କୋରାପୁଟ: କାରକୁ ଧକ୍କା ଦେଲା ଟ୍ୟାଙ୍କର, ଗୋଟିଏ ପରିବାରର ୩ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଟ୍ୟାଙ୍କର ସହ କାରର ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାର ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ୨୬...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବୁଧବାର ଦିନ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି...

କୋରାପୁଟରୁ ଟି୨୦ ବିଶ୍ଵକପ୍: ନକୁଳଙ୍କ କ୍ରିକେଟ ଯାତ୍ରା

ବିଶ୍ଵଜିତ ସାହୁ [youtube https://www.youtube.com/watch?v=--dyfQ3Dl-k] ନକୁଳ ବଡ଼ନାୟକ। ଦୃଷ୍ଟିହୀନ କ୍ରିକେଟରେ ଓଡ଼ିଶାର ଅନ୍ତର୍ଜାତୀୟ ଚେହେରା। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରୁ ଖେଳି ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ୨୦୨୨ରେ ହୋଇଥିବା...

କୋରାପୁଟ: ସ୍କୁଟି ଉପରକୁ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ପ୍ରାଣ ହରାଇଲେ ୨ ଯୁବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଗୋଟିଏ ସ୍କୁଟି ଉପରକୁ ଓଲଟି ପଡ଼ିବାରୁ ସ୍କୁଟିରେ ଯାଉଥିବା ଦୁଇଜଣ ଯୁବତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି...

କୋଟିଆ ଓଡ଼ିଶାର: ପ୍ରମାଣ ଦେଉଛି ଭାରତ ସରକାରଙ୍କ ଦ୍ଵାରା ସ୍ଥାପିତ କୋଟିଆ ପୋଷ୍ଟ ଅଫିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋଟିଆ ଓଡ଼ିଶାର, ଏହା ପ୍ରମାଣ ଦେଉଛି ଭାରତ ସରକାରଙ୍କ ଦ୍ଵାରା ସ୍ଥାପିତ ହୋଇଥିବା କୋଟିଆ ପୋଷ୍ଟ ଅଫିସ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ମାନଚିତ୍ର ସ୍ପଷ୍ଟ।...

କୋରାପୁଟ: କୁଇ ଓ ଦେଶିଆ ଭାଷାରେ ପ୍ରସ୍ତୁତ ହେବ ପାଠ୍ୟ ପୁସ୍ତକ, ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେଲା...

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ୫ ଦିନିଆ କୁଇ ଓ ଦେଶିଆ ଭାଷାର ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀଙ୍କ ନିମନ୍ତେ ପ୍ରାରମ୍ଭିକ ଶିକ୍ଷାସ୍ତରରେ...

ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କୋରାପୁଟ ପୋଲିସ: ୬ ଗାଡ଼ି ଜବତ, ଦୁଇ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ଥାନା ପୋଲିସ। ବାଇକ ଚୋରି କରୁଥିବା ସମୟରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ଟି ଗାଡ଼ି...

କୋରାପୁଟ: ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ସାମାନ୍ୟ କଥା କଟାକଟିରୁ ନିଜ ପୁଅକୁ ଅତି ନୃଶଂସ ଭାବେ ବାପା ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି...

ବ୍ରହ୍ମପୁର-ଜୟପୁର ଦ୍ଵିତୀୟ ବିଜୁ ଏକ୍ସପ୍ରେସ-ୱେ: ଖୁବଶୀଘ୍ର ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ କୋରାପୁଟ ଜିଲ୍ଲାର ଜୟପୁରକୁ ସଂଯୋଗ କରୁଥିବା ଦ୍ଵିତୀୟ ବିଜୁ ଏକ୍ସପ୍ରେସ-ୱେ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଖୁବଶୀଘ୍ର ଏହି ୩୦୫ କିଲୋମିଟର ଲମ୍ଭା ରାସ୍ତାର...
arrested

ଜାଲ ଦସ୍ତଖତ କରି ଟଙ୍କା ହଡ଼ପ ଅଭିଯୋଗ: କୋରାପୁଟ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପୂର୍ବତନ ଆକାଉଣ୍ଟାଣ୍ଟ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜାଲ ଦସ୍ତଖତ କରି ଟଙ୍କା ହଡ଼ପ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପୂର୍ବତନ ଆକାଉଣ୍ଟାଣ୍ଟ ପି ଆଶିଷ କୁମାର। ତାଙ୍କଠାରୁ ଡୁଡାର କାଗଜପତ୍ର, ୭ଟି...