ନୟାଗଡ଼ରେ ଆଇସିୟୁ ୱାର୍ଡ ଉଦ୍ଘାଟନ ଓ ଅକ୍ସିଜେନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଇଣ୍ଟେନସିଭ୍ କେୟାର(ଆଇସିୟୁ) ୱାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏଥିସହିତ କୋଭିଡ୍ ଭୂତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସଠାରେ...

ଅର୍ଥ ଠକେଇ ଅଭିଯୋଗରେ ନୟାଗଡ଼ର ଯୁବକଙ୍କୁ ଗିରଫ କଲା ଛତିଶଗଡ଼ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ଏକ ଅର୍ଥଲଗାଣକାରୀ ସଂସ୍ଥାରରୁ ୯ କୋଟି ଟଙ୍କା ଠକେଇ ଅଭିଯୋଗରେ ନୟାଗଡ଼ର ଜଣେ ଯୁବକଙ୍କୁ ଗିରଫ କରି ନେଇଛି ଛତିଶଗଡ଼ ପୋଲିସ। ଯୁବକ ଜଣକ ହେଲେ ଓଡ଼ଗାଁ ଥାନା ଭାଲିଆଡ଼ିହି...

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ମାଟିର ଯୋଗ୍ୟତମ ସନ୍ତାନ, ପରିବେଶବିତ୍ ତଥା ସମାଜ ସଂସ୍କାରକ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଜନ୍ମମାଟି ଓଡ଼ଗାଁଠାରେ ସ୍ୱର୍ଗତ ରାଧାମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ...

ଓଡ଼ଗାଁରେ ନୂତନ ଜଜ୍‌ କୋର୍ଟ ଉଦ୍‌ଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ନିର୍ମିତ ନୂତନ ଜଜ୍‌ କୋର୍ଟକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲୀଧର ଉଦ୍‌ଘାଟନ କରିଛନ୍ତି। ସୋମବାର ଦିନ ଭର୍ଚ୍ଚୁଆଲ ସମାରୋହରେ ଏହି କୋର୍ଟ ଉଦ୍‌ଘାଟନ...

ନୟାଗଡ଼ରେ ୧୮-୪୪ବର୍ଷ ବର୍ଗଙ୍କୁ କୋଭିଡ୍‌ ଟିକା, ଜିଲ୍ଲାରେ ଟିକା ନେଲେଣି ଦେଢ଼ ଲକ୍ଷରୁ ଅଧିକ ହିତାଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ରେ ପ୍ରଥମଥର ପାଇଁ ସୋମବାର ଦିନ ୧୮-୪୪ବର୍ଷ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଯାଇଛି। କେବଳ ନୟାଗଡ଼ ସହରାଞ୍ଚଳର ନାଗରିକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ଜୁନ୍‌ ୭...

ପ୍ରଥମ ବିଫଳତାରୁ ପାଇଥିଲି ସଫଳ ଷ୍ଟାର୍ଟଅପ୍‌ର ସୂତ୍ର – ଅମୀୟ ସାମନ୍ତରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=UdPfYdDq6Ts] ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଓଡ଼ିଶାର ଜଣେ ସଫଳ ଷ୍ଟାର୍ଟଅପ୍ ତାରକା। ନୟାଗଡ଼ର ଏକ ଛୋଟ ଗାଁ ବାସୁଦିଆରୁ ଏବେ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା...

କରୋନା କାଳରେ ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ନୟାଗଡ଼ ରେଡ୍ କ୍ରସ୍ ଭଲୁଣ୍ଟିୟରସ୍ ଫୋରମର ଉତ୍ସାହିତ ସ୍ୱେଚ୍ଛାସେବୀ ବିଭୂତି ଭୂଷଣ ପଟ୍ଟନାୟକ ଓ ତାଙ୍କ ସାଥୀମାନେ ମାନବ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେମାନେ ଅନେକ...

କରୋନାରେ ନୟାଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା କୃଷି ଅଧିକାରୀ ବସନ୍ତ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି। କିଛିଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ହେଲେ କରୋନା ଲଢ଼େଇରେ ସେ ହାରିଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ବାସୁଦିଆରୁ ବସୁନ୍ଧରା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=O4M_3e7lvEQ] ‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା ଫିନିକ୍ସ ରୋବୋଟିକ୍ସର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ ସାମନ୍ତରାୟଙ୍କ...

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନୟାଗଡ଼ରେ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟାଟା ପାୱାର କମ୍ପାନି ଅଧୀନକୁ ବିଦ୍ୟୁତ ବିତରଣ ବ୍ୟବସ୍ଥା ଆସିଯିବା ପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଛି। ବିଦ୍ୟୁତ୍ ଦର ବୃଦ୍ଧିକୁ ଉପଭୋକ୍ତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। କମ୍ପାନି ଦର ବୃଦ୍ଧି...