ଜୟପୁର : ବୋଲେରୋ ଗାଡିରୁ ଗଞ୍ଜେଇ ଜବତ, ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ଟାଉନ ପୋଲିସକୁ ପୁଣି ଏକ ସଫଳତା ମିଳିଛି। ଏକ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ଉପରେ ଚଢ଼ଉ କରିଛି ପୋଲିସ୍। ଏହି ଘଟଣାରେ ୨ ଜଣଙ୍କୁ ପୋଲିସ୍ ଗିରଫ କରିଥିବା...
କୁନ୍ଦୁଲି ଗଣଦୁଷ୍କର୍ମ: ୧ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବହୁ ଦିନ ବିତିଯାଇଥିଲେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ମିଳି ପାରିନାହିଁ। ଏହି ମାମଲାର ତଦନ୍ତ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦେବାକୁ...
ଜୟପୁର : ବୋଲେରୋରୁ ୧୪୫ କିଲୋଗ୍ରାମର ଗଞ୍ଜେଇ ଜବତ, ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାର ଜୟପୁର ସହର ବର୍ତ୍ତମାନ ଗଞ୍ଜେଇ ଚାଲାଣର ଆଡ୍ଡାସ୍ଥଳୀ ପାଲଟିଲାଣି। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସହରେ ଜୟପୁଣ ଦେଇ ବେଆଇନ୍ ଗଞ୍ଜେଇ ଚାଲାଣ କାରବାର କରାଯାଉଛି। ବୁଧବାର...
ଜୟପୁର : ଦୁଷ୍କର୍ମ ବିରୋଧରେ ସ୍ୱର ଉଠାଇଲା ଅଖିଳ ଭାରତ ଯୁବ ସଂଘ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ିଚାଲିଥିବା ଶିଶୁ ଓ ମହିଳାଙ୍କୁ ଦୁଷ୍କର୍ମ ଏବଂ ଅତ୍ୟାଚରକୁ ବିରୋଧ କରି ସ୍ୱର ଉତ୍ତୋଳନ କରିଛି କୋରାପୁଟ ଜିଲ୍ଲାର ଜୟପୁର ଅଖିଳ ଭାରତ ଯୁବସଂଘ। ଆଜି ଜୟପୁର ସହର ଶ୍ରମିକ...
ଜୟପୁର: ସ୍ଥାୟୀ ନିଯୁକ୍ତି ଦାବିରେ ଆଞ୍ଚଳିକ ଦୁଗ୍ଧ ସଂଘ କର୍ମଚାରୀଙ୍କ ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ଆଞ୍ଚଳିକ ଦୁଗ୍ଧ ସଂଘର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବିରେ ମଙ୍ଗଳବାର ଜୟପୁର ଦୁଗ୍ଧ...
ବୋଲ୍ବମ୍, ହରହର ମହାଦେବ ଧ୍ୱନିରେ କମ୍ପୁଛି ଗୁପ୍ତେଶ୍ଵର ପୀଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରାବଣ ଦ୍ୱିତୀୟ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ଶୈବ ପୀଠ। ବୋଲ୍ବମ୍, ହରହର ମହାଦେବ ଧ୍ଵନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ମହାଦେବଙ୍କୁ ଜଳଲାଗି...
କାଠ ଟ୍ରକ ସହ ଦୁଇ ମାଫିଆଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର: ବୈପାରୀଗୁଡା ଥାନା ଅନ୍ତର୍ଗତ ମୋସିଗାଁରେ ଶନିବାର ବିଳମ୍ବିତ ରାତିରେ କାଠ ଚୋରା ଚାଲାଣ ବେଳେ କାଠ ଟ୍ରକ ସହ ଦୁଇ ମାଫିଆଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀl ମୋସିଗାଁଠାରୁ କୁନ୍ଦୁରା ଯିବା...
ମାଓବାଦୀଙ୍କ ସହିଦ ସପ୍ତାହ – କୋରାପୁଟରେ ହାଇଆଲର୍ଟ, ମଲକାନଗିରିକୁ ଗଡ଼ିଲାନି ବସ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମାଓବାଦୀମାନେ ଆଜିଠୁ ଅଗଷ୍ଟ ୩ ତାରିଖ ଯାଏଁ ସହିଦ ସପ୍ତାହ ପାଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ...
ଜୟପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି – କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ କୋରାପୁଟ ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବହୁ ଦିନଧରି ଚାଲିଥିବା ଆନ୍ଦୋଳନକୁ ଆଗକୁ ନେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଏନେଇ ସାଂସଦ ଉଲ୍ଲାକା କେନ୍ଦ୍ର ଆଇନ ମନ୍ତ୍ରୀ ରବି...
ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କଲେ କୋରାପୁଟ ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନେଇ ସାଂସଦଙ୍କ ଦାବି। କୋରାପୁଟ ସାଂସଦ ସପ୍ତଗିରି ଉଲକା ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇ ଦାବି କରିଛନ୍ତି। ଏନେଇ ସାଂସଦ କେନ୍ଦ୍ର ମାନବସମ୍ବଳ...





















