Koraput

କୋରାପୁଟ: ରାସ୍ତା ଅବରୋଧ କରିବାରୁ ୧୬୪ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଇନ୍‌ ଅମାନ୍ୟ କରି ଜାତୀୟ ରାଜପଥ ଅବରୋଧ କରିଥିବାରୁ ପୋଲିସ ୧୬୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ମାମଲା କୋରାପୁଟ ଜିଲ୍ଲାର...

କୋରାପୁଟରେ ଦଶମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦଶମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ। ଏହି ଘଟଣାଟି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ। ସ୍ଥାନୀୟ ବୁର୍ଜା ସେବାଶ୍ରମର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ...

ଜୟପୁର: ସେବାଶ୍ରମ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଲା – ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ବ୍ଲକ ଫାମ୍ପୁଣି ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଛି ଜୟପୁର ସଦର ପୋଲିସ। ଏହି ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି...

 ସେବାଶ୍ରମରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେବାଶ୍ରମରେ ସପ୍ତମ ଶ୍ରେଣୀର ଛାତ୍ରୀ ହେଲେ ୩ ମାସର ଗର୍ଭବତୀ। କୋରାପୁଟ ଜିଲା ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମରେ ଏହି ଘଟଣା ଘଟିଛି। ଛାତ୍ର ଜଣକ...

ଜୟପୁର: ରୋଡ୍ ରୋମିଓକୁ ଗୋଡ଼ାଇ ଗୋଡ଼ାଇ ବହେ ଛେଚିଲେ ଯୁବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଝି ରାସ୍ତା ଉପରେ ଜଣେ ରୋମିଓଙ୍କୁ ବହେ ଛେଚିଛନ୍ତି ଯୁବତୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଜୟପୁର ସହରର ଜୟନଗର ପାର୍କ ନିକଟରେ। ମଙ୍ଗଳବାରର ଘଟଣା। ଯୁବତୀ ଜଣକ...

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ଆଇ. ରାମବ୍ରହ୍ମମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଫେସର୍‌ ଆଇ ରାମବ୍ରହ୍ମମ୍‌ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ପ୍ରଫେସର ଆଇ. ରାମବ୍ରହ୍ମମଙ୍କୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚୟନ କରିଛନ୍ତି। ମଙ୍ଗଳବାର...

କୋରାପୁଟରେ ଉଦ୍‌ଘାଟିତ ହେଲା ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ପ୍ରଦର୍ଶନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଲ୍ଲା ସ୍ତରୀୟ ବିଜ୍ଞାନ ଗଣିତ ଏବଂ ପରିବେଶ ପ୍ରଦର୍ଶନୀ ମଙ୍ଗଳବାର କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଘାଟିତ ହୋଇଛି। କୋରାପୁଟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ...

କୋରାପୁଟରେ ଅପରେସନ ଗ୍ରୀନ ଡାଇମଣ୍ଡ – ୯୨ ଏକର ଗଞ୍ଜେଇ ଚାଷ  ନଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅପରେସନ ଗ୍ରୀନ ଡାଇମଣ୍ଡ ମାଧ୍ୟମରେ ରାଜ୍ୟକୁ ଗଞ୍ଜେଇ ମୁକ୍ତ କରିବା ଉଦ୍ଦେଶ୍ୟରେ ଅଣ୍ଟା ଭିଡ଼ିଛନ୍ତି ସରକାରl ବିଭିନ୍ନ ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିଲା ବେଳେ ଏହି କ୍ରମରେ ମଙ୍ଗଳବାର...

ତଦନ୍ତ ପାଇଁ କୁନ୍ଦୁଲି ପୀଡ଼ିତାଙ୍କ ଘରେ ପହଞ୍ଚିଲା ଏସ୍ଆଇଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତ ଆରମ୍ଭ ହୋଇଛି। ଏସ୍‌ଆଇଟିର ଏକ ୩ ଜଣିଆ ଟିମ୍‌ ପୀଡ଼ିତାଙ୍କ ଗାଁକୁ ଯାଇ ତଦନ୍ତ କରିଛନ୍ତି। ଯେଉଁ ସ୍ଥାନରେ ଦୁଷ୍କର୍ମ ଅଭିଯୋଗ...

କୁନ୍ଦୁଲି ଗଣଦୁଷ୍କର୍ମର ଏସ୍ଆଇଟି ତଦନ୍ତ ଆରମ୍ଭ, ତିନି ଜଣ ରେଞ୍ଜର୍ ଡିଆଇଜି କରୁଛନ୍ତି ତଦନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ଆରମ୍ଭ ହୋଇଛି। ସୋମବାର କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ତିନି ରେଞ୍ଜର୍ ଡିଆଇଜିଙ୍କୁ ନେଇ ଏକ ବୈଠକ ବସିଛି। ହାଇକୋର୍ଟ କୁନ୍ଦୁଲି ଗଣଦୁଷ୍କର୍ମ...