ଜୟପୁରରେ ୩ କାଠ ମାଫିଆ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଆଇନ ଭାବେ କାଠ ଚାଲାଣ ହେଉଥିବା ବେଳେ ଜୟପୁର ବନଖଣ୍ଡ ପକ୍ଷରୁ ଚଢାଉ କରି ୩ ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଛି। ଟାଟା ମ୍ୟାଜିକ ଗାଡିରେ କାଠ ଚାଲାଣ ହେଉଥିବା ବେଳେ...

ଜୟପୁର: ୩୪୯ ଗଞ୍ଜେଇ ଜବତ, ତିନି ଯୁବକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର କଟାଛକରେ ୩୪୯ କିଲୋଗ୍ରାମର ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କରିଛି ବୈପାରୀଗୁଡ଼ା ପୋଲିସ।   ଲମତାପୁଟଠାରୁ ଉତ୍ତରପ୍ରଦେଶକୁ ଏକ ଚାରିଚକିଆ ଯାନରେ ୧୪ଟି ପ୍ୟାକେଟରେ ୩୪୯ କେଜି ଗଞ୍ଜେଇ ଚୋରାଚାଲାଣ...

ଜୟପୁର ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଘାଟିତ ହୋଇଯାଇଛି। ୧୨ ଦିନ ଧରି ଚାଲିବାକୁ ଥିବା ଏହି ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ...

କୋରାପୁଟ: ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ଭିତରେ ଯୁବକଙ୍କ ଆତ୍ମହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସକାଳ ୫ଟା ବେଳେ ଗୁପ୍ତେଶ୍ୱର ଶିବ ମନ୍ଦିରରୁ ଏହି ଯୁବକଙ୍କ...

ସ୍ତ୍ରୀ ପଠାଇଲେ ଛାଡ଼ପତ୍ର ନୋଟିସ୍‌, ସ୍ଵାମୀ କଲେ ସୁଇସାଇଡ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ତ୍ରୀର ଛାଡ଼ପତ୍ର ନୋଟିସ୍‌ ଯୋଗୁଁ ସ୍ଵାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଘଟଣ ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସରସ୍ଵତୀ ନଗରରେ। ପାରିବାରିକ କଳହରେ ସ୍ତ୍ରୀ ସ୍ଵାମୀକୁ ଛାଡ଼ପତ୍ର ନୋଟିସ...

ଜୟପୁର: ଦରଦାମ ବୃଦ୍ଧି ନେଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: ଜୟପୁର ନଗର କଂଗ୍ରେସ ପକ୍ଷରୁ ଦର ଦାମ ବୃଦ୍ଧି ପ୍ରତିବାଦରେ ସୋମବାର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ନଗର ସଭାପତି ନରେନ୍ଦ୍ର ମହାନ୍ତିଙ୍କ ନେୃତ୍ୱରେ ଜୟପୁର ବିଧାୟକ ତାରା ପ୍ରସାଦ...

ଉଡାନ୍‌ ଯୋଜନାରେ ସାମିଲ ହେଲା ଜୟପୁର ବିମାନ ଘାଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଡାନ ଯୋଜନାରେ ସାମିଲ ହେଲା ଜୟପୁର ବିମାନ ଘାଟି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠିଙ୍କ ସହ କେନ୍ଦ୍ର ବେସାମରିକ ଚଳାଚଳ ସଚିବ ପ୍ରଦୀପ ସିଂହ ଖୋରାଲାଙ୍କ ମଧ୍ୟରେ...
Koraput

କୋରାପୁଟ: ରାସ୍ତା ଅବରୋଧ କରିବାରୁ ୧୬୪ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଇନ୍‌ ଅମାନ୍ୟ କରି ଜାତୀୟ ରାଜପଥ ଅବରୋଧ କରିଥିବାରୁ ପୋଲିସ ୧୬୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ମାମଲା କୋରାପୁଟ ଜିଲ୍ଲାର...

କୋରାପୁଟରେ ଦଶମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦଶମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ। ଏହି ଘଟଣାଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ। ସ୍ଥାନୀୟ ବୁର୍ଜା ସେବାଶ୍ରମର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ...

ଜୟପୁର: ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଲା – ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ବ୍ଲକ ଫାମ୍ପୁଣି ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଛି ଜୟପୁର ସଦର ପୋଲିସ। ଏହି ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି...