେ କୋଭିଡ୍ କଟକଣା ଯୋଗୁ ଭକ୍ତମାନେ ସିଧାସଳଖ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଡିଜିଟାଲ ପ୍ଲାଟ୍‌ଫର୍ମରେ...

କୋରାପୁଟ: ସୁନାବେଡ଼ା ଅଞ୍ଚଳରୁ ୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ସୁନାବେଡ଼ା ଅଞ୍ଚଳରୁ ୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହି ଘଟଣାରେ ସୁନାବେଡ଼ା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ଲେକ୍‌ଡ଼ିଗୁଡ଼ାର...

ଜୟପୁରରେ ଭାରତ ବନ୍ଦ ସଫଳ – ଗଡ଼ିଲାନି ଚକ, ବନ୍ଦ ରହିଲା ଦୋକାନ ବଜାର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ନୀତି ବିରୋଧରେ ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲା ଜୟପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ...

ଜୟପୁର: ମିନିଟ୍ରକ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ     

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି। ଶୁକ୍ରବାର ଜୟପୁର ସଦର ପୋଲିସ ପାତ୍ରପୁଟ ବ୍ରିଜ୍ ନିକଟରେ ଚଢ଼ାଉ କରି ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି।...

ଜୟପୁରରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ମାଫିଆଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ବଢ଼ିବାରେ ଲାଗିଛି। ବୁଧବାର ଜୟପୁରର ଗୁନେଇପଡ଼ା ଅଞ୍ଚଳରୁ ୩୨୨ କେଜି ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ୍ ଜବତ ହୋଇଛି। ଏହି ଘଟଣାରେ ୨ଜଣକୁ...

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ: ଜିଲ୍ଲା ପ୍ରଶାସନର ଫଳକ ଫୋପାଡ଼ି ରାସ୍ତା ଅବରୋଧ କଲେ ସୀମାନ୍ତ ଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଓ ଆନ୍ଧ୍ର ଭିତରେ ପୁଣି ଦେଖାଦେଇଛି ସୀମା ବିବାଦ। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମା ଚିହ୍ନଟ ପାଇଁ ଲଗାଯାଇଥିବା ଫଳକକୁ ଆନ୍ଧ୍ର ପଟର ସୀମାନ୍ତ ଅଧିବାସୀମାନେ ଉପାଡ଼ି ଫିଙ୍ଗି...

ଜୟପୁର: ନଭେମ୍ବର ୨୬ରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ମିଳିତ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ନଭେମ୍ବର ୨୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଏହାକୁ ସଫଳ କରିବା ପାଇଁ ଜୟପୁର ଶ୍ରମିକ ଭବନଠାରେ ସ୍ଥାନୀୟ ଶ୍ରମିକ...

କୋରାପୁଟ: ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ, ୬ ମାଫିଆ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ ଗଞ୍ଜେଇ ଚାଲାଣ ବେଳେ ଗୁରୁବାର ଜୟପୁର ସଦର ପୋଲିସ, ଆନ୍ତଃ ରାଜ୍ୟ ଚାଲାଣକାରୀଙ୍କ ଉପରେ ଚଢାଉ କରିଛି। ସେମାନଙ୍କଠାରୁ ପ୍ରାୟ ୨୭୦ କେଜି ଗଞ୍ଜେଇ ସହ ୬ଟି ମୋବାଇଲ,  ଗୋଟିଏ...