ନୟାଗଡ଼ରେ ୧୮-୪୪ବର୍ଷ ବର୍ଗଙ୍କୁ କୋଭିଡ୍‌ ଟିକା, ଜିଲ୍ଲାରେ ଟିକା ନେଲେଣି ଦେଢ଼ ଲକ୍ଷରୁ ଅଧିକ ହିତାଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ରେ ପ୍ରଥମଥର ପାଇଁ ସୋମବାର ଦିନ ୧୮-୪୪ବର୍ଷ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଯାଇଛି। କେବଳ ନୟାଗଡ଼ ସହରାଞ୍ଚଳର ନାଗରିକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ଜୁନ୍‌ ୭...

ପ୍ରଥମ ବିଫଳତାରୁ ପାଇଥିଲି ସଫଳ ଷ୍ଟାର୍ଟଅପ୍‌ର ସୂତ୍ର – ଅମୀୟ ସାମନ୍ତରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=UdPfYdDq6Ts] ଯୁବ ଓଡ଼ିଆ ଉଦ୍ୟୋଗୀ ଅମୀୟ ସାମନ୍ତରାୟ। ଓଡ଼ିଶାର ଜଣେ ସଫଳ ଷ୍ଟାର୍ଟଅପ୍ ତାରକା। ନୟାଗଡ଼ର ଏକ ଛୋଟ ଗାଁ ବାସୁଦିଆରୁ ଏବେ ସେ ଷ୍ଟାର୍ଟଅପ୍ କମ୍ପାନି ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା...

କରୋନା କାଳରେ ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ନୟାଗଡ଼ ରେଡ୍ କ୍ରସ୍ ଭଲୁଣ୍ଟିୟରସ୍ ଫୋରମର ଉତ୍ସାହିତ ସ୍ୱେଚ୍ଛାସେବୀ ବିଭୂତି ଭୂଷଣ ପଟ୍ଟନାୟକ ଓ ତାଙ୍କ ସାଥୀମାନେ ମାନବ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେମାନେ ଅନେକ...

କରୋନାରେ ନୟାଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା କୃଷି ଅଧିକାରୀ ବସନ୍ତ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି। କିଛିଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ। ହେଲେ କରୋନା ଲଢ଼େଇରେ ସେ ହାରିଯାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ବାସୁଦିଆରୁ ବସୁନ୍ଧରା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=O4M_3e7lvEQ] ‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା ଫିନିକ୍ସ ରୋବୋଟିକ୍ସର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ ସାମନ୍ତରାୟଙ୍କ...

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନୟାଗଡ଼ରେ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟାଟା ପାୱାର କମ୍ପାନି ଅଧୀନକୁ ବିଦ୍ୟୁତ ବିତରଣ ବ୍ୟବସ୍ଥା ଆସିଯିବା ପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଛି। ବିଦ୍ୟୁତ୍ ଦର ବୃଦ୍ଧିକୁ ଉପଭୋକ୍ତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। କମ୍ପାନି ଦର ବୃଦ୍ଧି...

ଜଳୁଛି ନୟାଗଡ଼ର ରୁକ୍ଷୀ ପାହାଡ଼ – ତାତିରେ ଜନଜୀବନ ଅସ୍ତବ୍ୟସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ରୁକ୍ଷୀ ପାହାଡ଼ରେ ନିଆଁ ଲାଗି ସହର ତାପମାତ୍ରା ବୃଦ୍ଧି ପାଉଛି। ଏଥିରେ ପ୍ରଭାବିତ ହେଉଛନ୍ତି ନୟାଗଡ଼ ସହରବାସୀ। ଗୁରୁବାର ନୟାଗଡ଼ ରୁକ୍ଷୀ ପାହାଡରେ କୌଣସି କାରଣରୁ ନିଆଁ ଲାଗିଥିବା ଦେଖିବାକୁ...

କୋଭିଡ କଟକଣାରେ ନୟାଗଡ଼ର ବିଭିନ୍ନ ଶୈବପୀଠରେ ହେଲା ଜାଗର ପୂଜାର୍ଚ୍ଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାର ବିଭିନ୍ନ ଶୈବପୀଠରେ ପାଳିତ ହୋଇଛି ମହାଶିବରାତ୍ରି। ଦେବାଧିଦେବ ମହାଦେବଙ୍କ ଏହି ଅନନ୍ୟ ପର୍ବ ଜାଗର ଉପଲକ୍ଷେ ସମସ୍ତ ଶିବାଳୟରେ ପୂଜା ଆରାଧନା ସାଙ୍ଗକୁ...

ନୟାଗଡ଼ରେ ‘ମୋ ସ୍କୁଲ ଅଭିଯାନ’ କର୍ମଶାଳା : ବିଦ୍ୟାଳୟ ଉନ୍ନତି ପାଇଁ ଆଗଭର ହେବାକୁ ଆହ୍ୱାନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ନୟାଗଡ଼ ବ୍ଲକର ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର...

ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଏହି ସମାରୋହରେ ରାଜ୍ୟର...