ନବରଙ୍ଗପୁରରେ ପାଳନ ହେଲା ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଷ୍ଟାଡିୟମରେ ରବିବାର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି...

ନବରଙ୍ଗପୁରରେ ପାଣି ପଞ୍ଚାୟତର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର କ୍ଷୁଦ୍ର ଜଳସେଚନ ବିଭାଜନ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୩୦...

ନବରଙ୍ଗପୁର କନିଷ୍ଠ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର କନିଷ୍ଠ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ହସ୍ତତନ୍ତ, ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ ନବରଙ୍ଗପୁର ସାଂସଦ ରମେଶ ମାଝୀ ପ୍ରମୁଖ...

ଗାଁ ମୁଣ୍ଡରୁ ଟିଫିନ୍ ବୋମା ଉଦ୍ଧାର, ପୋଲିସର ତନାଘନା ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍କ ପାତ୍ର): ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ରାଇଘର ବ୍ଲକ ସରଗୁଲି ଗ୍ରାମରୁ ପୋଲିସ ଏକ ଅଫୁଟା ଟିଫିନ୍ ବୋମା ଉଦ୍ଧାର କରିଛି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ବେଳେ...

ଅଚାନକ ଡାକ୍ତରଖାନା ପରିଦର୍ଶନ କଲେ ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍‌ପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଏବଂ ନବରଙ୍ଗପୁର ଏସ୍‌ପି ନିତିନ କୁସଲକର ଅଚାନକ ସୋମବାର ରାତିରେ ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ଥିବା ସମସ୍ତ ରୋଗୀଙ୍କୁ ଠିକ...

ଚାଷୀଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ନବରଙ୍ଗପୁର ଲାମ୍ପ୍‌ସ ଏମ୍‌ଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର: ଭିଜିଲାନ୍ସ ହାତରେ ନବରଙ୍ଗପୁର ଲାମ୍ପ୍‌ସ ଏମ୍‌ଡି ବାନାମ୍ବର ପଟ୍ଟନାୟକ। ଧାନ ମଣ୍ଡିରେ ଚାଷୀ ମତିରାମ ଭତରାଙ୍କୁ ଟୋକନ ଦେବା ପାଇଁ ବାନାମ୍ବର ଜଣେ ଚାଷୀଙ୍କୁ ୨ ଟଙ୍କା ମାଗିଥିଲେ। ହେଲେ...

କୋଷାଗୁମୁଡ଼ା ହତ୍ୟା ଘଟଣାରେ ୨ଗିରଫ – ଦୁଷ୍କର୍ମ ନୁହେଁ, ଏକତରଫା ପ୍ରେମ ଯୋଗୁଁ ହୋଇଥିଲା ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ୨୦ ଦିନ ପରେ ପୋଲିସକୁ ମିଳିଛି ସଫଳତା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଏହାସହ ନାବାଳିକାକୁ...

ମଣିଷ ମୃତଦେହ ଝୁଣି ଖାଉଛନ୍ତି କୁକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ସଦର ମହକୁମାରେ ଘଟିଛି ଏକ ଅଭାବନୀୟ ଘଟଣା। ନବରଙ୍ଗପୁର ସ୍ଥିତ କୁସୁମଝର ଡ୍ୟାମ ନିକଟରେ ଏକ ମଣିଷର ଶବକୁ ଝୁଣି ଖାଉଛନ୍ତି କୁକୁର। ଏନେଇ ପ୍ରଶାସନ ନିକଟରେ କୌଣସି ଖବର...

ନବରଙ୍ଗପୁରରେ ଜିଲ୍ଲାରେ ଖୋଲିଲା ପ୍ରଥମ ମାଣ୍ଡିଆ ମଣ୍ଡି

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ଖୋଲିଲା ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି। ଗୁରୁବାର ଜିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିଣ ବଜାର କମିଟ ପ୍ରାଙ୍ଗଣରେ ଏହାକୁ ଉଦଘାଟନ କରିଛନ୍ତି...

ଆସିଲା କୋଷାଗୁମୁଡ଼ା ପୋଷ୍ଟମର୍ଟମ ରିପୋର୍ଟ – ‘‘ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଆସିଛି ନୂଆ ଟୁଇଷ୍ଟ। ପ୍ରାୟ ୧୫ ଦିନ ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ପୋଷ୍ଟମର୍ଟମ ରିପୋର୍ଟରେ ଯେଉଁ ତଥ୍ୟ ଆସିଛି...