ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ଜାମ୍ମୁ କଶ୍ମୀର ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଜାମ୍ମୁ କଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ। ସେ ମୟୂରଭଞ୍ଜ ଜିଲ୍ଲାର ବେତନଟୀଠାରେ ପହଞ୍ଚିଛନ୍ତି। ବେତନଟୀର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଏକ ବାର୍ଣ୍ଣାଢ୍ୟ...

ବାରିପଦାରେ ସେକ୍ସ ରାକେଟ, ୩୦ ଯୁବକ-ଯୁବତୀ ଅଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଟାଉନ୍‌ ଉପରେ ୩ଟି ଲଜ୍‌ରେ ଚାଲିଥିଲା ସେକ୍ସ ରାକେଟ। ୩ଟି ଲଜ୍‌ ଉପରେ ପୋଲିସ ଅଚାନକ୍‌ ଚଢ଼ାଉ କରି ୩୦ ଯୁବକ-ଯୁବତୀଙ୍କୁ ଅଟକ ରଖିଛି। ଏଭଳି ଘଟଣା...

ମୟୂରଭଞ୍ଜରେ ହାତୀ ଉପଦ୍ରବରେ ଭାଙ୍ଗିଲା ଘର, କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପୂର୍ବ କ୍ଷତିପୂରଣ ମିଳିନଥିବା ବେଳେ ଗତ ରାତି ପୁଣି ହାତୀପଲଙ୍କ ଉପଦ୍ରବରେ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ଏଥିରେ ପୁଣି ଜଣକ ଘର ଭାଙ୍ଗିଥିବାରୁ ଲୋକମାନେ ରାସ୍ତାରୋକ କରିଛନ୍ତି।...

ମୁଖ୍ୟ ଶାସନ ସଚିବଙ୍କ ମୟୁରଭଞ୍ଜ ଗସ୍ତ – ଡାକ୍ତରଖାନା ବୁଲିଲେ, ସମସ୍ୟା ବୁଝିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଶୁକ୍ରବାର ସକାଳୁ କରଞ୍ଜିଆ ଉପଖଣ୍ଡର ଯଶୀପୁର ଡାକ୍ତରଖାନାକୁ ପରିଦର୍ଶନରେ ଆସିଥିଲେ ମୁଖ୍ୟ ଶାସନ ସଚିବ। ଡାକ୍ତରଖାନାରେ ରୋଗୀମାନଙ୍କ ସହିତ...

ଫାଶୀ ଭୟରେ ହାର୍ଟଆଟାକ୍, ଚାଲିଗଲା ବିଚାରଧୀନ କଏଦୀଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣେ କଏଦୀର ଫାଶୀ ଦଣ୍ଡାଦେଶ ଶୁଣି ଚାଲିଗଲା ଅନ୍ୟ ଜଣେ କଏଦୀଙ୍କ ଜୀବନ। ମୃତ କଏଦୀ ଜଣକ ହେଉଛନ୍ତି ତୁରୀ ମୁଣ୍ଡା। କେନ୍ଦୁଝର ଅତିରିକ୍ତ ଜିଲ୍ଲା କୋର୍ଟ ଜଣେ କଏଦୀଙ୍କୁ ଶିଶୁକନ୍ୟା...

ଭିଜିଲାନ୍ସ ଜାଲରେ ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ର

ଓଡ଼ିଶାଲାଇଭ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ବିଭାଗର ୫ଟି  ଟିମ୍‌ ମିଳିତ...

ବାଲେଶ୍ୱରରେ ସ୍ୱାମୀକୁ ହାଣିଲା, ବାରିପଦାରେ ଆତ୍ମସମର୍ପଣ କଲା ସ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦୀର୍ଘ ବର୍ଷର ସମ୍ପର୍କ ସତ୍ତ୍ୱେ ସ୍ୱାମୀଙ୍କୁ କଟୁରୀରେ ହାଣି ହତ୍ୟା କରିବା ପରେ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛି ସ୍ତ୍ରୀ। । ବାରିପଦା ସଦରଥାନା ଅନ୍ତର୍ଗତ ସିରିଶବଣୀ...

ମୟୂରଭଞ୍ଜରେ ଖୋଲିଲା ୭ଟି ନୂଆ ମଣ୍ଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ଖରିଫ ଋତୁ ପାଇଁ ଧାନ କିଣା କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳିତ କରାଇବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ମଣ୍ଡି ସବୁ ଖୋଲାଯାଇଛି। ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଧନପୁର ଲାମ୍ପସଠାରେ...

ବାରିପଦା: କାଚ ଫ୍ୟାକ୍ଟ୍ରିରେ ନିଆଁ – ଲକ୍ଷାଧିକ ଟଙ୍କାର କାଚ ନଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ମଞ୍ଚାବନ୍ଧା ସ୍ଥିତ ଏକ କାଚ କମ୍ପାନୀ ‘ଜୁହି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ଼"ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଫ୍ୟାକ୍ଟ୍ରିରେ ଲକ୍ଷାଧିକ ଟଙ୍କାର କାଚ ନଷ୍ଟ ହୋଇଛି। ସୋମବାର...

ବାରିପଦାରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ

ଓଡ଼ିଶାଲାଇଭ୍ ବ୍ୟୁରୋ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ନବନିର୍ମାଣ କୃଷକ ସଙ୍ଗଠନ ମୟୂରଭଞ୍ଜ ଶାଖା ପକ୍ଷରୁ ବାରିପଦାଠାରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ...