ବାଲେଶ୍ୱରରେ ସ୍ୱାମୀକୁ ହାଣିଲା, ବାରିପଦାରେ ଆତ୍ମସମର୍ପଣ କଲା ସ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦୀର୍ଘ ବର୍ଷର ସମ୍ପର୍କ ସତ୍ତ୍ୱେ ସ୍ୱାମୀଙ୍କୁ କଟୁରୀରେ ହାଣି ହତ୍ୟା କରିବା ପରେ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛି ସ୍ତ୍ରୀ। । ବାରିପଦା ସଦରଥାନା ଅନ୍ତର୍ଗତ ସିରିଶବଣୀ...

ମୟୂରଭଞ୍ଜରେ ଖୋଲିଲା ୭ଟି ନୂଆ ମଣ୍ଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ଖରିଫ ଋତୁ ପାଇଁ ଧାନ କିଣା କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳିତ କରାଇବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ମଣ୍ଡି ସବୁ ଖୋଲାଯାଇଛି। ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଧନପୁର ଲାମ୍ପସଠାରେ...

ବାରିପଦା: କାଚ ଫ୍ୟାକ୍ଟ୍ରିରେ ନିଆଁ – ଲକ୍ଷାଧିକ ଟଙ୍କାର କାଚ ନଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ମଞ୍ଚାବନ୍ଧା ସ୍ଥିତ ଏକ କାଚ କମ୍ପାନୀ ‘ଜୁହି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ଼"ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଫ୍ୟାକ୍ଟ୍ରିରେ ଲକ୍ଷାଧିକ ଟଙ୍କାର କାଚ ନଷ୍ଟ ହୋଇଛି। ସୋମବାର...

ବାରିପଦାରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ

ଓଡ଼ିଶାଲାଇଭ୍ ବ୍ୟୁରୋ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ନବନିର୍ମାଣ କୃଷକ ସଙ୍ଗଠନ ମୟୂରଭଞ୍ଜ ଶାଖା ପକ୍ଷରୁ ବାରିପଦାଠାରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ...

ମୟୂରଭଞ୍ଜ: ନିଲମ୍ବିତ ମେଟ୍ରନ୍‌ଙ୍କ ନିଯୁକ୍ତି ଦାବି କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଲମ୍ବିତ ମେଟ୍ରନ୍‌ଙ୍କ ପୁନଃ ନିଯୁକ୍ତି ଦାବି କରି ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଜିଲ୍ଲା ମେଟ୍ରନ ସଂଘର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ। ଗତ ଅକ୍ଟୋବର ମାସରେ ଖୁଣ୍ଟା...

ପୁଣି ଅଲୋଡ଼ା ଶିଶୁକନ୍ୟା – ଡାକ୍ତରଖାନା ପରିସରରେ ଶିଶୁକନ୍ୟାକୁ ଛାଡ଼ି ଚାଲିଗଲା ମା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଅଲୋଡା ହେଲା ଶିଶୁକନ୍ୟା। ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ସୋମବାର ଦିନ ଦିପହରେ କେହି ଜଣେ ୧୦/୧୫ ଦିନର...

ଏଚଆଇଭି ଆକ୍ରାନ୍ତ ଗର୍ଭବତୀଙ୍କୁ ମେଡିକାଲରେ ଅଣଦେଖା – ଚିକିତ୍ସା ଅବହେଳା ଯୋଗୁଁ ଗର୍ଭସ୍ତ ଶିଶୁ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦୀର୍ଘ ୪୦ ଘଣ୍ଟା ବିତିଯିବା ପରେ ଏଚଆଇଭି ଆକ୍ରାନ୍ତ ଗର୍ଭବତୀଙ୍କୁ ଚିକିତ୍ସା କଲେ ଡାକ୍ତର। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଏଭଳି...

ବାରିପଦା ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ: ବାରିପଦା ସହର ମଧ୍ୟରେ ଥିବା ୪୨ ବର୍ଷର ପୁରଣା ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଯିବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ଏବେ ବସଷ୍ଟାଣ୍ଡଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଲୋକମାନେ ନାହିଁ...

ସହି ପାରିଲେନି ମାନସିକ ଚାପ, ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଏଚ୍‌ଆଇଭି ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଚ୍‌ଆଇଭି ଆକ୍ରାନ୍ତରେ ସହି ପାରିଲେନି ରୋଗର କଷ୍ଟ ଓ ମାନସିକ ଚାପ। ଶେଷରେ ନେଲେ ଚରମ ନିଷ୍ପତ୍ତି। ଦେହରେ କିରାସିନି ଢାଳି ନିଆଁ ଲଗାଇ ହାରିଦେଲେ ଜୀବନ। ଏହିପରି ଏକ ଦୁଃଖଦାୟକ...

ମହିଳାଙ୍କ ଏସ୍‌ବିଆଇ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଗାଏବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଏସ୍‌ବିଆଇ ବ୍ୟାଙ୍କ୍‌ ଖାତାରୁ ୧୦ ଲକ୍ଷ ଟଙ୍କା ଗାଏବ ଅଭିଯୋଗ। ଜମାକାରୀଙ୍କ ନାଁରେ ଚେକ୍‌ବୁକ୍‌ ନଥିଲେ ମଧ୍ୟ ଚେକ୍‌ ଜରିଆରେ ଦୁର୍ବୃତ୍ତ ୧୦ଲକ୍ଷ ଟଙ୍କା ଉଠାଇ ନେଇଥିବା...