ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ଛୁଇଁଲା କରୋନା ଭାଇରସ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଓଡ଼ିଶାର ୨୪ ଜିଲ୍ଲାରେ ନିଜର କାୟା ବୃଦ୍ଧି କରିବା ପରେ ଏବେ ଆଉ ଦୁଇଟି ଜିଲ୍ଲାକୁ ଲମ୍ପ ମାରିଛି କରୋନା ଭାଇରସ। ଶନିବାର ପ୍ରଥମ କରି ନବରଙ୍ଗପୁର ଓ ଗଜପତି...

ମନରେଗା କାର୍ଯ୍ୟରେ ଦିନକୁ ୩ ହଜାର ଶ୍ରମିକ ନିୟୋଜିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ରେ ଶ୍ରମିକମାନଙ୍କୁ ସାହାରା ହେଉଛି ପ୍ରଶାସନ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବିଡିଓ ସୁଶ୍ରୀ କାର୍ତ୍ତିକଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରି ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସମୟରେ ହଜାର...

୨୨ କିମି ସାଇକେଲ ଚଳାଇ ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସ୍‌ପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁରରୁ ୨୨ କିମି ସାଇକେଲ ଚଳାଇ ବୁଧବାର ସକାଳ ସାଢ଼େ ୬ଟାରେ ତେନ୍ତୁଳିଖୁଣ୍ଟି ଥାନାରେ ପହଞ୍ଚିଲେ ନବରଙ୍ଗପୁର ଏସ୍‌ପି ନିତିନ କୁଶଲକର। ଏସ୍‌ପି ୨୨ କିମି ସାଇକେଲ ଚଳାଇ ଥାନାକୁ ଆସୁଥିବାର...

ନାଲ୍‌କୋ ସହାୟତାରେ ନବରଙ୍ଗପୁରଠାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଷ୍ଟ୍ରାୟତ ନବରତ୍ନ କମ୍ପାନି ନାଲକୋ ଆଗକୁ ଆସିଛି। ନବରଙ୍ଗପୁରଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପଟାଲ ନାଲ୍‌କୋ ସହାୟତାରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି।...

ନବରଙ୍ଗପୁର: ଦୁଇ ମ୍ୟୁନିସିପାଲଟିକୁ ଲକ୍‌ଡାଉନ୍‌ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ନବରଙ୍ଗପୁରର ଦୁଇଟି ମ୍ୟୁନିସିପାଲଟିକୁ ଲକ୍‌ଡାଉନ୍‌ ଘୋଷଣା କଲା ଜିଲ୍ଲା ପ୍ରଶାସନ। ନବରଙ୍ଗପୁର ଓ ଉମରକୋଟ ମ୍ୟୁନିସିପାଲଟିକୁ ମାର୍ଚ୍ଚ ୨୩ ତାରିଖ ସକାଳ ୭ଟାରୁ ଆସନ୍ତା ୨୯ ତାରିଖ...
corona-virus-test

ନବରଙ୍ଗପୁର ଓ ଉମରକୋଟରେ କରୋନା କଟକଣା – ଫ୍ୟାକ୍ଟ୍ରି ଓ ଗୋଦାମ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରେ ଜାରି ହେଲା କରୋନା କଟକଣା। ମାର୍ଚ୍ଚ ୨୯ତାରିଖ ଯାଏଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଫ୍ୟାକ୍ଟ୍ରି ଓ ଗୋଦାମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ...

ନବରଙ୍ଗପୁରରେ ଏପ୍ରିଲ ପହିଲା ଯାଏଁ ବନ୍ଦ ରହିବ ମନ୍ଦିର, ମସଜିଦ, ଚର୍ଚ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁରରେ କରୋନା ପାଇଁ ସଚେତନ ହେଲା ପ୍ରଶାସନ। ଏପ୍ରିଲ ପହିଲା ଯାଏଁ ନବରଙ୍ଗପୁରରେ ସମସ୍ତ ମନ୍ଦିର, ମସଜିଦ ଓ ଚର୍ଚ୍ଚକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଦୈନନ୍ଦିନର ସେବା ଓ...

ନବରଙ୍ଗପୁର: ମକାବାଡ଼ରେ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଆତ୍ମହତ୍ୟା କଲେ ଯୁବକ। ବୁଧବାର ସ୍ଥାନୀୟ ମାରଙ୍ଗପାଳି ଗ୍ରାମର ସନ୍ତୋଷ ଗଣ୍ଡ ନାମକ ଜଣେ ଯୁବକ ଶାଢ଼ୀକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସନ୍ତୋଷଙ୍କ ମା ଓ...

ନବରଙ୍ଗପୁରରେ ସାଇବର ଆଇନକୁ ନେଇ ସଚେତନତା ଶିବିର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁରରେ ଆୟୋଜିତ ହେଇଯାଇଛି ସାଇବର ଆଇନକୁ ନେଇ ସଚେତନତା ଶିବିର। ଜିଲ୍ଲା ଆଇନ ସେବା ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ପ୍ରକୋଷ୍ଠରେ ଏହି ଶିବିର ହୋଇଥିଲା। ଅଇନଜୀବୀ,...

ନବରଙ୍ଗପୁରରେ ଓଲଟିଲା ବସ୍‌ – ୨ ମୃତ, ୧୫ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ବସ୍‌। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି...