ଶ୍ରମିକମାନଙ୍କ ପାଇଁ ରୋଜଗାର ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼: କରୋନା ମହାମାରୀ ପ୍ରଭାବରେ ଶ୍ରମିକଙ୍କ ଜୀବନ ଜୀବିକା କ୍ଷତିଗ୍ରସ୍ତ ହୋଇଛି। ତେଣୁ ଶ୍ରମିକମାନଙ୍କ ପାଇଁ ନୂତନ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠାମୂଳକ କର୍ମନିଯୁକ୍ତି ସୃଷ୍ଟି ଓ ଦାଦନ ବ୍ୟବସ୍ଥାକୁ ବନ୍ଦ କରିବା...

ନୟାଗଡ଼: ରୋଟାରୀ କ୍ଲବର ପ୍ରଥମ ମହିଳା ସଭାପତିଙ୍କ ଶପଥ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁୁରୋ ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବର ସଭାପତି ଭାବେ ରୋଟାରୀଆନ ନିରୁପମା ପଟ୍ଟନାୟକ ଶପଥ ଗ୍ରହଣ କରିଛନ୍ତି। ଏଥିସହ କ୍ଲବର ୩୧ତମ ପ୍ରତିଷ୍ଠା ଦିବସରେ ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସମ୍ପାଦକ ଭାବେ ମିହିର...

ବୃଦ୍ଧଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଟାଉନ୍ ଥାନା ଡିଆଁପଡ଼ା ଗାଁର ଜଣେ ୬୫ ବର୍ଷିୟ ବୃଦ୍ଧ ପ୍ରହଲ୍ଲାଦ ଜେନାଙ୍କୁ ଏକ ପଥର ଶିଳରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ଗାଁ ନିକଟ ଚାଷ ଜମିରେ...

ନୟାଗଡ଼ରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ! ୨୪ ଘଣ୍ଟା ପରେ ବି ମୁହଁ ଖୋଲୁନି ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ସହରାଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ବି ଏହାର କାରଣ ସ୍ପଷ୍ଟ ହୋଇନାହିଁ। କରୋନା ଆକ୍ରାନ୍ତ ଥିବା ସଂପୃକ୍ତ ଯୁବକଙ୍କୁ ପ୍ରଶାସନ ଦୁଇ ଦିନ ପୂର୍ବେ ଭୂବନେଶ୍ୱର...

ନୟାଗଡ଼: କରୋନାରେ ଜଣେ ମୃତ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ ସ୍ଥିତି ଗମ୍ଭୀର ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୧୪ ପଜିଟିଭ୍‌ ନୟାଗଡ଼ ସହରର ୩ଟି ୱାର୍ଡର ୮ଟି ଲେନ୍ କଣ୍ଟେନମେଣ୍ଟ କରୋନା ଭୂତାଣୁ ସଂକ୍ରମଣରେ ନୟାଗଡ଼ ଜିଲ୍ଲାର...

ବ୍ୟାଙ୍କ ଡକାୟତି ମାମଲା – ଆସାମୀକୁ ୧୦ ବର୍ଷ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼: ବହୁ ଚର୍ଚ୍ଚିତ ଦର୍ପନାରାୟଣପୁର ବ୍ୟାଙ୍କ ଡକାୟତି ମାମଲାର ଶୁଣାଣି ଆଜି ନୟାଗଡ଼ ଫାଷ୍ଟଟ୍ରାକ୍ କୋର୍ଟରେ ହୋଇଥିଲା। କଟକ ମଙ୍ଗଳାବାଗ ଥାନା ବାସୁଳି ସାହିର ସୁନା ଅଳଙ୍କାର ବ୍ୟବସାୟୀ ବାବୁଲି ଓରଫ...

ନୟାଗଡ଼ରେ କରୋନା ପଜିଟିଭ୍ ସଂଖ୍ୟ ୧୪୭

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣେ ଡାକ୍ତର, ୨ ନର୍ସଙ୍କ ସମେତ ୧୨୦ ସୁସ୍ଥ ସୁସ୍ଥ ତାଲିକାରେ ଅଳଙ୍କାର ବ୍ୟବସାୟୀ ଓ ପୋଲିସ୍ କର୍ମଚାରୀ ନୟାଗଡ଼ ଜିଲ୍ଲାରେ ନିୟମିତ ବ୍ୟବଧାନରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଆଜି...

ନୟାଗଡ଼: ଗାଁ ଗାଁରେ କରୋନା ସର୍ବେକ୍ଷଣ ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଗାଁ କୁ ଗାଁ ବୁଲି ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପ୍ରତି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ଜ୍ୱର ଓ...

ନୟାଗଡ଼: ହେରାପଞ୍ଚମୀରେ ଲକ୍ଷ୍ମୀନାରାୟଶ ବେଶ ହେଲେ ଶ୍ରୀଜୀଉ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଶ୍ରୀଜଗନ୍ନାଥଜୀଉ ମନ୍ଦିରରେ ଗୁଣ୍ଡିଚାଯାତ୍ରା ନୀତି ଅନୁଷ୍ଠିତ ହୋଇଛି। କରୋନା କଟକଣା ଯୋଗୁ ଏବର୍ଷ ରଥଟଣା ବନ୍ଦ ରହିଛି। ଏହାସତ୍ତ୍ୱେ ମଧ୍ୟ ସେଠାରେ ଜଗମୋହନ ଜନ୍ମବେଦୀରେ ରୂପାନ୍ତରିତ ହୋଇଛି। ସେଠାରେ ଗୁଣ୍ଡିଚାମଣ୍ଡପର...

କରୋନା କଟକଣା – ଏଣିକି ନୟାଗଡ଼ରେ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲାରହିବ ଦୋକାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନ ୧ଟା ପରେ ଦୋକାନ ବଜାର ବନ୍ଦ ୨୪ ଘଣ୍ଟା ଖୋଲା ରହିବ ଔଷଧ ଦୋକାନ ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହୁଥିଲା ଦୋକାନ ନୟାଗଡ଼: କରୋନା...