କୋରାପୁଟ: ପାରିବାରିକ କଳହରୁ ଘଟିଲା ବର୍ବର କାଣ୍ଡ, ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ସଦର ଥାନା ଦେବୀଘାଟ ପଞ୍ଚାୟତ ଧଉଡା ପଦର ଗ୍ରାମରେ ଘଟିଛି ଏକ ବର୍ବର ହତ୍ୟାକାଣ୍ଡ।  ମଦ ନିଶାରେ ସ୍ତ୍ରୀର ଗଳାକୁ କାଟି ଦୁଇ ଖଣ୍ଡ କରିଛି ସ୍ୱାମୀ। ଅଭିଯୁକ୍ତ ବ୍ୟକ୍ତିଜଣକ...

କୋରାପୁଟ: ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ହେଲପର ଫେରାର

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ବୁଧବାର ଏକ ଗଞ୍ଜେଇ ଗାଡି ଜବତ ହୋଇଛି। ସେଥିରୁ ପ୍ରାୟ ୮ଶହ କେଜି ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଅଫୁଟାଫଫ...

ଜୟପୁର: ବିଲ୍ଟ ପେପର ମିଲ୍‌ରେ ଉତ୍ତେଜନା, ବିଭିନ୍ନ ଦାବି ନେଇ କର୍ତ୍ତୃପକ୍ଷଙ୍କୁ ଘେରିଲେ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଅଚଳାବସ୍ଥା ଜାରି ରହିଥିବା ବେଳେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ମୁଖ୍ୟ ଫାଟକରେ ତାଲା ପକାଇ ସେମାନେ ବିକ୍ଷୋଭ କରିଛନ୍ତି। କାର୍ଯ୍ୟରେ ଯୋଗ ଦେବା...

ଏଆଇଟିୟୁସି କୋରାପୁଟ ଶାଖାର ଶତବାର୍ଷିକୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ (ଏଆଇଟିୟୁସି)ର ଶହେ ବର୍ଷ ପୁର୍ତ୍ତି ଉପଲକ୍ଷେ ଏହାର କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ଶତବାର୍ଷିକୀ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଶ୍ରମିକ ନେତା ପ୍ରମୋଦ ...

ଜୟପୁର: ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଓ ପିଜି ପରୀକ୍ଷା ଫଳ ପ୍ରକାଶିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। କୋଭିଡ୍ ଯୋଗୁ ବିଳମ୍ବରେ ପରୀକ୍ଷା ହୋଇଥିବା ବେଳେ ରେଜଲ୍ଟ ମଧ୍ୟ ବିଳମ୍ବରେ ବାହାରିଛି। ଚଳିତବର୍ଷ...

କୋରାପୁଟ : ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଡିପିଓ, ଧରିଲା ଭିଜିଲାନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ) ସ୍ନିଗ୍ଧାରାଣୀ ମିଶ୍ରଙ୍କ କଳା କାରନାମା ଧରାପଡ଼ିଛି। ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ଟିମ୍‌...

ଜୟପୁର: କୋଭିଡ୍ କଟକଣା ଭିତରେ ଶେଷ ହେଲା ଦଶହରା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁରରେ କୋଭିଡ୍ କଟକଣା ଭିତରେ ଶେଷ ହୋଇଛି ଦଶହରା ପର୍ବ। ଗତକାଲି ବିଜୟା ଦଶମୀ ଅବସରରେ ଏଠାରେ ପ୍ରସିଦ୍ଧ ଅପରାଜିତା ପୂଜା ହୋଇଥିଲା। ମଙ୍ଗଳବାର ଭୋର ସାଢ଼େ ୩ଟାରେ ଏହି ପୂଜା...

କୋରାପୁଟ: ଟ୍ରେନ ମାଡ଼ିଯାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ସିଙ୍ଗାରାମ ରେଳ ଷ୍ଟେସନରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରେନ ମାଡିଯିବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହା...

ଜୟପୁର: ଗଞ୍ଜେଇ ଲୋଡିଙ୍ଗ ବେଳେ ପୋଲିସର ଚଢ଼ାଉ, ୩ କ୍ଵିଣ୍ଟାଲ୍ ଗଞ୍ଜେଇ ସହ ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁରରୁ ଶନିବାର ୩ କ୍ଵିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ୍, ନଗଦ ୧ ଲକ୍ଷ...

ଜୟପୁର: ଓଡ଼ିଶା ସୀମାନ୍ତରୁ ୭୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଏହି ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ହେଉଥିବା ସୂଚନା ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ...