ନବରଙ୍ଗପୁର ଜିଲ୍ଲାରୁ ଆଉ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ
ଓଡିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ବୁଧବାର ଆଉ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୭ରେ ପହଞ୍ଚିଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ...
ନବରଙ୍ଗପୁର: ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଗାଁ ମୁହାଁ ହେଉଛନ୍ତି ଭାଲୁ
ଓଡିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଦିନକୁ ଦିନ ଜଙ୍ଗଲ ସଫା ହେବାରେ ଲାଗିଛି। ଜଙ୍ଗଲ ପଦା ହେବା ଫଳରେ ଖାଦ୍ୟାଭାବ ଦେଖା ଦେବା କାରଣରୁ ବନ୍ୟଜନ୍ତୁମାନେ ଗାଁ ମୁହାଁ ହେଉଛନ୍ତି। ଏଭଳି ଘଟଣା...
ନବରଙ୍ଗପୁରରେ ବଢ଼ୁଛି ସଂକ୍ରମଣ – ଜିଲ୍ଲାପାଳ ଡାକିଲେ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ କୁନା ପାତ୍ର): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଛି। ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସଂକ୍ରମଣକୁ କିଭଳି ନିୟନ୍ତ୍ରଣ କରି ହେବ ସେନେଇ...
ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକକୁ କରୋନା ମୁକ୍ତ କରିବା ନେଇଁ ଗୁରୁତ୍ୱପୂର୍ଣ ବୈଠକ, ଟେଷ୍ଟିଂ ବୃଦ୍ଧି ନେଇ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ କୁନା ପାତ୍ର) : ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେନ୍ତୁଳିଖୁଣ୍ଟି ଅଞ୍ଚଳରୁ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ତେନ୍ତୁଳିଖଣ୍ଟି...
କରୋନା ପାଇଁ ନବରଙ୍ଗପୁର ୩ ଦିନ ସଟ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଜିଲ୍ଲାକୁ ତିନି ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ...
କରୋନା ପାଇଁ ନବରଙ୍ଗପୁର ୨ ଦିନ ସଟଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୨ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଜିଲ୍ଲାପାଳଙ୍କ ସୂଚନା...
ନବରଙ୍ଗପୁର ଟିଏମସିରୁ ବିଏସଏଫ୍ ଯବାନ ଫେରାର
ଓଡିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ପଲିଟେକ୍ନିକ ଟିଏମସିରୁ ଜଣେ ବିଏସଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଏନେଇ ବିଏସଏଫ୍ ପକ୍ଷରୁ ରବିବାର ନବରଙ୍ଗପୁର ଥାନାରେ ଅଭିଯୋଗ କରାଯାଇଛି।
ଫେରାର ଯବାନଜଣଙ୍କ ଗତ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରର ବୋଲି ସୂଚନା...
କଲେଜରେ ଅଧ୍ୟାପନା ସହ ‘ଚକୋଲେଟ୍’ ତିଆରି – ‘ଆତ୍ମନିର୍ଭରଶୀଳତା’ର ରାସ୍ତା ଦେଖାଇଲେ ନବରଙ୍ଗପୁରର ସଙ୍ଗୀତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଚକୋଲେଟ୍ ଖାଇବାକୁ କିଏ ବା ପସନ୍ଦ ନକରେ। ମାର୍କେଟରେ ଚକୋଲେଟର ଚାହିଦା କେବେ ବି କମି ନଥାଏ କାରଣ ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ ଏହାକୁ ଖାଇବାକୁ...
ନବରଙ୍ଗପୁର ଜିଲ୍ଲା ପ୍ରତି ଶନି ଓ ରବିବାର ସଟଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ସପ୍ତାହର ଶନିବାର ଓ ରବିବାର ଦିନ ସଟଡାଉନ୍ ରହିବ ନବରଙ୍ଗପୁର ଜିଲ୍ଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଏଭଳି ଘୋଷଣା କରିଛନ୍ତି।
ସଟଡାଉନ୍ ସମୟରେ ଜରୁରୀକାଳୀନ ସେବାଗୁଡ଼ିକ ଚାଲୁରହିବ। ଏଥିସହ...
ଉମରକୋଟ ସହର ସଟ୍ଡାଉନ୍ – ଆଜି ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ଯାଏଁ ସବୁ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ରାତି ୧୨ଟାରୁ ୨୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସଟଡାଉନ ରହିବ। ଉମରକୋଟ ସହରରେ କୋଭିଡ୍ ନିୟମ ଖୋଲାଖୋଲି...




















