ଜୟପୁରରେ ଅବାଧରେ ଚାଲିଛି ବନ୍ୟଜନ୍ତୁ ଶିକାର – ବନବିଭାଗ ନିରବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ରେଞ୍ଜ ଅନ୍ତର୍ଗତ କୋରାପୁଟ ଘାଟି ଜଙ୍ଗଲରେ ଅବାଧରେ ଚାଲିଛି ଜନ୍ତୁ ଶିକାର। ଗ୍ରାମବାସୀ ଏକାଠି ହୋଇ କରୁଛନ୍ତି ଝିଙ୍କ ତଥା ଅନ୍ୟ ଜଙ୍ଗଲୀ ଜନ୍ତୁଙ୍କ ଶିକାର। ଶୁକ୍ରବାର ସକାଳେ ଜୟପୁର କୋରାପୁଟ...

ଜାନୁଆରି ୧୯ରୁ କୋରାପୁଟରେ ପଲ୍‌ସ ପୋଲିଓ ନିରାକରଣ ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲାରେ ପଲ୍‌ସ ପୋଲିଓ ଓ ସ୍ୱତନ୍ତ୍ର ଟୀକାକରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଛି। ୧୯ ତାରିଖରୁ ୨୧ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ୫ବର୍ଷରୁ କମ୍‌...

କାଠ ଚୋରା ଚାଲାଣ ବେଳେ ୨ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ବୈପାରୀଗୁଡ଼ା ବନବିଭାଗକୁ ପକ୍ଷରୁ ଗୁରୁବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରାୟ କାଠ ଜବତ କରାଯାଇଛି। ଚୋରା ଚାଲାଣ ବେଳେ କାଠ ଜବତ ହେବା ସହ ଦୁଇଟି ସାଇକେଲ,...

ବୈପାରୀଗୁଡ଼ାରୁ ୧୦୦ କେଜି ଗଞ୍ଜେଇ ବୋଝେଇ କାର୍‌ ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ବୈପାରୀଗୁଡ଼ାରେ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିଲା ବେଳେ ୧୦୦ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ସଂପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି ବୈପାରୀଗୁଡା ପୋଲିସ। ଗିରଫ...

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢାଉ, ୪୨ କେଜି ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢାଉ କରିଛି ଜୟପୁର ସଦର ପୋଲିସ। ୨ଟି ବାଇକରେ ଲମତାପୁଟଠାରୁ କଳାହାଣ୍ଡି ଚାଲାଣ ହେଉଥିବା ବେଳେ ପୋଲିସ  ଖବର ପାଇ  ୩୨୬ ଜାତୀୟ ରାଜପଥ ବାମୁଣି...

ଜୟପୁରରେ ୪୨୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ପୌରାଞ୍ଚଳରେ ଶନିବାର ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟ ନିବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ୪୨୪ ଜଣ ହିତାଧିକାରିଙ୍କୁ...

ଶିକ୍ଷକ ଆତ୍ମହତ୍ୟା ଘଟଣା – ଗିରଫ ହେଲେ କୋରାପୁଟ ଡିଇଓ ପ୍ରମୋଦ ପଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗିରଫ ହେଲେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୋଲିସ ସ୍ପେଶାଲ ସ୍କ୍ଵାଡ୍‌। ଡିଇଓଙ୍କ ବାସଭବନରେ ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଡିସେମ୍ଵର...

କୋରାପୁଟ: କାରରୁ ଦେଢ଼ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ବୁଧବାର ପେଟ୍ରୋଲିଂ ସମୟରେ କାର ଭିତରୁ ୧ କୁଇଣ୍ଟାଲ୍ ୬୯ କିଲୋ ଗଞ୍ଜେଇ ଜବତ କରିଛି କୋଟପାଡ଼ ପୋଲିସ। ବୁଧବାର ରାତିରେ କୋଟପାଡ଼...

କୋରାପୁଟ – ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ୍ ଭେଙ୍କଟ ରାଓ ସୋମବାରଠୁ ନିଖୋଜ ଅଛନ୍ତି।  ସୋମବାର ଅଫିସ୍ କାମ ପାଇଁ ସେ ଘରୁ ଯାଇଥିଲେ। ସାଙ୍ଗରେ ଜଳଯୋଗାଣ ବିଭାଗର...

୩୦୦ ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା ଘଟଣା, ସ୍ଵାମୀ ସହ ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ମାତ୍ର ୩୦୦ ଟଙ୍କା ପାଇଁ ସ୍ତ୍ରୀ’କୁ ହତ୍ୟା କରିବା ଘଟଣା। ଏଥିରେ ମୁଖ୍ୟ ଅଭିଯୁକ୍ତ ସ୍ଵାମୀ ରମେଶ ପରଜା...