କୁନ୍ଦୁଲି ଗଣଦୁଷ୍କର୍ମର ଏସ୍ଆଇଟି ତଦନ୍ତ ଆରମ୍ଭ, ତିନି ଜଣ ରେଞ୍ଜର୍ ଡିଆଇଜି କରୁଛନ୍ତି ତଦନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ଏସ୍ଆଇଟି ତଦନ୍ତ ଆରମ୍ଭ ହୋଇଛି। ସୋମବାର କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ତିନି ରେଞ୍ଜର୍ ଡିଆଇଜିଙ୍କୁ ନେଇ ଏକ ବୈଠକ ବସିଛି। ହାଇକୋର୍ଟ କୁନ୍ଦୁଲି ଗଣଦୁଷ୍କର୍ମ...

କୋରାପୁଟ: ଦୁଇଦିନରେ ୨ଟି ଜାଗାରୁ ଏକ ଟନ୍ ଗଞ୍ଜେଇ ଜବତ, ୯ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ   କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ପୋଲିସ ପୁଣି ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି। ଗୁରୁବାରର ଜୟପୁର ସଦର ପୋଲିସ ଚଢ଼ାଉ କରିଥିବା ବେଳେ ଶନିବାର ବୈପାରିଗୁଡା ପୋଲିସ ଚଢ଼ାଉ...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ଏଏସଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଜିଲାନ୍ସ ଜଳାରେ ଧରାପଡିଲେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନାର ଏଏସଆଇ ଶରତ କୁମାର ସାହୁ। ଗୁରୁବାର କୋଟପାଡ଼ ସହରର ବେଳମା ସହିର ପ୍ରଶାନ୍ତ ବିଶ୍ୱାଳଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା...

୧୨ ଲକ୍ଷ ଟଙ୍କାର ଗଞ୍ଜେଇ ସହ ତିନି ଗିରଫ କଲା ବୈପାରିଗୁଡ଼ା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୈପାରୀଗୁଡା ପୋଲିସକୁ ହାତରେ ଧରାପଡ଼ିଛି ବିପୁଳ ପରିମାଣର ଗଞ୍ଜେଇ। ଏହାସହ ୩ଜଣଙ୍କୁ ଗିରଫ କରାଯାଇଛି। ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ଛକରେ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ଜଣାପଡିଛି। ଜବତ...

ଜୟପୁରରେ ଚାଷୀଙ୍କ ବିକ୍ଷୋଭ, ଘେରାଉ କଲେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଚାଷୀଙ୍କ ବିକ୍ଷୋଭ। ଅଭାବି ବିକ୍ରି, ଟୋକେନ ବ୍ୟବସ୍ଥା ଏବଂ ଜଳସେଚିତ ଓ ଅଣଜଳସେଚିତ ତାରତମ୍ୟ ବିରୋଧରେ ଚାଷୀମାନେ ସ୍ଥାନୀୟ ରଜାନହରଠାରୁ ବାଇକ ଏବଂ ପଦ ଶୋଭଯାତ୍ରାରେ ବାହାରି...

ଅବହେଳିତ ଅବସ୍ଥାରେ ମାଛକୁଣ୍ଡ ଜଳପ୍ରପାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଭାବରେ ମାଛକୁଣ୍ଡ ଜଳପ୍ରପାତକୁ ଗଣାଯାଏ। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଜଳପ୍ରପାତକୁ ଦେଖିବା ପାଇଁ ଓଡ଼ିଶା ଓ ଆନ୍ଧ୍ରରୁ ବହୁ ପର୍ଯ୍ୟଟକ...

କୋରାପୁଟରୁ ଆସିଲା ଅଭାବନୀୟ ଚିତ୍ର – ପୁଣି ଭାରାରେ ବୁହା ହେଲେ ଗର୍ଭବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ଏହାର ପ୍ରଭାବ ପଡୁନି। ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନଥିବାରୁ ପୁଣି ଜଣେ...

ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଗିରଫ, କାର ସହ ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ୍‌ ଚଢ଼ଉ କରିଛି। ଘଟଣାସ୍ଥଳରୁ ପୋଲିସ ୭୯ କିଲୋଗ୍ରମର ଗଞ୍ଜେଇ ସହ ଗୋଟିଏ କାର ଜବତ କରିଛି। ଗଞ୍ଜେଇ...

ଜୟପୁରରେ କୋଠା ଭୁଶୁଡ଼ିବା ଘଟଣା, ୮ ବର୍ଷର ନାବାଳକ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ବାରେଣୀପୁଟରେ ଶୁକ୍ରବାର ବିଳମ୍ଵିତ ରାତିରେ ଗୋଟିଏ ପରିବାରର ୫ ଜଣଙ୍କ ଉପରେ ଏକ ପରିତ୍ୟକ୍ତ କୋଠା ଭୁଶୁଡ଼ି ପଡ଼ିଥିଲା। ଏଥିରେ ଶନିବାର ଜଣେ ୮ ବର୍ଷ...

ଜୟପୁରରେ ଭୁଶୁଡିଲା କୋଠା, ଫସିଛନ୍ତି ୩

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ପରିବାରର ୫ଜଣଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଏକ ପରିତ୍ୟକ୍ତ କୋଠା। ଏଥିରେ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ଫସି ରହିଥିବା ଜଣାପଡ଼ିଛି। ଫସି ରହିଥବା ୩ ଜଣ...