ନୃତ୍ୟ ସଂଗୀତରେ ସରିଲା ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଯୋଗ ଦେଇଥିଲେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ। ବିଭିନ୍ନ ରକମର ଘରକରଣା ଉପକରଣ ସାଙ୍ଗକୁ...

ମହାଶିବରାତ୍ରିରେ ନୟାଗଡ଼ ଜିଲ୍ଲାର ଶୈବପୀଠରେ ଦୀପ ଜାଳିଲେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ ଉତ୍ସାହର ସହିତ ମହାଶିବରାତ୍ରି ପାଳନ କରିଛନ୍ତି ଶ୍ରଦ୍ଧାଳୁ। ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଶ୍ରୀଲଡ଼ୁବାବା, ଓଡ଼ଗାଁର ଶ୍ରୀଦ୍ୱିତୀକେଶ୍ୱର ମହାଦେବ, କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଥିବା ସିଦ୍ଧେଶ୍ୱର ମହାଦେବ,...

ନିରବଦ୍ରଷ୍ଟା ସାଜିଛି ନୟାଗଡ଼ ପୌରପରିଷଦ: ରାସ୍ତାରେ ଜମିଛି ନର୍ଦ୍ଦମା ପାଣି  

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକଙ୍କ ସମସ୍ୟା ଦେଖି ନିରବଦ୍ରଷ୍ଟା ସାଜିଛି ନୟାଗଡ଼ ପୌରପରିଷଦ। ନର୍ଦ୍ଦମା ପାଣି ସହରାଞ୍ଚଳର ଯାତାୟତ ରାସ୍ତାରେ ଜମି ରହୁଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି...

ନୟାଗଡ଼ ଜିଲ୍ଲା ହସ୍ପିଟାଲରୁ ନିଖୋଜ ଶିଶୁର ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ହସ୍ପିଟାଲରୁ ଜଣେ ନବଜାତ ଶିଶୁ ଗାଏବ ହେବାର ୭ ଦିନ ପରେ ତାକୁ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଥିଲା। ପୋଲିସ କାହାଠାରୁ ଶିଶୁକୁ ଉଦ୍ଧାର କରିଥିଲା କୌଣସି ସୂଚନା ନାହିଁ।...

ସନ୍ଦେହ ଘେରରେ ନୟାଗଡ଼ ଶିଶୁ ନିଖୋଜ ଘଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଜନ୍ମିତ ଶିଶୁପୁତ୍ରକୁ ନିଖୋଜ ହେବାର ୭ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି। ନବଜାତ ଶିଶୁ...

ନୟାଗଡ଼ ଟାଉନ ଥାନା ପାଖରେ ଚାଲିଥିଲା ବ୍ରାଉନ ସୁଗାର କାରବାର, ପୋଲିସ ପାଖରେ ନଥିଲା ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଟାଉନ ଥାନା ନିକଟରୁ ସୋମବାର କୋଟି କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ ହେବା ଏବଂ ଏଥିରେ ସଂପୃକ୍ତ ବ୍ୟବସାୟୀଙ୍କ ଘରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା...

ନୟାଗଡ଼ ଜିଲ୍ଲାରେ ମୋଟ ୭,୨୩୬ ପ୍ରାର୍ଥୀ ଭରିଲେ ପାର୍ଥିପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପକ୍ରିୟା ଶେଷ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ମୋଟ ୭,୨୩୬ ଜଣ ପାର୍ଥୀ ପାର୍ଥିପତ୍ର ଦାଖଲ କରିଛନ୍ତି। ଜିଲ୍ଲାର ମୋଟ ୧୯୪ ଗ୍ରାମ...

୨୦୦୮ ନୟାଗଡ଼ ମାଓ ଆକ୍ରମଣ ମାମଲା – ମାଓନେତା ସବ୍ୟସାଚୀ ପଣ୍ଡା ଓ ଆଜାଦ୍ ୨ଟି ମାମଲାରେ ନିର୍ଦ୍ଦୋଷ...

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ମାଓ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ମାଓନେତା ସବ୍ୟସାଚୀ ପଣ୍ଡା ଓ ଡି. କେଶବ ରାଓ ଓରଫ ଆଜାଦ୍‌ଙ୍କୁ ୨ଟି ମାମଲାରେ ନୟାଗଡ଼ ଜିଲ୍ଲା ଦୌରା ଅଦାଲତ...

ନୟାଗଡ଼ ଜିଲ୍ଲା ହସ୍ପିଟାଲ : ଚିକିତ୍ସାରେ ବିଳମ୍ବ ହେବାରୁ ଆଖି ବୁଜିଲେ ପ୍ରସୂତି ଓ ନବଜାତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାରେ ବିଳମ୍ବ କାରଣରୁ ଜଣେ ପ୍ରସୂତି ଏବଂ ତାଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର ଲୋକ। ଏହି ଘଟଣା ଏବେ...

ନୟାଗଡ଼ : ବଜ୍ରପାତରେ ଭାଙ୍ଗିଲା ପୁରାତନ ଶିବ ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ବଜ୍ରପାତ କାରଣରୁ ନୟାଗଡ଼ ଜିଲ୍ଲା ଖଇରପଟି ଗାଁରେ ଥିବା ପୁରାତନ ଶିବ ମନ୍ଦିରଟି ଭାଙ୍ଗି ଯାଇଛି। ଏଥି ସହିତ ସୋମବାରଠାରୁ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ହୋଇଯାଇଛି। ରାସ୍ତାଘାଟରେ...