କୋରାପୁଟରେ ଉଦ୍ଘାଟିତ ହେଲା ରାଜ୍ୟର ଷଷ୍ଠ ପ୍ଲାଜ୍ମା ବ୍ୟାଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟରେ ଉଦ୍ଘାଟିତ ହେଲା ରାଜ୍ୟର ଆଉ ଏକ ପ୍ଲାଜ୍ମା ବ୍ୟାଙ୍କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ...
ପଟାଙ୍ଗି ବିଧାୟକ ପିତମ ପାଢ଼ୀ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ଆଉ ଜଣେ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ କରୋନା ରପୋର୍ଟ ପଜିଟିଭ୍ ଆସିଛି। ଏନେଇ ନିଜେ ବିଧାୟକ ଫେସବୁକ ଜରିଆରେ...
ବାଟବଣା ସରକାରୀ ଯୋଜନା – ପାଇଖାନା ଘରେ ଜୀବନ ବିତାଉଛନ୍ତି ଦମ୍ପତି
ଓଡିଶାଲାଇଭ୍ ବ୍ୟୁରୋ
ଅସହାୟ ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଅନେକ ହିତାଧିକାରୀ ଏଥିରୁ ବାଦ୍ ପଡ଼ୁଛନ୍ତି। ସରକାରୀ ସହାୟତା ନ ପାଇ ପାଇଖାନା ଘରେ ଜୀବନ ବିତାଉଛନ୍ତି...
ଅସହ୍ୟ ହେଲା ସ୍ୱାମୀର ନିର୍ଯାତନା – ୨ଛୁଆଙ୍କୁ ଧରି କୁଅକୁ ଡେଇଁ ଜୀବନ ହାରିଲା ସ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀ ଦେଉଥିବା ନିର୍ଯାତନାକୁ ସହି ନପାରି ୨ ଛୁଆଙ୍କୁ ଧରି କୂଅକୁ ଡେଇଁ ଜୀବନ ହାରିଲେ ସ୍ତ୍ରୀ। ଦୁନିଆ ଦେଖିବା ଆଗରୁ ଆଖି ବୁଜିଦେଲେ ଦୁଇ...
ୟୁନିସେଫ୍-ଆକ୍ସନଏଡ୍ର ଅନଲାଇନ କାର୍ଯ୍ୟକ୍ରମ ‘ମୁଁ ପାରିବି’ – ‘‘ଯୁବପିଢ଼ି ହେଉଛନ୍ତି ଭାରତର ଶକ୍ତି, ସେମାନେ ଆଗକୁ ଆସିବା ଦରକାର’’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=XOubXbVS_zU
କୋଭିଡ୍ ସମୟରେ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ପାଇଁ ‘ମୁଁ ପାରିବି’ ଅଭିଯାନ।
କୋଭିଡ୍-୧୯ ମହାମାରୀ ବେଳେ ଯେଉଁସବୁ ଆହ୍ୱାନ ରହିଛି ତାକୁ ସାମ୍ନା କରି ଯୁବପିଢ଼ିମାନେ କେମିତି ଆଗକୁ ଆସିବେ ତାକୁନେଇ ଏକ...
ଭାଙ୍ଗିଗଲା ସୁନା ସଂସାର – ଅକାଳରେ ଚାଲିଗଲେ ବାପା ମା’, ୪ ଶିଶୁ ଅନାଥ
ଓଡିଶାଲାଇଭ୍ ବ୍ୟୁରୋ
ହସଖିୁସିରେ ଦିନେ ପୂରି ଉଠୁଥିଲା ପରିବାର। ୪ ପିଲାଙ୍କୁ ନେଇ ବାପା ମା’ ଦେଖିଥିଲେ କେତେ ସ୍ୱପ୍ନ। ହେଲେ ହଠାତ ଗୋଟିଏ ଝଡ଼ ସୁନା ସଂସାରକୁ ଭାଙ୍ଗିଦେଲା। ବାପା, ମା’ ଆଗ...
କୋରାପୁଟ: ଟିପର ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ଓଡିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଏକ ଟିପରରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଟିପର ଡ୍ରାଇଭର...
ଜୟପୁରରୁ ୫୧୧ କିଲୋଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ
ଓଡିଶାଲାଇଭ୍ ବ୍ୟୁରୋ
ଜୟପୁରରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୫୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ବୈପାରୀଗୁଡ଼ା ପୋଲିସ। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ...
ଜୟପୁରରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ଜୟପୁରରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ଜୟପୁର ଜଲାପୁଟଠାରୁ ବିହାରକୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଯାଉଥିବା ବେଳେ ଚଢ଼ାଉ କରି ଟ୍ରକକୁ ଜବତ...
ଜୟପୁର: ଭୁଶୁଡ଼ିଲା ମୁଖ୍ୟ କେନାଲ ଆଡ଼ିବନ୍ଧ, ଶହ ଶହ ହେକ୍ଟର ଚାଷ ଜମି ବାଲିଚର
ଓଡିଶାଲାଇଭ୍ ବ୍ୟୁରୋ
କରୋନା ଯୋଗୁଁ ଚିନ୍ତାରେ ଥିବା ଚାଷୀ ଉପରେ ଦାଉ ସାଧିଲା ମୁଖ୍ୟ କେନାଲ। ଜୟପୁର ବ୍ଲକ କଙ୍ଗା ପଞ୍ଚାୟତ ଡୁମୁରାଗୁଡ଼ାରେ କେନାଲର ଆଡ଼ିବନ୍ଧ ଭାଙ୍ଗିଯିବାରୁ ଶହ ଶହ ହେକ୍ଟର ଚାଷ ଜମିରେ ବାଲି...





















