ନୟାଗଡ଼ରେ ଧୁମଧାମରେ ପାଳିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ମଠ ଓ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ଧୁମଧାମର ସହ ପାଳନ କରିଛନ୍ତି। ଏହି ଅବସରରେ...

ଶିକ୍ଷକଙ୍କ ନିଲମ୍ବନ ଏବଂ ବଦଳି ପ୍ରତ୍ୟାହାର ଦାବିରେ ନୟାଗଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ପାଇଁ ଦୀର୍ଘ ଦିନ ହେବ ସ୍କୁଲ ବନ୍ଦ ରହିବାପରେ ସୋମବାର ଦିନ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢ଼ା ନିମନ୍ତେ ସ୍କୁଲ ଖୋଲିଥିଲା। ଅନେକ ଅଞ୍ଚଳର ପିଲାମାନେ...

ବାସୁଦିଆରୁ ବସୁନ୍ଧରା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=O4M_3e7lvEQ] ‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା 'ଫିନିକ୍ସ ରୋବୋଟିକ୍ସ'ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ ସାମନ୍ତରାୟଙ୍କ...

ସ୍ୱଚ୍ଛତା ଲାଗି ନୟାଗଡ଼ ଡି.ଆଇ.ଇ.ଟିକୁ  ‘ଗ୍ରୀନ ଚାମ୍ପିୟନ’ ଜାତୀୟ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ରାଜସୁନାଖଳାରେ ଥିବା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଇ.ଇ.ଟି)କୁ ସ୍ୱଚ୍ଛତା କ୍ଷେତ୍ରରେ ‘ଗ୍ରୀନ ଚାମ୍ପିୟନ’ ଜାତୀୟସ୍ତରୀୟ ପୁରସ୍କାର ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗର ମହାତ୍ମାଗାନ୍ଧୀ...

ରାଜ୍ୟରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, ନୟାଗଡ଼ ଭାଗରେ ୫ଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସମଗ୍ର ରାଜ୍ୟରେ ନିର୍ମାଣ ହେବାକୁ ଯାଉଛି ୮୯ଟି ଷ୍ଟାଡିୟମ। ଏଥିରୁ ନୟାଗଡ଼ ଜିଲ୍ଲାରେ...

ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ରାଜ୍ୟ ସରକାର ଶିକ୍ଷକ ଓ କର୍ମଚାରୀଙ୍କ ଦାବି ପୂରଣରେ...

ନୟାଗଡ଼ରେ ବିଜେଡି କର୍ମକର୍ତ୍ତା ସମ୍ମିଳନୀ – ସାଂଗଠନିକ କାର୍ଯ୍ୟ ଉପରେ ଫୋକସ୍ କରିବାକୁ କର୍ମୀଙ୍କୁ ନେତାଙ୍କ ଆହ୍ଵାନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ନିର୍ବାଚନମଣ୍ଡଳୀରେ ରବିବାର ଦିନ ବିଜେଡି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର୍ କରିବାକୁ ନେତାମାନେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।...

ନୟାଗଡ଼ : ଜମିରେ ହଳ କରିବା ସମୟରେ ଚାଷୀ ମୃତ, ସରକାରୀ ସହାୟତା ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳର ଜଣେ ଚାଷୀ ଜମିରେ ହଳ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି ସ୍ଥାନୀୟ...

ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲାନି ଆମ୍ବୁଲାନ୍ସ। ପରିବାର ଲୋକ ରୋଗୀଙ୍କୁ ଖଟିଆରେ ବୋହି ନେଲେ ଡାକ୍ତରଖାନା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଞ୍ଚଳର...

ନାବାଳକକୁ ଉଦ୍ଧାର ପରେ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କଲା ଓଡ଼ଗାଁ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ଅଞ୍ଚଳର ଏକ ନାବାଳକକୁ ଉଦ୍ଧାର କରିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ୍। ପରେ ଉଦ୍ଧାର ନାବାଳକକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି। ସେଠାରେ ତା’ର ପରିବାର...