ନୟାଗଡ଼ ସହରରେ ଅଚଳ ରହୁଛି ଏସବିଆଇ ଏଟିଏମ୍, ଗ୍ରାହକ ହତାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବାହାର ରାଜ୍ୟର ଅନେକ ଲୋକ ସହର ଦେଇ ଯାତାୟତ କରୁଛନ୍ତି। ତେବେ...
ନୟାଗଡ଼: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଙ୍ଗନୱାଡ଼ି ସହାୟିକା ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ସହାୟିକାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଙ୍ଗନୱାଡ଼ି ସହାୟିକା ସୁମତି...
ନୟାଗଡ଼: ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ନବଦିନାତ୍ମକ ଶ୍ରୀରାମ ଜନ୍ମ ମହୋତ୍ସବ ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ପ୍ରସିଦ୍ଧ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ନବଦିନାତ୍ମକ ଶ୍ରୀରାମ ଜନ୍ମ ମହୋତ୍ସବ ଉଦଯାପିତ ହୋଇଛି। ସୋମାବାର ପାରମ୍ପରିକ ରୀତିନୀତି ଓ ପୂଜା ପାର୍ବଣ...
୨୦୧୯ ଓଡ଼ଗାଁ ଡବଲ ମର୍ଡର ମାମଲା: ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଲେ ଅଦାଲତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ବହୁଚର୍ଚ୍ଚିତ ୨୦୧୯ ମସିହା ଓଡ଼ଗାଁ ଡବଲ ମର୍ଡର ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ମିଳିଛି। ଓଡଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ଏହି ମାମଲାରେ ଶୁଣାଣି କରି ଶୁକ୍ରବାର ଦୋଷୀ...
ଏଥର ହେବ ଅରୁଣ-ପ୍ରତ୍ୟୁଷା କଡ଼ା ଟକ୍କର: ନୟାଗଡ଼ରେ କିଏ ଜିତିବ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୟାଗଡ଼ ବିଧାନସଭା ଆସନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବିଜେଡିର ଗଡ଼ ରହି ଆସିଛି ଏହି ଆସନ। ୨୦୨୪ରେ ଏଠାରେ ବିଜେଡି ପୁଣି ବାଜି ମାରିବ ନା ବିଜେପି...
ନୟାଗଡ଼: ଓଡ଼ଗାଁ ଶ୍ରୀରଘୁନାଥ ଦେବଙ୍କ ବନବାସ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଶ୍ରୀରାମଙ୍କ ଜନ୍ମ ତିଥିରୁ ଅରମ୍ଭ ଓଡ଼ଗାଁ ଶ୍ରୀରଘୁନାଥ ଦେବଙ୍କ ନବଦିନାତ୍ମକ ଯାତ୍ରା ମହୋତ୍ସବ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ପାଳନ କରାଯାଉଛି। ଠାକୁରଙ୍କ ଜନ୍ମ ନାରାୟଣ ବେଶରୁ ଗଙ୍ଗା...
ନୟାଗଡ଼: ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ନବଦିନାତ୍ମକ ଶ୍ରୀରାମ ଜନ୍ମ ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ପ୍ରସିଦ୍ଧ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ଚାଲିଛି ନବଦିନାତ୍ମକ ଶ୍ରୀରାମ ଜନ୍ମ ମହୋତ୍ସବ। ଏହାକୁ ନେଇ ସମଗ୍ର ଜିଲ୍ଲାରେ ଉତ୍ସବର ବାତାବରଣ ଖେଳିଯାଇଛି। ପବିତ୍ର ଶ୍ରୀରାମ ନବମୀରୁ...
ଏଥର ନିର୍ବାଚନ ମଇଦାନରେ ଅରୁଣ-ପ୍ରତ୍ୟୁଷା ଟକ୍କର: କିଏ ଜିତିବ ନୟାଗଡ଼?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୟାଗଡ଼ ବିଧାନସଭା ଆସନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବିଜେଡିର ଗଡ଼ ରହି ଆସିଛି ଏହି ଆସନ। ୨୦୨୪ରେ ଏଠାରେ ବିଜେଡି ପୁଣି ବାଜି ମାରିବ ନା ବିଜେପି...
ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ପାଳିତ ହେଲା ପବିତ୍ର ଦଣ୍ଡ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନିଷ୍ଠା, ଭକ୍ତି ଓ ବିଶ୍ୱାସର ସହିତ ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ପାଳିତ ହୋଇଯାଇଛି ପବିତ୍ର ଦଣ୍ଡ ଯାତ୍ରା। ହଜାର ହଜାର ସଂଖ୍ୟାରେ ଦଣ୍ଡ ଉପାସକ ଏହି ପବିତ୍ର ବ୍ରତ ପାଳନ...
ଆଃ..କି ସୁଆଦ ଆମ ଛେନାପୋଡ଼!
ନିଶିକାନ୍ତ ରଥ
https://www.youtube.com/watch?v=YPPjfO_KcXw
ଆଜି ବିଶ୍ଵ ଛେନାପୋଡ଼ ଦିବସ। ବିଶ୍ଵକୁ ଓଡ଼ିଶାର ସଂସ୍କୃତି ଏବଂ ଖାଦ୍ୟ ପରମ୍ପରାର ବାର୍ତ୍ତା ଦେଉଛି ନୟାଗଡ଼ର ଏହି ପ୍ରସିଦ୍ଧ ମିଠା।
ଦଶପଲ୍ଲାର ସାତପଟଣାରେ ନୟାଗଡ଼ ଛେନାପୋଡ଼ର ଜନ୍ମ
ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା
ଏବେ ବି ରାଜ୍ୟ ବାହାରକୁ ନୟାଗଡ଼ରୁ ରପ୍ତାନି ହେଉଛି ଛେନାପୋଡ଼
ଜିଆଇ ଟ୍ୟାଗ୍ ପାଇଁ ହୋଇଛି ଆବେଦନ
“ଆସ କିଏ ଖାଇବ ହୋ ଆମ ରାଜା...